୫ ଘଣ୍ଟାର ହାଇଡ୍ରାମା ପରେ ହୋର୍ଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରାଯାଇଛି

ଭୁବନେଶ୍ୱର:- ଶିଶୁ ଭବନ ଛକ ନିକଟସ୍ଥ ଏକ ହୋର୍ଡିଂ ଉପରୁ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ ନିଆଯାଇଛି। ସେଠାରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।bମୁଖ୍ୟମନ୍ତ୍ରୀ ନବୀନ … Read More

ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା,ଭିଜିଲାନ୍ସ ଇତିହାସରେ ଗୟା ହେଉଛନ୍ତି ଚତୁର୍ଥ ବ୍ୟକ୍ତି

ଭୁବନେଶ୍ୱର:-ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍‌କଲ୍‌ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ … Read More

ଫରେଷ୍ଟ ରେଞ୍ଜ ଅଫିସରଙ୍କ ୨.୪୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର :-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ବୁଧବାର କଳାହାଣ୍ଡି ଜିଲ୍ଲା କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ମୋଟ ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ୨.୪୫ … Read More

-୩ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍ ଦଣ୍ଡ,-ଇନ୍ଦ୍ରlବତୀ ପକଳ୍ପ ନାଁରେ ମିଥ୍ୟ ବିଲ୍ କରି ଟଙ୍କା ହଡପ କରିଥିଲେ

ଭୁବନେଶ୍ୱର:- ଅପର ଇନ୍ଦ୍ରାବତୀ ପ୍ରକଳ୍ପରେ ଜାଲିଆତି କରିବା ମାମଲାରେ ୩ଅଧିକାରୀଙ୍କୁ ଜୟପୁର ଭିଜିଲାନ୍ସ କୋର୍ଟ ସଜା ଶୁଣାଇଛନ୍ତି । ସେମାନଙ୍କୁ ୩ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରୀମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ … Read More

-ଆରବିଆଇରୁ ୨୦ ହଜାର ଟଙ୍କା ଚୋରି, ଚୋରି ପଛରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ହାତ

ଭୁବନେଶ୍ୱର,୨୧ ।୧୨:  ଆରବିଆଇରୁ ୨୦ ହଜାର ଟଙ୍କା ଚୋରି ହୋଇଛି । ଟଙ୍କା ଅନ୍ୟ ବ୍ୟାଙ୍କ୍‌କୁ ଯିବା ପୂର୍ବରୁ ତାହା ଗଣାଯିବା ସମୟରେ ଏଭଳି ଚୋରି ହୋଇଥିବା ଜଣାପଡିଥିଲା । ଆରବିଆଇର ଆସିଷ୍ଟାଣ୍ଟ ଜିଏମ୍ ତଥା କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠି … Read More

ଉପକୂଳ ଓଡ଼ିଶାର ମନ୍ଦିର ଉପରେ ଆନ୍ତଃରାଷ୍ଟ୍ର ମୂର୍ତ୍ତି ଚୋରଙ୍କ ନଜର,୧୧ବର୍ଷରେ ୫୪୦ ମୂର୍ତ୍ତି ଚୋରି ମାମଲା

ଭୁବନେଶ୍ୱର (ରିପୋର୍ଟ:-ସୁଶାନ୍ତ ପାତ୍ର) : -ରାଜଧାନୀ ଉପକଣ୍ଠ ଟଙ୍କପାଣି ମନ୍ଦିରରୁ ୮ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହେବା ପରେ ପୁଣି ଓଡ଼ିଶାରେ ମୂର୍ତ୍ତି ଚୋରି ରାକେଟ୍ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି । ଚୋରି ହୋଇଥିବା ମୂର୍ତ୍ତି ବହୁ ପୁରାତନ ହୋଇଥିବାରୁ … Read More

ଡିଜିଟାଲ ରିଭଲ୍ୟୁସନ୍ ଆଳରେ ଦେଢ କୋଟି ଠକେଇ,ମାଷ୍ଟରମାଇଣ୍ଡ ପ୍ରନ୍ସକୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର:- ଠକେଇ କରିବା ମାମଲାରେ ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡିଜିଟାଲ ରିଭଲ୍ୟୁସନ ଟେକ୍ନୋଲୋଜି ମୁଖ୍ୟ ପ୍ରିନ୍ସ କୁମାର । ତା ଘର ବିହାର ମୁଜାଫରପୁର । ତାକୁ ଇଓଡବ୍ଲ୍ୟୁ … Read More

ମହିଳା ଟ୍ରାଫିକ ପୁଲିସଙ୍କ ମହାନତା, ରାସ୍ତାରେ ପଡ଼ି ଯାଇଥିବା ବୃଦ୍ଧଙ୍କୁ ଉଦ୍ଧାର କଲେ

ଭୁବନେଶ୍ୱର:-ରାଜଧାନୀରେ ମହିଳା ଟ୍ରାଫିକ୍ ପୁଲିସ ଉର୍ମିଳା ସ୍ୱାଇଁ ମହାନତା ଦେଖିବାକୁ ମିଳିଛି । ସେ ଜଣେ ବୃଦ୍ଧଙ୍କ ପାଇଁ ଦେବଦୂତ ସାଜିଛନ୍ତି । ଉର୍ମିଳା ନଥିଲେ ବୃଦ୍ଧ ଜଣଙ୍କର କି ଅବସ୍ଥା ହୋଇଥାନ୍ତା ବୋଲି ଅନେକ କହୁଛନ୍ତି । ରାଜଧାନୀର ଓଡ଼ିଏମ୍ … Read More

ହ୍ୟୁମାନ ସାଗରଙ୍କ ପିଏ ନାମରେ ମାମଲା,

ଭୁବନେଶ୍ୱର:-ଜଗନ୍ନାଥ ଭଜନ ନଗାଇବାକୁ ନେଇ ବିବାଦରେ ଆସିଥିଲେ ହ୍ୟୁମାନ ସାଗର । ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ସେ କଟକ ଆସିଲେ  ମାରିଦେବାକୁ ଧମକ ଦେଇଥିଲେ ହ୍ୟୁମାନ୍‌ଙ୍କ ପିଏ । ତେଣୁ … Read More

ରାଜଧାନୀରେ ବେଆଇନ୍ ଭାବେ ଚାଲିଛି ଗାଡ଼ି ମୋଡ଼ିଫିକେସନ୍‌, ଆରଟିଓର ଅନୁମତି ନେଉନାହାନ୍ତି ଗାଡ଼ି ମାଲିକ

ଭୁବନେଶ୍ୱର:- ରାଜଧାନୀରେ ଏବେ ବେଆଇନ୍ ଭାବେ ଚାଲିଛି ଗାଡ଼ି ମୋଡ଼ିଫିକେସନ୍‌(ଗାଡ଼ିର ନୂଆ ଲୁକ୍‌) । ଅଧିକ ଟଙ୍କା ରୋଜଗାର ଆଶାରେ ଏକାଧିକ ଗ୍ୟାରେଜ ମାଲିକ ପୁରୁଣା ବାଇକ୍‌ର ନୂଆ ରୂପ ଦେଉଛନ୍ତି । ସ୍ପେଣ୍ଡର ହେଉ ଅବା ପ୍ଲାସନ୍ କିମ୍ବା ପଲସର … Read More