ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୨୭ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି … Read More

ଫେବ୍ରୁଆରୀ ୧୫ରେ ବାରବାଟୀ T20 ମ୍ୟାଚ୍

କଟକ:- ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଟେ୍ଵଣ୍ଟି ୨୦ ମ୍ୟାଚ୍‌ । ଏହି ମ୍ୟାଚକୁ ସଫଳ କରିବାକୁ ଓସିଏ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଆଜି ଏନେଇ ବାରବାଟୀ ଷ୍ଟାଡିୟମରେ … Read More

ଡିମ୍ପଲଙ୍କ ପରେ ଡଲି: ସ୍ୱାମୀ ଦୋକାନ ଆଗରେ ଦେଲେ ଧାରଣା

ଯାଜପୁର: ବ୍ରହ୍ମପୁର ପରେ ଯାଜପୁରରେ  ହକ୍ ପାଇଁ ସ୍ୱାମୀଙ୍କ ଦୋକାନ ଆଗରେ ଧାରଣା ଦେଲେ ମହିଳା । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ବଜାରରେ । ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ମାଳଦା … Read More

ଜଗା ଦର୍ଶନ ଉପରେ ଲାଗିଲା କଟକଣା

ପୁରୀ:-ଜଗା ଦର୍ଶନ ଉପରେ ଲାଗିଲା କଟକଣା। ଆସନ୍ତା ୧୦ ତାରିଖ ଅର୍ଥାତ ସୋମବାର ଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ଯନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି ।  କୋଭିଡର ସଂକ୍ରମଣ ପୁରୀ ସହରରେ ବ୍ଯାପକ ମାତ୍ରାରେ … Read More

ଟାଟାର ଡିଲରସିପ୍ ଆଳରେ ୪୩ ଲକ୍ଷ ଠକେଇ,ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:- ଟାଟା କମ୍ପାନୀର ଡିଲରସିପ୍ ଆଶାରେ ଅବସରପ୍ରାପ୍ତ ଯବାନଙ୍କୁ ୪୩ ଲକ୍ଷ ଟଙ୍କାର ଠକେର କରିବା ମାମଲାରେ ସହିଦନଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶିଶୁପାଳଗଡ଼ର ଆଦର୍ଶ ସ୍ୱାଇଁ(୪୩) । ସୂଚନା … Read More

ସୁନ୍ଦରପଦା ଦୀପକ ହତ୍ୟା ମାମଲା,ଆଜିଠୁ ୫ ଦିନିଆ ରିମାଣ୍ଡରେ ଆସିବେ ୩ଅଭିଯୁକ୍ତ

ଭୁବନେଶ୍ୱର:-ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାରେ ୩ ଅଭିଯୁକ୍ତକୁ ଶନିବାର ଠାରୁ ରିମାଣ୍ଡରେ ନେବ ଏୟାରଫିଲ୍ଡ ଥାନା ପୁଲିସ । ୩ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିବା ବେଳେ ଶୁକ୍ରବାର କୋର୍ଟ … Read More

କଡାକଡ଼ି ହେଲା ନାଇଟ୍ କର୍ଫ୍ୟୁ,ପୁଲିସ କମିଶନର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ଯାଞ୍ଚ କଲେ

ଭୁବନେଶ୍ୱର:- କମିଶନରେଟ୍ ପୁଲିସ ନାଇଟ୍ କୁର୍ଫ୍ୟୁକୁ କଡାକଡି କରିଛି । ଶୁକ୍ରବାର ରାତି ୯ଟାପରେ ସହର ସାରା ପୁଲିସ ଭ୍ୟାନ୍ ପଇଁତରା ମାରି ଦୋକାନ ମଲ୍ ବନ୍ଦ କରିବାକୁ କହିଥିଲେ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ରାଜମହଲ … Read More

ନିଶା ରାଣୀ ମନ୍ଦାକିନୀ ଗିରଫ,୧୯ ଗ୍ରାମର ବ୍ରାଉନ୍ ସୁଗର ଜବତ

ଭୁବନେଶ୍ୱର:- କେଦାରପଲ୍ଲୀ ବସ୍ତିରେ ନିଶା ବିକ୍ରି କରୁଥିବା ନିଶାରାଣୀ ମନ୍ଦାକିନୀ ଗୋଛାୟକୁ ଗିରଫ କରିଛି ଅବକାରୀ ବିଭାଗ । ତା ନିକଟରୁ ଅବକାରୀ ବିଭାଗ ୧୯ ଗ୍ରାମର ବ୍ରାଉନ୍ ସୁଗର ଜବତ କରାଯାଇଛି । ମନ୍ଦାକିନୀ ବାଲେଶ୍ୱରର ଜଣେ ବ୍ୟବସାୟୀଙ୍କ ଠାରୁ … Read More

ଡିସେମ୍ବର ମାସରେ ରାଜଧାନୀରେ ୭୯୨ ମାମଲା,କ୍ୟାପିଟାଲ ଥାନାରେ ସର୍ବାଧିକ ୭୪ଟି ମାମଲା

ଭୁବନେଶ୍ୱର:- ରାଜଧାନୀର  ଗତ ଡିସେମ୍ବର ମାସରେ ୭୯୨ଟି ମାମଲା ରୁଜୁ ହୋଇଛି । ସେଥି ମଧ୍ୟରୁ କ୍ୟାପିଟାଲ ଥାନାରେ ସର୍ବାଧିକ ୭୪ଟି ମାମଲା ରୁଜୁ ହୋଇଥିବା ବେଳେ ମଞ୍ଚେଶ୍ୱର ଥାନାରେ ୭୦ଟି ମାମଲା ରୁଜୁ ହୋଇଛି । ନୂଆପଲ୍ଲୀ ଥାନାରେ ୬୭ … Read More

ବ୍ୟାଡମିଣ୍ଟନ ଖେଳ ବେଳ ବୁଲିଲା ଖଣ୍ଡା,୨ଜଣ ଯୁବକ ଆହତ

ଭୁବନେଶ୍ୱର:- ସହିଦନଗର ଥାନା ଅଞ୍ଚଳରେ ଦାଦାବଟି କେନ୍ଦ୍ରକରି ୨୦ ରୁ ଅଧିକ ଦୁର୍ବୃତ୍ତ ଖଣ୍ଡା,ଭୁଜାଲି ଧରି ଅତର୍କିତ ଭାବେ ଆସି ବ୍ୟାଡମିଣ୍ଟନ ଖୋଳୁଥିବା ଛାତ୍ରମାନଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ । ଦୁର୍ବୃତ୍ତମାନଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ବିପ୍ଳବ ପରିଡା ଓ … Read More