ରାସ୍ତାରୁ କଏନ୍ ଭର୍ତ୍ତି ଦୁଇ ବସ୍ତା ଟଙ୍କା ପାଇଲେ ଆମ୍ବୁଲାନ୍ସ ଡ୍ରାଇଭର

ଜଳେଶ୍ୱର: ରାସ୍ତା କଡ଼ରୁ ମିଳିଲା କଏନ୍ ଭର୍ତ୍ତି ବସ୍ତା । ଏମିତି ୨ଟି କଏନ୍ ବସ୍ତାକୁ ପାଇ ପୋଲିସକୁ ଦେଇଛନ୍ତି ୧୦୮ ଡ୍ରାଇଭର । ବାଲେଶ୍ଵର ଜିଲ୍ଲା ହଳଦୀ ପଦା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ କିଛି ବସ୍ତା ପଡ଼ିଥିବା ଦେଖିଥିଲେ … Read More

କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କଲା ଓଡ଼ିଶା

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଓଡ଼ିଶା ରାଜ୍ୟ ଔଷଧ ନିଗମ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କରିଛି । କୋଭିଡ୍ ଟିକା ପାଇଁ ଇ-ଟେଣ୍ଡର ମେ ୨୦ ତାରିଖ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in ରେ ଇଚ୍ଛୁକ ସଂସ୍ଥା ଆବେଦନ କରିବେ । … Read More

ଚିନ୍ତା ବଢ଼ାଇଲା ବ୍ଲାକ୍‌ ଫଙ୍ଗସ୍‌, ସରକାର ଗଢ଼ିଲେ ବିଶେଷଜ୍ଞ କମିଟି

ଭୁବନେଶ୍ୱର:-ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗ ଚିନ୍ତା ବଢ଼ାଇଛି। ବ୍ଲାକ୍ ଫଙ୍ଗସ୍ ରୋଗର ଶୀଘ୍ର ଚିହ୍ନଟ ଓ ଏହାର ମୁକାବିଲା ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ ନିମନ୍ତେ ରାଜ୍ୟ ସରକାର ଆଜି ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହାସହିତ ପ୍ରତ୍ୟେକ ସରକାରୀ … Read More

ପଟିଆ ଶଶ୍ମାନରେ ହେବ ମୃତ କୋଭିଡ୍ ରୋଗୀଙ୍କ ସଂସ୍କାର

ଭୁବନେଶ୍ୱର:-କରୋନା ମହାମାରୀର ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ସଂକ୍ରମିତ ପ୍ରାଣ ହରାଉଥିବାବେଳେ ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଶଶ୍ମାନରେ ଶବ ସଂସ୍କାର ପାଇଁ ଭିଡ଼ ଲାଗି ରହୁଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପଟିଆ ଶଶ୍ମାନକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇ … Read More

ମାଡିଆସୁଛି ସାମୁଦ୍ରିକ ଝଡ ‘ତଉକ୍‌ତେ’ : ୧୪ରେ ନେବ ବାତ୍ୟାର ରୂପ,

ନୂଆଦିଲ୍ଲୀ :-ମାଡିଆସୁଛି ମହାବାତ୍ୟା । ୨୦୨୧ର ପ୍ରଥମ ବାତ୍ୟା ଆରବ ସାଗରରେ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଆରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ସକାଳ ସୁଦ୍ଧା … Read More

ପୁଅ ହେବ ତ ଏମିତି, ମାଙ୍କ ସେବା ପାଇଁ ଗ୍ରହଣ କଲେନି କଲେକ୍ଟର ପଦ

ଜବଲପୁର :-ମାର ମୂଲ କିଏ ଦେଇ ପାରିବ। କେଉଁଠି ଧନ ସଂପତ୍ତିକୁ କେନ୍ଦ୍ର କରି ପୁଅ-ଝିଅ ମା-ବାପାଙ୍କୁ ପର କରି ଦେଉଥିବା ବେଳେ ଆଉ କେଉଁଠି ନିର୍ଯ୍ୟାତନା ଦେବା ସହ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଆପଣ ଏମିତି ଅନେକ … Read More

କୋଭିଡ୍‌ରୁ ମୁକ୍ତ ହେଲା ଛୋଟା ରାଜନ୍‌, ପୁଣି ଫେରିଲା ତିହାର

ନୂଆଦିଲ୍ଲୀ,:- କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର ଛୋଟା ରାଜନ୍‌ ପୁଣି ତାର ପୁରୁଣା ସ୍ଥାନକୁ ଫେରିଛି । ଅର୍ଥାତ ସେ ରହୁଥିବା ତିହାର ଜେଲ୍‌କୁ ତାକୁ ପୁଣି ପଠାଇ ଦିଆଯାଇଛି ।  ଗ୍ୟାଙ୍ଗ୍‌ଷ୍ଟାର ରାଜନ୍‌ କୋଭିଡ୍‌ ଟେଷ୍ଟ ପରେ ପଜିଟିଭ୍‌ ହୋଇଥିଲା । ଏହି … Read More

ଜି-୭ ସମ୍ମିଳନୀ ପାଇଁ ବ୍ରିଟେନ୍ ଗସ୍ତ ରଦ୍ଦ କଲେ ପ୍ରଧାନମନ୍ତ୍ରୀ ମୋଦୀ,

ନୂଆଦିଲ୍ଲୀ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍‌ରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଯୋଗ ଦେବେ ନାହିଁ। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନିଜର ବ୍ରିଟେନ୍ ଗସ୍ତ ବାତିଲ୍ କରିଛନ୍ତି। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି। … Read More

ଭାରତ ମହାସାଗରରେ ଖସିଲା ଚୀନର ଅନିୟନ୍ତ୍ରିତ ରକେଟ୍, ଆଶ୍ଵସ୍ତ ହେଲେ ଏହି ସବୁ ଦେଶ

ନୂଆଦିଲ୍ଲୀ:-ଚୀନର ଅନିୟନ୍ତ୍ରିତ ରକେଟ୍ ଶେଷରେ ବିନା କୌଣସି କ୍ଷତି ପହଞ୍ଚାଇ ଭାରତ ମହାସାଗରରେ ମାଳଦ୍ଵୀପ ନିକଟରେ ଖସି ପଡିଛି। ଏକ ସପ୍ତାହ ହେବ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଥିବା ଚୀନର ଏହି ରକେଟ୍ ଭାରତ ମହାସାଗରରେ ଖସିବା ପରେ … Read More

ରେଲିଂ କାଟି ଫେରାର୍‌ ହୋଇଗଲେ ୧୩ କଏଦୀ, ସମସ୍ତେ କରୋନା ପଜିଟିଭ୍‌

ରେୱାଡ଼ି,:-ହରିୟାଣାର ଏକ ଜିଲ୍ଲାରେ ୧୩ ଜଣ ଦୁର୍ଦ୍ଦାନ୍ତ କଏଦୀ ଫାରାର ହୋଇଯାଇଥିବା ମାମଲା ଏବେ ସାମ୍ନାକୁ ଆସିଛି । ଫେରାର ସମସ୍ତ କଏଦୀ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି । ସେମାନେ ଝରକାରେ ଲାଗିଥିବା ରେଲିଂକୁ କାଟି ସେଠାରୁ ଫେରାର୍‌ ହୋଇଯାଇଥିବା … Read More