ବୁଥ୍‌ ଭିତରେ ପୁଲିସ୍‌ ଉପସ୍ଥିତିରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

ଭଦ୍ରକ :-ବୁଥ୍‌ ଭିତରେ ଜଣେ ଯୁବକଙ୍କୁ ହୋଇଛି ଭୁଜାଲିରେ ଆକ୍ରମଣ। ପୁଲିସ୍‌ ଓ ପୁଲିଂ କର୍ମଚାରୀଙ୍କ ଉପସ୍ଥିତିରେ ଭୁଜାଲିରେ ଆକ୍ରମଣ ହୋଇଛି। ମତଦାନ ଚାଲିଥିବା ବେଳେ ଏପରି ବୀଭତ୍ସ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘଟିଛି। ଏହାକୁ … Read More

ସବାରୀ ଉଠିବା ଆଗରୁ ଉଠିଲା ଶବ

ପାଟଣାଗଡ଼:-ପ୍ରେମ କରୁଥିଲେ ବୋଲି ପରିବାର ଲୋକେ ବାହାହେବା ପାଇଁ ସ୍ୱୀକୃତି ଦେଇଥିଲେ। ହେଲେ ସବାରୀ ଉଠିବା ଆଗରୁ ଉଠିଲା ଶବ। ଉଭୟ ହାତ ଧରାଧରି ହୋଇ ଚାଲିଗଲେ ଅଫେରା ରାସ୍ତାରେ। ଦୁର୍ଘଟଣାରେ ମୃତ୍ୟୁ ପରେ ଦୁଇ ପରିବାରରେ ଖେଳି ଯାଇଛି ଶୋକର … Read More

ଏବର୍ଷ ବଢ଼ିବନି ବିଜୁଳି ଶୁଳ୍କ, ରିହାତି ଘୋଷଣା କଲେ ଓଇଆରସି

ଭୁବନେଶ୍ୱର:-କରୋନା କଟକଣା ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ ଶୁଳ୍କକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅପରିବର୍ତ୍ତିତ ରଖିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଚଳିତ … Read More

ଆସନ୍ତାକାଲିଠୁ ବିଧାନସଭା

ଭୁବନେଶ୍ୱର:-ଆସନ୍ତାକାଲି ଶୁକ୍ରବାରଠୁ ବିଧାନସଭାର ୬ଦିନିଆ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ, ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ୪ଟି ଅଧ୍ୟାଦେଶ ସମେତ … Read More

ବିଜେପିର ଗୋଆ ଦଖଲ

ପାଣାଜୀ: –ବିଜେପିର ଗୋଆ ମିଶନ ସଫଳ । ୪୦ରୁ ୨୦ ଆସନରେ ବିଜୟୀ । ସମ୍ପୂର୍ଣ୍ଣ ଫଳାଫଳ ଆସି ସାରିଥିବା ବେଳେ ବହୁମତଠାରୁ ଗୋଟିଏ ଆସନ ପଛରେ ରହିଛି ବିଜେପି । ତେବେ ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ବିଜେପିକୁ ଥିବା … Read More

ମଣିପୁରରେ ସରକାର ଗଢିବ ବିଜେପି

ଇମ୍ଫାଲ: ମଣିପୁରରେ ମଧ୍ୟ ସରକାର ଗଢିବ ବିଜେପି। ରାଜ୍ୟର ମୋଟ୍ ୬୦ଟି ଆସନରୁ ବିଜେପି ୩୨ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ସହ ମେଣ୍ଟ ଦଳ ୫ଟି ଆସନ ପାଇଛି। ସେହିପରି ଜେଡିୟୁ ୬ଟି, ଆଇଏନଡି ୩ଟି, କେପିଏ ୨ଟି , … Read More

ବିଜେପିର ବିଜୟ ପରେ ୫ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ:  ୪ ରାଜ୍ୟରେ ବିଜେପିର ବିଜୟ ପରେ ବିଜେପି ଶିବିରରେ ଉତ୍ସାହ । ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପୁଣି ଥରେ ବିଜେପିକୁ ମଜଭୁତ କରିଛି  ।  ଏକପାଖିଆ ବିଜୟ ସହ ମଣିପୁର, ଗୋଆ, ଉତ୍ତରାଖଣ୍ଡରେ ବିଜେପି ମାରିଛି ବାଜିମାତ । … Read More

ଦିଲ୍ଲୀ ପରେ ପଞ୍ଜାବ ଦଖଲ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ:-ବଡ଼ ବଡ଼ ନେତା, ବଡ଼ ବଡ଼ ଦଳକୁ ଧୁଳି ଚଟାଇ ପଞ୍ଜାବରେ ଇତିହାସ ରଚିଛି ଆମ୍ ଆଦମୀ ପାର୍ଟି । ଆପ୍ ଏଭଳି ସୁନାମୀ ଆଣିବା ନେଇ ଏକ୍ଜିଟ୍ ପୋଲ ଆକଳନ କରିଥିଲେ ବି ସାରା ଦେଶର ନଜର ଅଟକିଥିଲା ପଞ୍ଜାବ … Read More

ପୁଣି କଂଗ୍ରେସର ଫ୍ଲପ୍ ସୋ, ୟୁପିରେ ଫେଲ୍ ମାରିଲା ପ୍ରିୟଙ୍କାଙ୍କ ପ୍ରଚାର

ନୂଆଦିଲ୍ଲୀ:-ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ନିରାଶାଜନକ ପ୍ରଦର୍ଶନ କରିଛି । ଏହାପରେ ଦଳର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶେଷ କରି ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥାଇ ହାରିଯିବା ରାହୁଲ ଗାନ୍ଧୀଙ୍କ … Read More

ୟୁପିରେ ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

ୟୁପି:-ୟୁପିରେ ବିଜେପି ବଡ ବିଜୟ ମୁହାଁ ହୋଇ ଲଗାତାର ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିବା ଦିଗରେ ଅଗ୍ରସର ହେଉଛି । ବର୍ତ୍ତମାନ ସୁଦ୍ଧା ବିଜେପି ୨୭୩ ସିଟରେ ଆଗୁଆ ଥିବାବେଳେ, ସମାଜବାଦୀ ପାର୍ଟି ବହୁ ପଛରେ ଅର୍ଥାତ … Read More