କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କୁ କରୋନା

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପରେ ବିଜେପିର ଆଉ ଜଣେ ବରିଷ୍ଠ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ରବିବାର ବିଳମ୍ବିତ ରାତିରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏବେ … Read More

ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ

ନୂଆଦିଲ୍ଲୀ:- ଶନିବାର ଅପରାହ୍ଣରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କର ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଦେହାନ୍ତ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସିଂ କିଛି ମାସ ହେବ ସିଙ୍ଗାପୁରରେ ଚିକିତ୍ସାଧୀନ ଥିଲେ। ନିକଟରେ ‘ମୁମ୍ବାଇ … Read More

ଝିଅ ଗାଧୋଉଥିବା ବେଳେ ବାପା କରୁଥିଲେ ଭିଡ଼ିଓ

ରାଞ୍ଚି –  ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ନାମକୁମ ଥାନା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି, ଯାହାକି ଜଣେ ପିତା  ଓ ଝିଅର ସଂପର୍କରେ ଲଗେଇଛି ଦାଗ । ଜଣେ ସାବତ ପିତା ତାଙ୍କର ଝିଅ ଗାଧୋଇବା ବେଳେ ଭିଡ଼ିଓ କରୁଥିବାର … Read More

ପଞ୍ଜାବରେ ବିଷାକ୍ତ ମଦ ପିଇ ଜୀବନ ହାରିଥିବା ମୃତକଙ୍କ ସଂଖ୍ୟା ୮୦

ଚଣ୍ଡିଗଡ:-ପଞ୍ଜାବରେ ବିଷାକ୍ତ ମଦ ପିଇ ଜୀବନ ହାରିଥିବା ମୃତକଙ୍କ ସଂଖ୍ୟା ୮୦ରେ ପହଁଚିଛି । ଏହି ମାମଲାରେ ମୃତକଙ୍କ ପରିବାର ପ୍ରତି ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ପୋଲିସ … Read More

୮୩ ବର୍ଷିୟା ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ

ଝାଡ଼ଖଣ୍ଡ –  ମାନବିକତାକୁ ଲଜ୍ଜା। ଏମିତି ଏକ ଘଟଣା ସାମନାକୁ ଆସିଛି । ଯେଉଁଠି ୮୩ ବର୍ଷିୟା ଜଣେ ବୟସ୍କା ମହିଳାଙ୍କ ସହ ଦୁଇ ଜଣ ଯୁବକ କରିଛନ୍ତି ଗଣଦୁଷ୍କର୍ମ ।  ଏହି ଘଟଣାରେ ସଂପୃକ୍ତ ଗାଁରେ ଲୋକେ କ୍ରୋଧାନ୍ୱିତ ହୋଇ … Read More

ବିହାର ପୁଲିସଙ୍କୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ମନା କଲେ ଡାକ୍ତର !

ମୁମ୍ୱାଇ,:-ସୁଶାନ୍ତ ସିଂହ ରାଜପୁତଙ୍କ ନିଧନଙ୍କୁ ଦେଢ଼ ମାସରୁ ଅଧିକା ହୋଇସାରିଛି। ମୁମ୍ୱାଇ ପୁଲିସ୍‌ ପରେ ବିହାର ପୁଲିସ୍ ମଧ୍ୟ ଏହି ମାମଲାରେ ଏଣ୍ଟ୍ରି କରିସାରିଛି। ଯେଉଁଠି ମୁମ୍ୱାଇ ପୁଲିସ୍‌ ଏବେ ସୁଦ୍ଧା ୩୫ରୁ ଅଧିକ ଲୋକଙ୍କର ବୟାନ ନେଇସାରିଛି। ଆଉ ସେପଟେ … Read More

ରାମମନ୍ଦିର ଭୂମିପୂଜନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ, ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ

ଅଯୋଧ୍ୟା:-ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭୂମିପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ସେଥିପାଇଁ ସାରା ଆଯୋଧ୍ୟା ସହରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି … Read More

ମହିଳା କର୍ମଚାରୀଙ୍କ ଅଭିଯୋଗ ଶୁଣି ମଇଳା ଟଏଲେଟ୍‌କୁ ସଫା କଲେ ମନ୍ତ୍ରୀ

ଗ୍ୱାଲିୟର – ମଧ୍ୟ ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ସରକାରୀ କାର୍ଯ୍ୟାଳୟର ଦୁର୍ଗନ୍ଧ  ଟଏଲେଟ୍‌କୁ ସଫା କରୁଥିବାର ନଜର ଆସିଲେ ।  ସେ ମୋତି ମହଲ  ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଡିଭିଜିନାଲ୍‌ କମିଶନରଙ୍କ ସହ ମିଟିଂ କରିବାକୁ ଯାଇଥିଲେ । ସେଠାରୁ ବାହାରିବା … Read More

ହିନ୍ଦୁସ୍ତାନ ସିପୟାର୍ଡରେ ବଡ଼ ଧରଣର ଦୁର୍ଘଟଣା,କ୍ରେନ୍ ଖସି ୧୦ଜଣ ଶ୍ରମିକଙ୍କର ମୃତ୍ୟୁ,

ବିଶାଖାପାଟନମ୍:- ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟନମରେ ହିନ୍ଦୁସ୍ତାନ ସିପୟାର୍ଡରେ ଦୁର୍ଘଟଣା ଘଟି ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ଲୋଡିଂ ଓ୍ବାର୍କର ଇନ୍ସପେକ୍ସନ କରିବା ସମୟରେ କ୍ରେନ୍ ପଡିବାରୁ ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟମାନଙ୍କର ସ୍ଥିତି ଖୁବ୍ … Read More

ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୂରା ଗାଁ , ପକ୍ଷୀ ଛୁଆକୁ ଦୁନିଆର ଆଲୋକ ଦେଖାଇବାକୁ ମଣିଷ ହସିହସି ଅନ୍ଧାରକୁ ଆବୋରି ନେଇଥିଲା

ତାମିଲନାଡୁ:- ପିଲାଦିନେ ପକ୍ଷୀକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । କାଉ ବସାରେ କୋଇଲି ଛୁଆ ଦେବା କଥା ହେଉ କିମ୍ବା ଦୂର ତାଳ ବଣେ ବାଇଆ ବସା ମଣିଷକୁ ବଞ୍ଚିବାର କଳା ଶିଖାଇବା ହେଉ… ଚଢେଇକୁ ନେଇ ଏମିତି … Read More