ରୁଷର ତେଲ ଓ ଗ୍ୟାସ ଉପରେ ଲାଗିଲା ବ୍ୟାନ,

ୱାଶିଂଟନ: ରୁଷ ବିରୋଧରେ ସବୁଠାରୁ ବଡ଼ କଟକଣା ଲଗାଇଛି ଆମେରିକା। ରୁଷରୁ ଆମାଦାନୀ ହେଉଥିବା ସମସ୍ତ ପ୍ରକାରର ତୈଳ ଓ ଗ୍ୟାସ ଉପରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୋକ ଲଗାଇ ଦେଇଛନ୍ତି। ଫଳରେ ଆର୍ଥିକ ସ୍ତରରେ ରୁଷ ଆହରୁ … Read More

ଯୁଦ୍ଧରେ ପ୍ରାଣ ହରାଇଲେ ୟୁକ୍ରେନ ଅଭିନେତା

ୟୁକ୍ରେନ :-ଋଷ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର କୌଣସି ସୂଚନା ନାହିଁ । ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ନିଜ ନିଜ ଜିଦିରେ ଅଟଳ । ହେଲେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସ୍ୱାର୍ଥ ଭିତରେ ବଳି ପଡୁଛନ୍ତି ଦେଶର ନାଗରିକ … Read More

ୟୁକ୍ରେନର ଦ୍ୱିତୀୟ ଆଣବିକ କେନ୍ଦ୍ରକୁ କବଜାକୁ ନେଲା ରୁଷ୍ ସେନା

ୟୁକ୍ରେନ :-ଶୁକ୍ରବାର ୟୁକ୍ରେନର ବୃହତମ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ରୁଷିଆ ସେନା କବଜାକୁ ନେବା ପରେ ଆଜି ପୁଣି ଖାରକିଭ ଠାରେ ଥିବା ଆଉ ଏକ ପାୱାର ପ୍ଲାଣ୍ଟକୁ କବଜାକୁ ନେଇଛି । ଏହାକୁ ବର୍ତମାନ ରୁଷ ସେନା ନିୟନ୍ତ୍ରଣ କରୁଛି । … Read More

ପୁଣି ୫ଟି ସହରରେ ଯୁଦ୍ଧବିରତି ଘୋଷଣା କଲା ଋଷିଆ

ୟୁକ୍ରେନ:-ୟୁକ୍ରେନ- ରୁଷିଆ ମଧ୍ୟରେ ଜାରି ରହିଛି ଯୁଦ୍ଧ । ୟୁକ୍ରେନ ମାଟିରେ ଚାଲିଥିବା ଏହି ଭୟଙ୍କର ପରିସ୍ଥିତିରେ ଫସି ରହିଛନ୍ତି ଦେଶ ବିଦେଶର ଅନେକ ଲୋକ । ସେମାନଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ଦେଶର ଚାପ ରୁଷିଆ – ୟୁକ୍ରେନ ଉପରେ … Read More

ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍, ଉତ୍ତରପ୍ରଦେଶରେ ବିଜେପି ୨୮୮ରୁ ୩୨୬ ବିଧାୟକ ସିଟ୍ ଜିତିପାରେ

ନୂଆଦିଲ୍ଲୀ:୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଆସିଛି ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟରେ ୟୁପିରେ ପୁଣି ବିଜେପି ସରକାର ଗଠନ ହେବା ନେଇ ଆକଳନ କରାଯାଇଥିବାବେଳେ, ପଞ୍ଜାବରେ ପ୍ରଥମ କରି ଆପ୍ ସରକାର ଗଠନ ହେବା … Read More

ୟୁ-ଟ୍ୟୁବ୍‌ ଦେଖି ଲିଙ୍ଗ ପରିବର୍ତ୍ତନ କରୁଥିଲେ, ଚାଲିଗଲା ଜୀବନ

ହାଇଦ୍ରାବାଦ:- ଲିଙ୍ଗ ପରିବର୍ତ୍ତନ ପାଇଁ ଅସ୍ତ୍ରୋପଚାର ବେଳେ ଚାଲିଗଲା ଜୀବନ। ଏମିତି ଏକ ଦୁଃଖଦ ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଲିଙ୍ଗ ପରିବର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରିଥିବା ୨୮ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି। ୟୁଟ୍ୟୁବରୁ ଦେଖି ସେହି ପ୍ରକ୍ରିୟାକୁ ଉପଯୋଗ … Read More

ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକାକୁ ଦାୟୀ କଲା ଉତ୍ତରକୋରିଆ

ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକାକୁ ଦାୟୀ କରିଛି ଉତ୍ତରକୋରିଅ। ଆମେରିକାର ଖଳପ୍ରକୃତି ପାଇଁ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ସୂତ୍ରପାତ ବୋଲି ଉତ୍ତରକୋରିଆ କହିଛି। ରୁଷର ଆକ୍ରମଣକୁ ଉତ୍ତରକୋରିଆ ସିଧାସଳଖ ସମର୍ଥନ ନ କରି ପରୋକ୍ଷରେ ସମର୍ଥନ କରିଛି। ଚଳିତ ସପ୍ତାହରେ … Read More

ଋଷର ଆଲୋଚନା ପ୍ରସ୍ତାବକୁ ଗ୍ରହଣ କଲା ୟୁକ୍ରେନ, ବେଲାରୁଷ ସୀମାରେ ହେବ ଆଲୋଚନା !

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଏକ ଭଲ ଖବର ଆସିଛି । ଋଷ ତରଫରୁ ୟୁକ୍ରେନକୁ ଦିଆଯାଇଥିବା ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ୟୁକ୍ରେନ ସରକାର । ଏହି କ୍ରମରେ ଋଷର ସମର୍ଥକ ଦେଶ ବେଲାରୁଷ … Read More

ଆମ ଉପରେ ହୋଇପାରେ ପରମାଣୁ ଆକ୍ରମଣ: ସତର୍କ କରାଇଲେ ପୁଟିନ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ଛାରଖାର କରିଦେଇଥିବା ରୁଷ ନିଜ ଦେଶ ପ୍ରତି ଏକ ମହାବିପତ୍ତିର ଆଶଙ୍କା କରିଛି। କେତେବଳେ ବି ରୁଷ ଉପରେ ହୋଇପାରେ ପରମାଣୁ ହମଲା। ଏଥିପାଇଁ ନିଜ ଦେଶର ପରମାଣୁ ବାହିନୀକୁ ସତର୍କ ରହିବାକୁ ରୁଷ … Read More

ଓଡ଼ିଶା ସହ ଥିଲା ଲତାଙ୍କ ଲିଙ୍କ

ମୁମ୍ବାଇ: ଚାଲିଗଲେ ସମସ୍ତଙ୍କ ପ୍ରିୟ ଲତା ଦିଦି। ତାଙ୍କୁ ଆଜି ଝୁରୁଛି ପୂରା ଦେଶ। ଓଡ଼ିଶା ବି ଏଥିରୁ ବାଦ୍‌ ପଡିନି। ଓଡ଼ିଶା ସହ ବି ଥିଲା ଲତା ମଙ୍ଗେଶକରଙ୍କ ସମ୍ପର୍କ। ଓଡ଼ିଶାର ସଂଗୀତପ୍ରେମୀ ତାଙ୍କ ଓଡ଼ିଆ ସିନେ-ଗୀତ ପ୍ରତି ଥିବା … Read More