ବ୍ଲାକ ଫଙ୍ଗସ୍‌ ପରେ ହ୍ଵାଇଟ୍‌ ଫଙ୍ଗସ୍‌ର ବିପଦ, ଶରୀରର ଏହି ଅଂଶକୁ କରୁଛି ଆଟାକ୍‌,

ବନୂଆଦିଲ୍ଲୀ :- କରୋନା ଭାଇରସ୍‌ର ଦ୍ଵିତୀୟ ଲହରର ବିପଦ ନଯାଉଣୁ ଲୋକେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣର ଶିକାର ହେଉଛନ୍ତି। ଏବେ ପୁଣି ହ୍ଵାଇଟ୍‌ ଫଙ୍ଗସ୍‌ ସାମ୍ନାକୁ ଆସିଛି। ଏହା ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଉଛି। ବିହାରରେ ହ୍ଵାଇଟ୍ ଫଙ୍ଗସ୍‌ର … Read More

ଗୁରଜାଟରେ ବାତ୍ୟା ତାଉତେର ଲ୍ୟାଣ୍ଡଫଲ୍

ଅହମ୍ମଦାବାଦ :-ସାମୁଦ୍ରିକ ବାତ୍ୟା ତାଉତେ ମୁମ୍ବାଇରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭୀଷଣ ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମୁହାଁଇଛି। ବାତ୍ୟା ରାଜ୍ୟର ଉତ୍ତର ଓ ଉତ୍ତର-ପଶ୍ଚିମ ଅଭିମୁଖେ ଗତି କରୁଛି। ଏହାରି ପ୍ରଭାବରେ ଘଣ୍ଟା ପ୍ରତି ୧୬୫ ରୁ … Read More

ହତ୍ୟା ମାମଲାରେ ଫେରାର ରେସଲର ସୁଶିଲ କୁମାରଙ୍କ ପାଇଁ ପୁରସ୍କାର ରାଶି ଘୋଷିତ

ନୂଆଦିଲ୍ଲୀ:-ସାଗର ଧନଖଡ଼ ହତ୍ୟା ମାମଲାରେ ଫେରାର ଅଲିମ୍ପିଆନ୍‌ ସୁଶିଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଲା। ଦିଲ୍ଲୀ ପୋଲିସ ତାଙ୍କ ଉପରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ସୁଶିଲଙ୍କ ସହଯୋଗୀ ଅଜୟ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି … Read More

ମାଡିଆସୁଛି ସାମୁଦ୍ରିକ ଝଡ ‘ତଉକ୍‌ତେ’ : ୧୪ରେ ନେବ ବାତ୍ୟାର ରୂପ,

ନୂଆଦିଲ୍ଲୀ :-ମାଡିଆସୁଛି ମହାବାତ୍ୟା । ୨୦୨୧ର ପ୍ରଥମ ବାତ୍ୟା ଆରବ ସାଗରରେ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଆରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ସକାଳ ସୁଦ୍ଧା … Read More

ପୁଅ ହେବ ତ ଏମିତି, ମାଙ୍କ ସେବା ପାଇଁ ଗ୍ରହଣ କଲେନି କଲେକ୍ଟର ପଦ

ଜବଲପୁର :-ମାର ମୂଲ କିଏ ଦେଇ ପାରିବ। କେଉଁଠି ଧନ ସଂପତ୍ତିକୁ କେନ୍ଦ୍ର କରି ପୁଅ-ଝିଅ ମା-ବାପାଙ୍କୁ ପର କରି ଦେଉଥିବା ବେଳେ ଆଉ କେଉଁଠି ନିର୍ଯ୍ୟାତନା ଦେବା ସହ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଆପଣ ଏମିତି ଅନେକ … Read More

କୋଭିଡ୍‌ରୁ ମୁକ୍ତ ହେଲା ଛୋଟା ରାଜନ୍‌, ପୁଣି ଫେରିଲା ତିହାର

ନୂଆଦିଲ୍ଲୀ,:- କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର ଛୋଟା ରାଜନ୍‌ ପୁଣି ତାର ପୁରୁଣା ସ୍ଥାନକୁ ଫେରିଛି । ଅର୍ଥାତ ସେ ରହୁଥିବା ତିହାର ଜେଲ୍‌କୁ ତାକୁ ପୁଣି ପଠାଇ ଦିଆଯାଇଛି ।  ଗ୍ୟାଙ୍ଗ୍‌ଷ୍ଟାର ରାଜନ୍‌ କୋଭିଡ୍‌ ଟେଷ୍ଟ ପରେ ପଜିଟିଭ୍‌ ହୋଇଥିଲା । ଏହି … Read More

ଜି-୭ ସମ୍ମିଳନୀ ପାଇଁ ବ୍ରିଟେନ୍ ଗସ୍ତ ରଦ୍ଦ କଲେ ପ୍ରଧାନମନ୍ତ୍ରୀ ମୋଦୀ,

ନୂଆଦିଲ୍ଲୀ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍‌ରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଯୋଗ ଦେବେ ନାହିଁ। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନିଜର ବ୍ରିଟେନ୍ ଗସ୍ତ ବାତିଲ୍ କରିଛନ୍ତି। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି। … Read More

ଭାରତ ମହାସାଗରରେ ଖସିଲା ଚୀନର ଅନିୟନ୍ତ୍ରିତ ରକେଟ୍, ଆଶ୍ଵସ୍ତ ହେଲେ ଏହି ସବୁ ଦେଶ

ନୂଆଦିଲ୍ଲୀ:-ଚୀନର ଅନିୟନ୍ତ୍ରିତ ରକେଟ୍ ଶେଷରେ ବିନା କୌଣସି କ୍ଷତି ପହଞ୍ଚାଇ ଭାରତ ମହାସାଗରରେ ମାଳଦ୍ଵୀପ ନିକଟରେ ଖସି ପଡିଛି। ଏକ ସପ୍ତାହ ହେବ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଥିବା ଚୀନର ଏହି ରକେଟ୍ ଭାରତ ମହାସାଗରରେ ଖସିବା ପରେ … Read More

ରେଲିଂ କାଟି ଫେରାର୍‌ ହୋଇଗଲେ ୧୩ କଏଦୀ, ସମସ୍ତେ କରୋନା ପଜିଟିଭ୍‌

ରେୱାଡ଼ି,:-ହରିୟାଣାର ଏକ ଜିଲ୍ଲାରେ ୧୩ ଜଣ ଦୁର୍ଦ୍ଦାନ୍ତ କଏଦୀ ଫାରାର ହୋଇଯାଇଥିବା ମାମଲା ଏବେ ସାମ୍ନାକୁ ଆସିଛି । ଫେରାର ସମସ୍ତ କଏଦୀ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି । ସେମାନେ ଝରକାରେ ଲାଗିଥିବା ରେଲିଂକୁ କାଟି ସେଠାରୁ ଫେରାର୍‌ ହୋଇଯାଇଥିବା … Read More

ହିଂସା ଉସୁକାଇବା ଅଭିଯୋଗ, ବିଜେପିର ମିଥୁନ ଚକ୍ରବର୍ତ୍ତୀ ଓ ଦିଲୀପ ଘୋଷଙ୍କ ବିରୋଧରେ FIR ରୁଜୁ

କୋଲକାତା:-କୋଲକାତା ପୋଲିସ ତୃଣମୂଳ କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଓ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ୨ ଦିନ ପୂର୍ବେ ଟିଏମସି କାର୍ଯ୍ୟକର୍ତ୍ତା ମୃତ୍ୟୁଞ୍ଜୟ ପାଲ୍ ଅଭିଯୋଗ କରିଥିଲେ … Read More