ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ନୋଟିସ୍ ପଠାଇଲା କ୍ରାଇମ୍ ବ୍ରାଞ୍ଚ : ଡ୍ରଗ୍ ରାକେଟ୍ ମାମଲାରେ ହେବ ପଚରାଉଚରା
ନୂଆଦିଲ୍ଲୀ:- ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କିଛି ଦିନ ତଳେ ବେଙ୍ଗାଲୁରୁରେ ଏକ ବଡ଼ ଡ୍ରଗ୍ ଟ୍ରାଫିକିଙ୍ଗ୍ ରାକେଟର ପର୍ଦ୍ଦାଫାଶ କରିଥିଲା। ପୋଲିସକୁ ଏହି ସମୟରେ ମୁଖ୍ୟ ଅଭିଯୁକ୍ତଙ୍କ ଏକ ଡାଏରୀ ମିଳିଥିଲା ଯେଉଁଥିରେ ୧୫ଜଣ ସେଲିବ୍ରିଟିଙ୍କ ନାଁ ଲେଖା ହୋଇଥିଲା। ଏଥିରେ … Read More










