ଆମ ଉପରେ ହୋଇପାରେ ପରମାଣୁ ଆକ୍ରମଣ: ସତର୍କ କରାଇଲେ ପୁଟିନ
ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଆକ୍ରମଣ କରି ଛାରଖାର କରିଦେଇଥିବା ରୁଷ ନିଜ ଦେଶ ପ୍ରତି ଏକ ମହାବିପତ୍ତିର ଆଶଙ୍କା କରିଛି। କେତେବଳେ ବି ରୁଷ ଉପରେ ହୋଇପାରେ ପରମାଣୁ ହମଲା। ଏଥିପାଇଁ ନିଜ ଦେଶର ପରମାଣୁ ବାହିନୀକୁ ସତର୍କ ରହିବାକୁ ରୁଷ … Read More