ପୋଲିସ ହାତରେ ଲାଗିଛି ରିୟାଙ୍କ ବିରୋଧରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ, ଖୁବ୍ ଶୀଘ୍ର ବିହାର ପୋଲିସ ଜାରି କରିବ ଲୁକଆଉଟ୍ ନୋଟିସ୍
ମୁମ୍ବାଇ,:-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସର ତଦନ୍ତରେ ଗତି ବଢିବାରେ ଲାଗିଛି। ବିହାର ପୋଲିସ ଏବେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳୁଛି। ଏସବୁ ପରେ ଏବେ ରିୟା ନିଖୋଜ ହୋଇଯାଇଛନ୍ତି। ପୋଲିସ … Read More










