ରାଜ୍ୟରେ ପୁଣି କରୋନା ଆତଙ୍କ, ଦୈନିକ ସଂକ୍ରମଣ ୨୦୦ ଟପିଲା
ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ଆତଙ୍କ । ଦୈନିକ ସଂକ୍ରମଣ ପୁଣି ୨୦୦ ଟପିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୨୧୪ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କ୍ବାରେଣ୍ଟାଇନ ସେଣ୍ଟରରୁ ୧୨୬ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଲୋକାଲ କଣ୍ଟ୍ରାକ୍ଟ … Read More










