କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ, ଯୁବତୀଙ୍କ ସହ ତିନି ଯୁବକ ଗିରଫ

କଟକ:- କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ। ଏହି ଘଟଣାରେ ଜଣେ ଯୁବତୀ ଙ୍କ ସହ ତିନି ଯୁବକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ। ଜଣେ ମହିଳା କିଙ୍ଗ ପିନ,ଜଣେ ପୁରୁଷ ଗ୍ରାହକ, ଜଣେ ଦଲାଲ,ଆଉ ଜଣେ ହୋଟେଲ କର୍ମଚାରୀ। … Read More

ଫିଲ୍ମ ‘ପୁଷ୍ପା’ର ଗୀତ ‘Oo Antava’ ପାଇଁ ସାମନ୍ଥା ନେଇଛନ୍ତି ଏତିକି କୋଟି ଟଙ୍କା,

ନୂଆଦିଲ୍ଲୀ:- ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ପିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି । ଛୋଟରୁ ବଡ ଯାଏଁ ସମସ୍ତେ ଏହି ଫିଲ୍ମର ଡାଇଲଗକୁକୁ ମୁହଁରେ ରଖିଛନ୍ତି । ତେବେ ଏହି ଫିଲ୍ମର ଗୀତ ଗୁଡିକୁ ମଧ୍ୟ ସେତେ ଚର୍ଚ୍ଚାକୁ … Read More

ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ  :- ଟେଷ୍ଟ ଅଧିନାୟକ ପଦ ଛାଡି​‌ଲେ ବିରାଟ କୋହଲି । ଭାରତୀୟ ଦଳର ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କୋହଲି । ଏ ନେଇ ବିରାଟ କୋହଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପୂର୍ବରୁ ଟ୍ବେଣ୍ଟି … Read More

ଆସିଲା ସିଡିଏସ୍ ବିପିନ ରାୱତଙ୍କ ବିମାନ ଦୁର୍ଘଟଣାର କାରଣ, ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ଖରାପ ପାଗ

ନୂଆଦିଲ୍ଲୀ,:-ନ୍ନୁରରେ ସିଡିଏସ ବିପିନ ରାୱତଙ୍କ ବିମାନ ଦୁର୍ଘଟଣା ପଛର କାରଣ ହୋଇଛି ସ୍ପଷ୍ଟ । ପ୍ରତିରକ୍ଷା ମନ୍ତ୍ରଣାଳୟକୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିଛି ଭାରତୀୟ ବାୟୁସେନା। ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା । ଏହାସହ କୌଣସି ଅବହେଳା ଯୋଗୁଁ ଦୁର୍ଘଟଣା … Read More

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ହେବ ମତଦାନ, ମାର୍ଚ୍ଚ ୧୦ରେ ଫଳାଫଳ

ନୂଆଦିଲ୍ଲୀ: –ଦେଶର ୫ଟି ରାଜ୍ୟ–ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ଭିତରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ … Read More

ବଢିଲା ସାଂସଦ ଓ ବିଧାୟକଙ୍କ ଖର୍ଚ୍ଚ ସୀମା,ଏଣିକି ନିର୍ବାଚନରେ ସାଂସଦ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୯୫ ଲକ୍ଷ

ନୂଆଦିଲ୍ଲୀ: -ବଢିଲା ସାଂସଦ ଓ ବିଧାୟକଙ୍କ ଖର୍ଚ୍ଚ ସୀମା । ନିର୍ବାଚନ ଲଢିବାକୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରାଯାଇଛି । ଏଣିକି ନିର୍ବାଚନରେ ଆହୁରି ୨୫ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିପାରିବେ ସାଂସଦ ପ୍ରାର୍ଥୀ । ପୂର୍ବରୁ ସାଂସଦମାନେ … Read More

ଫ୍ଲାଏ ଓଭରରେ ୧୫ ମିନିଟ୍ ଅଟକିଲା ମୋଦିଙ୍କ କାର୍,

ଫିରୋଜପୁର: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି । ଭଟିଣ୍ଡା ବିମାନବନ୍ଦରରୁ ଫିରୋଜପୁର ସଡ଼କମାର୍ଗରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତାରେ ଅଟକାଇଥିଲେ ଆନ୍ଦୋଳନକାରୀ କୃଷକ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫିରୋଜପୁର ରାଲିକୁ ଯିବାକୁ … Read More

ମୌସୁମୀ ଅଧିବେଶନରେ ୩୦ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର,

ନୂଆଦିଲ୍ଲୀ,:-ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆରମ୍ଭ ହେବାକୁ ଯାଉଛି ଅଧିବେଶନ। ତଣୁ ଏହା ଫୋକସ୍‌ରେ ରହିଛି । … Read More

ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ୧୦ଙ୍କୁ ପ୍ରମୋଶନ, ୩୩ ନୂଆ ମୁହଁ

ନୂଆଦିଲ୍ଲୀ: ସନ୍ଧ୍ୟା ୬ଟାରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ ହେବାକୁ ଯାଉଛି । ଏହାକୁ ନେଇ ଆଜି ଦିନ ତମାମ ଅନୁମାନର ବଜାର ଗରମ ଥିଲା ଯେ, କିଏ ରହିବେ କିଏ ଯିବେ । ପୁଣି ନୂଆ ମୁହଁ ସବୁ … Read More

ଟୁଲକିଟ୍‌ ବିବାଦ: ଦିଲ୍ଲୀ-ଗୁରୁଗ୍ରାମର ଟ୍ବିଟର କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସର ଚଢ଼ାଉ

ନୂଆଦି-ଲ୍ଲୀ: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍‌ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଏବଂ ଗୁରୁଗ୍ରାମର ଟ୍ବିଟର ଇଣ୍ଡିଆ କାର୍ଯ୍ୟାଳୟରେ ପହଞ୍ଚିଛି। ଟୁଲକିଟ୍‌ ମାମଲାରେ ପୋଲିସ ଟିମ୍‌ ଟ୍ବିଟର ଅଫିସ୍‌ରେ ଚଢ଼ାଉ କରିଥିବା କୁହାଯାଉଛି। କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଟୁଲକିଟ୍‌ … Read More