ପୁଣି ବାପାଙ୍କ ସ୍ମୃତିକୁ ମଞ୍ଚରେ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ,ବିଜୁବାବୁ ଓଡିଶାର ଶିଳ୍ପ ବିକାଶର ମାଧ୍ୟମ

ରାଉରକେଲା:– ପୁଣି ବାପାଙ୍କ ସ୍ମୃତିକୁ ମଞ୍ଚରେ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ରାଉରକେଲା ଆସିଲେ ବିଜୁ ବାବୁଙ୍କ କଥା ମନେପଡେ । ଷ୍ଟିଲପ୍ଲାଣ୍ଟ , ଏନଆଇଟି ସବୁ ବିଜୁବାବୁଙ୍କ ସୃଷ୍ଟି । ରାଉରକେଲାରେ ଓଡିଶାର ଶିଳ୍ପ ବିକାଶର … Read More

ତୈଳଦର ଲିଟର ପିଛା ୧୦ଟଙ୍କା ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

ଭୁବନେଶ୍ୱର:- ତୈଳଦର ବୃଦ୍ଧି ଯୋଗୁ ଦରଦାମ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କୁ ଖୁବ୍ ବାଧୁଛି। ତେଣୁ ତୈଳଦର ଲିଟର ପିଛା ୧୦ଟଙ୍କା ହ୍ରାସ କରି ରାଜ୍ୟର ଖାଉଟିଙ୍କୁ କଷ୍ଟରୁ ମୁକ୍ତି ଦିଅନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖି … Read More

ଚାଷୀଙ୍କ ପାଇଁ ବିଜେପିର ଲଢେଇ ଆରମ୍ଭ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାର ୨୦୨୨ ମସିହା ସୁଦ୍ଧା ଦେଶର ଚାଷୀଙ୍କ ଆୟ ୨ ଗୁଣ କରିବାର ନିଷ୍ପତି ନେଇଥିବାବେଳେ ଅନ୍ୟପଟେ ଓଡିଶା ସରକାର ୨୦୨୨ ମସିହା ସୁଦ୍ଧା ତଳିତଳାନ୍ତ କରିଦେବାର ନିଷ୍ପତି ନେଇଛନ୍ତି । … Read More

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟା ୬ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଯାଇଛି । … Read More

ନବୀନ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ପୁଣି ନମ୍ବର ୱାନ୍ । ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭରୁ ଏହା ଜଣାପଡ଼ିଛି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ … Read More

କଳାହାଣ୍ଡି ଆଜି ବିକାଶର ମଡେଲ ହୋଇଛି

କଳାହାଣ୍ଡି: ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ପାଲଟିଛି । କଳାହାଣ୍ଡି ଆଜି ବିକାଶର ମଡେଲ ଭାବେ ଛିଡ଼ା ହୋଇଛି। ଏହି ଜିଲ୍ଲା ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ … Read More

କୃଷି ଆଇନ୍ ଉପରେ ରୋକ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ତିନି କୃଷି ଆଇନ୍ ଉପରେ ରୋକ୍ ଲଗାଇଛନ୍ତି। ପ୍ରଧାନ ବିଚାରପତି ଏସ ଏ ବୋବଡେ କହିଛନ୍ତି ଯେ କୃଷି ଆଇନ ଲାଗୁ କରିବା ନେଇ ସାମୟିକ ସମୟ ପାଇଁ ରୋକ୍ ଲଗାଇଛୁ। ଆମର ଲକ୍ଷ୍ୟ ଏକ ସକାରାତ୍ମକ ପରିବେଶ … Read More

ଧର୍ମେନ୍ଦ୍ରଙ୍କୁ କଳାପତାକା ପ୍ରଦର୍ଶନ

ଭୁବନେଶ୍ୱର: ଫେରିଲା ତୈଳ ରାଜନୀତି । କଂଗ୍ରେସ-ବିଜେପି ମୁହାଁମୁହିଁ । ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ଦେଖାଇଲା କଂଗ୍ରେସ । ବିଜେଡି କହିଲା ଲୋକଙ୍କ ସମସ୍ୟା ବଢ଼ିଲେ ବିରୋଧ ହେବ । ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବଢୁଥିବାରୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର … Read More

କେତେ ସମ୍ପତ୍ତିର ମାଲିକ ନବୀନ? ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର: ସାର୍ବଜନୀନ ହେଲା ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା । ୨୦୨୦ ମାର୍ଚ୍ଚ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର କେତେ ସମ୍ପତ୍ତି ଥିଲା, ତା’ର ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡର ସବୁ ସଦସ୍ୟ ସେମାନଙ୍କ ସମ୍ପତ୍ତି ଦେଇଛନ୍ତି । ସମ୍ପତ୍ତି ତାଲିକା … Read More

ମାହାଙ୍ଗା ଡବଲ ମର୍ଡର: ବିଜେପି ପରେ ପରିବାରକୁ ଭେଟିଲା କଂଗ୍ରେସ ଟିମ୍

ଭୁବନେଶ୍ୱର:- ମାହାଙ୍ଗା ବ୍ଲକର ନୃତାଙ୍ଗ ଗାଁରେ ଡବଲ ମର୍ଡର ଘଟଣାରେ ବିଜେପି ପ୍ରତିନିଧି ଦଳ ଗତକାଲି ଦୁଇ ମୃତକଙ୍କ ପରିବାରକୁ ଭେଟିଥିବାବେଳେ ଆଜି ପ୍ରଦେଶ କଂଗ୍ରେସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ଯାଂଚ କରିଛି। ଏହି ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଭାବେ … Read More