ଆସନ୍ତା ମାସରେ ରୁଷରେ ଆରମ୍ଭ ହେବ କୋଭିଡ-୧୯ ଭ୍ୟାକସିନର ଉତ୍ପାଦନ

ନୂଆଦିଲ୍ଲୀ :-ବହୁଳ ସଂଖ୍ୟାରେ ଉତ୍ପରଦନ କରିବାକୁ ଯାଉଛି। ବିଶ୍ବବ୍ୟାପି କରୋନା ଭ୍ୟାକସିନକୁ ନେଇ ଟ୍ରାୟଲ୍ ଜାରି ରହିଛି। ସୋମବାର ରୁଷ କହିଛି ଯେ ତା’ର ଲକ୍ଷ୍ୟ ଆସନ୍ତା ମାସରେ କରୋନା ଭ୍ୟାକସିନ ବହୁଳ ମାତ୍ରାରେ ଉତ୍ପାଦନ ଆରମ୍ଭ କରିବା ଏବଂ ଆସନ୍ତା … Read More

ପକ୍ଷୀଙ୍କ ପ୍ରେମରେ ଯୁବଗୋଷ୍ଠୀ, ପକ୍ଷୀଙ୍କୁ ଗାଁମୁହାଁ କରିବାକୁ ୨୫ଟି ଗାଁରେ ତିଆରି କଲେଣି ୧ ହଜାରରୁ ଅଧିକ ବସା

ପାଟଣା :– ପକ୍ଷୀଙ୍କ ପ୍ରେମରେ ଯୁବଗୋଷ୍ଠୀ । ପକ୍ଷୀଙ୍କୁ ଗାଁମୁହାଁ କରିବାକୁ ୨୫ଟି ଗାଁରେ ତିଆରି କଲେଣି ୧ ହଜାରରୁ ଅଧିକ ବସା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଜଡିଚାତର ଗାଁର ଯୁବକମାନେ ଏମିତି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି … Read More

ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଫେବ୍ରୁଆରୀ ମାସରୁ ମୁମ୍ବାଇ ପୋଲିସକୁ ଜଣାଇଥିଲେ ବାପା କେ.କେ ସିଂ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କର ଏକ ବିବାଦୀୟ ବୟାନ ନଜରକୁ ଆସିଛି । ତାଙ୍କ ପୁଅ(ସୁଶାନ୍ତ) ପ୍ରତି ବିପଦ ରହିଥିବା ସେ ମୁମ୍ବାଇ ପୋଲିସକୁ ଜଣାଇଥିଲେ … Read More

ସାମ୍ବାଦିକ ଅର୍ଣ୍ଣବଙ୍କ ଉପରେ ଚଳଚିତ୍ର କରିବେ ରାମ ଗୋପାଲ ବର୍ମା

ମୁମ୍ବାଇ:-, ପ୍ରଖ୍ୟତ ଚଳଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ନୂଆ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଯାହାର ନାମ ରଖାଯାଇଛି , “ଅର୍ଣ୍ଣବ-ଦ ପ୍ରଷ୍ଟିଚ୍ୟୁଟ ଅଫ ନ୍ୟୁଜ”। ଏ ନେଇ ରାମ ଗୋପାଳ ତାଙ୍କ ଟୁଇଟରରେ ସିରିଜ ପୋଷ୍ଟିଂ କରିଛନ୍ତି। ମୁଖ୍ୟତଃ … Read More

ତଦନ୍ତ ପରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ୧୦ଟି ବଡ଼ କାରଣ କହିଲେ ମୁମ୍ବାଇ ପୋଲିସ୍ କମିଶନର

ମୁମ୍ବାଇ:-ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ପ୍ରେସ୍ କନଫରେନ୍ସ କରିଥିଲେ। ଏହି ସମୟରେ ସେ ପୂରା ମାମଲାର ଯାଞ୍ଚ,ଏବେ ସୁଦ୍ଧା ରୁଜୁ କରାଯାଇଥିବା ବୟାନ ଏବଂ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା … Read More

ବିଶ୍ୱର ସବୁଠାରୁ ଦାମୀ କାର୍ କିଣିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ନୂଆଦିଲ୍ଲୀ:-ପର୍ତ୍ତୁଗାଲର ଚର୍ଚ୍ଚିତ ଫୁଟବଲ୍ ପ୍ଲେୟାର କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ସବୁଠାରୁ ଦାମୀ କାର୍ ବୁଗାଟି ଲା  ଭଏଚର୍ ନୋୟାର କିଣିଛନ୍ତି । ରୋନାଲ୍ଡୋ ଯେଉଁ କ୍ଲବ୍ ପାଇଁ ଫୁଟବଲ ଖେଳନ୍ତି ସେହି କ୍ଲବ ନିକଟରେ ୩୬ତମ ସିରି-ଏ ଚାମ୍ପିଅନସିପ୍ ଜିତିଥିଲା । … Read More

ସୁଶାନ୍ତ ସିଂହ ରାଜପୁତ ମାମଲାରେ ମୁମ୍ବାଇ ପୋଲିସ ଓ ବିହାର ପୋଲିସ ମଧ୍ୟରେ ଟକ୍କରାଟକ୍କରି ସ୍ଥିତି

ମୁମ୍ବାଇ – ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ତଦନ୍ତ ଯେତିକି ରହସ୍ୟଜନକ ମୋଡ଼ ନେଉଛି ଏହାକୁ ନେଇ ରାଜନୀତି ମଧ୍ୟ ତେଜ୍ ହେବାରେ ଲାଗିଛି। କଥା ଆଜି ବିହାର ବିଧାନସଭାରେ ଉଠିଛି। ମୁମ୍ବାଇ ପୋଲିସ ଓ ବିହାର ପୋଲିସ ମଧ୍ୟରେ … Read More

ସ୍ୱାମୀର ହାତଗୋଡ ବାନ୍ଧି ସ୍ତ୍ରୀ ଓ ନାବାଳିକା ଝିଅକୁ ଗଣଦୁଷ୍କର୍ମ,

ଭୋପାଳ:-ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ରବିବାର ଉଭୟ ନିଜ ଘରେ ଥିବା ବେଳେ ୬ ଜଣ ଯୁବକ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ । ସୂଚନାନୁସାରେ, ରବିବାର ରାତିରେ ମହିଳାଜଣଙ୍କ ଘରେ … Read More

ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ଗୁଗୁଲରେ ସର୍ଚ୍ଚ କରିଥିଲେ ଏହି ୩ଟି ଜିନିଷ

ମୁମ୍ବାଇ:-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଏବେ କିଛି ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛି। ସୋମବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା ପୂର୍ବରୁ ଗୁଗୁଲରେ ଅନେକ ଗୁଡିକ ଜିନିଷ ସର୍ଚ୍ଚ କରିଥିଲେ। ଏହା … Read More

ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ତଦନ୍ତ ପାଇଁ ଯାଇଥିବା IPS ଅଧିକାରୀ କ୍ୱାରେଣ୍ଟାଇନ୍‌ରେ, ନୀତିଶ୍ କହିଲେ ଏହା ଠିକ୍‌ ନୁହେଁ

ମୁମ୍ବାଇ:- ବଲିଉଡ୍‌ ଅଭିନେକା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଇତିମଧ୍ୟରେ ଏକାମାସରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଘଟଣାରେ ପ୍ରତିଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତ ସିଂହଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ … Read More