ନୂଆ ଡିସିପିଙ୍କ ଫ୍ରି ଲେଫ୍ଟ ପାସେଜ ଫର୍ମୁଲା,ଦୂର ହେବ କି ଟ୍ରାଫିକ୍ ସମସ୍ୟା

ଭୁବନେଶ୍ୱର :-ନୂଆ ଟ୍ରାଫିକ୍ ଡିସିପି ଏସ୍‌.ଶୁଶ୍ରୀ ଯୋଗଦେବା ପରେ ଆକ୍ସନମୁଡ୍‌କୁ ଆସିଛନ୍ତି । ପ୍ରଥମ ଦିନରେ ସେ ରାଜଧାନୀର ଏକାଧିକ ଟ୍ରାଫିକ୍ ପୋଷ୍ଠକୁ ଯାଇ ଟ୍ରାଫିକ୍ ବ୍ୟବସ୍ଥା ଯାଞ୍ଚ କରିଥିଲେ । ଟ୍ରାଫିକ୍‍ ସମସ୍ୟା ଦୂର ହେବା ପାଇଁ ସୁଶ୍ରୀ ଆରମ୍ଭ … Read More

ରାଜଧାନୀ ଦେଇ ବାଲେଶ୍ୱରକୁ ହେଉଛି ଗଞ୍ଜେଇ ଚାଲାଣ,୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର :- ନୂଆପଲ୍ଲୀ ଥାନା କ୍ରାଉନ୍ ହୋଟେଲ୍ ନିକଟରେ ଏକ ଟ୍ୟାକ୍ସିରୁ ଗଞ୍ଜେଇ ଜବତ ହେବା ପରେ ପୁରା ଘଟଣା ପଦାକୁ ଆସିଛି । ଗୁରୁବାର ବିଳମ୍ବିତ ରାତିରେ ଏକ ମାରୁତି ସ୍ୱଫ୍ଟି ଡିଜାୟାର କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ … Read More

ମେଡିକାଲରେ ପିଅନ୍ ଚାକିରି ଆଳରେ ୨ଲକ୍ଷ ଠକେଇ

ଭୁବନେଶ୍ୱର:- ମେଡିକାଲରେ ପିଅନ୍ ଚାକିରି କରିବା ଆଳରେ ୨ଲକ୍ଷ ଠକେଇ ହୋଇଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଛି । ଠକାମିର ଶିକାର ହୋଇଥିବା କଟକ, ଅଡଶପୁରର ସ୍ୱାଧିନଭାରତୀ ପ୍ରଧାନ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ … Read More

ଟାଟାର ଡିଲରସିପ୍ ପାଇବା ଆଶାରେ ଅବସରପ୍ରାପ୍ତ ଯବାନ ୪୩ଲକ୍ଷ ଠକେଇ

ଭୁବନେଶ୍ୱର:- ଟାଟା କମ୍ପାନୀର ଡିଲରସିପ୍ ଆଶାରେ ଅବସରପ୍ରାପ୍ତ ଯବାନ ୪୩ ଲକ୍ଷ ଟଙ୍କାର ଠକେର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ନିଆଳିର ଯୁଧିଷ୍ଠିର ଲେଙ୍କା ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ … Read More

ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ଲାଙ୍ଗିର: ରାଜ୍ୟରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । କୋଭିଡରେ ଆକ୍ରାନ୍ତ ବଲାଙ୍ଗିରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଙ୍ଗା ଡୁଙ୍ଗୁରିପାଲି ଗାଁର ୫୫ ବର୍ଷୀୟ ଇନ୍ଦିରା ନାଏକ । ଗତ … Read More

କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଦୁଇ ରୁ ତିନି ଦିନ ତଳେ ପାଞ୍ଚ ଶହ ତଳେ ଥିବା ସଂକ୍ରମଣ ଏବେ ବୃଦ୍ଧି ପାଇ ଦୁଇ ହଜାର ମୁହାଁ ହୋଇଛି। ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଯେପରି ସ୍କୁଲ ଏବଂ … Read More

୨ଟି କଲରାପତରିଆ ଛାଲ ଜବତ, ୨ ଗିରଫ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ଏସଟିଏଫର ରେଡ୍ । ୨ ବାଘ ଛାଲ ଜବତ ସହ ୨ ଜଣଙ୍କୁ ଧରିଲା ସ୍ୱତନ୍ତ୍ର ଟାସ୍କଫୋର୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ରେଡ୍ କରିଥିଲା ଏସଟିଏଫ୍ … Read More

ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ପ୍ରଥମ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ୨୦୨୧ ମସିହା ପାଇଁ ସର୍ବ ଭାରତୀୟ ସ୍ତରରେ  ପୁରସ୍କୃତ  । ସର୍ବ ଶ୍ରେଷ୍ଠ ଅଗ୍ୱିଶମ ସେବା ସଂସ୍ଥା ଭାବେ ବିବେଚନା କରାଯାଇଛି  । ଦିଲ୍ଲୀର ନୋଇଡ଼ା ଠାରେ ଗତ ଜିସେମ୍ବର ୨ ତାରିଖ ଛାରୁ ୫ ତାରିଖ … Read More

ଡିମ୍ପଲଙ୍କୁ ଶ୍ୱଶୁର ଘରେ ପ୍ରବେଶ କଲେ ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର: ବାଦ ବିବାଦ ପରେ ଶେଷରେ ଶ୍ୱଶୁର ଘରେ ପ୍ରବେଶ କଲେ ଡିମ୍ପଲ  । ଦିନ ସମୟରେ ତପସ୍ୱିନୀ ଘରେ ରହିବା ପ୍ରସଙ୍ଗ ଠିକଠାକ୍ ଥିବାବେଳେ ଅପରାହ୍ମରେ ବିଗିଡିଯାଇଥିଲା ସ୍ଥିତି । କୋର୍ଟ କେବଳ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିଥିବାବେଳେ … Read More

ନନ୍ଦନକାନନ ପାଇଁ ସାନି ଗାଇଡଲାଇନ୍‌ ,ଅନଲାଇନ ଟିକେଟ କରିପାରିବେ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ବଢୁଛି କରୋନା ସଂକ୍ରମଣ। ବଢୁଥିବା କରୋନା ଆକ୍ରାନ୍ତଙ୍କ ସହ ଓମିକ୍ରନ ଆକ୍ରାନ୍ତ ମଧ୍ୟ ରାଜ୍ୟରେ ବଢିଚାଲିଛନ୍ତି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ  ସରକାର ବିଭିନ୍ନ କଟକଣା ମଧ୍ୟ ଲାଗୁ କରିଛନ୍ତି। ତେବେ ଏହାରି ମଧ୍ୟରେ … Read More