ମାଛ ଗାଡିରେ ଚଳାଇଥିଲେ ଧଳାଜହର କାରବାର, ୬୦ଲକ୍ଷ ଟଙ୍କାର ଧଳାଜହର ଜବତ : ଦୁଇ ଗିରଫ

ଭୁବନେଶ୍ୱର :-କରୋନାକୁ ନେଇ ସରକାର ୧୪ ଦିିନିଆ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଚାରିଆଡେ ପୁଲିସର ପଇଁତରା, ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ଏହାର ସୁଯୋଗ ନେଇ ନିଶା ବେପାରୀମାନେ ମାଛ ଗାଡିରେ ଚଳାଇଥିଲେ ଧଳାଜହର … Read More

ଦିନ ଦ୍ୱିପହରେ ଘରୁ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର:- କୋଭିଡ଼କୁ ରୋକିବା ପାଇଁ ଲକ୍‌ଡାଉନ୍ ଓ ସଟଡାଉନ୍ ଜାରି କରାଯାଇଛି । ଘରୁ କେହି ବାହାରୁ ନଥିବାବେଳେ ଯାହାର ଫାଇଦା ନେଉଛନ୍ତି ଚୋର । ଦିନ ବେଳେ ବି ଚୋରମାନେ ନିର୍ଭୟରେ ଚୋରି କରି ଚମ୍ପଟ ମାରୁଛନ୍ତି । ଏଭଳି … Read More

ରୋଷେଇ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ୮ଜଣ ଗୁରୁତର

ଭୁବନେଶ୍ୱର:- ଖଣ୍ଡଗିରି ଥାନା ପାତ୍ରପଡ଼ାରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହୋଇ ଦୁଇଟି ପରିବାରର ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ସେଠାରେ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ … Read More

କଟକ ଏସସିବିରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ହେବ ଆଉ ଶହେ ବେଡ୍

ଭୁବନେଶ୍ୱର: କଟକ ସହରର କୋଭିଡ୍ ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକ ମହାନଗର ନିଗମ ଅଞ୍ଚଳରେ ଏବେ ୩, ୬୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ … Read More

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୪୮ କରୋନା ଆକ୍ରାନ୍ତ,

ଭୁବନେଶ୍ବର:-ଭୁବନେଶ୍ବରରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୧୦୪୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ … Read More

ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଅଟକ

କଟକ:-ଗୁରୁ-ଶିଶ୍ୟ ସମ୍ପର୍କରେ କଳଙ୍କ। ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କଟକ ମହାନଗରରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକକୁ ଅଟକ ରଖି ପଚରାଉଚରା କରୁଛି।ଗତ ୯ ତାରିଖରେ … Read More

ଫେରାର ଦିନ ହାଇଦରକୁ ଭେଟିବାକୁ ତାର ପରିବାର ଓ ସଂପର୍କୀୟ

ଭୁବନେଶ୍ୱର: SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଉଭାନ ହେବା ଘଟଣାକୁ ତିନି ଦିନ ବିତିଛି । କିନ୍ତୁ ଏବେ ବି ହାତ ଖାଲି କରି ବସିଛି ଓଡିଶା ପୋଲିସ । ସେପଟେ ଫେରାର ଦିନ କେବିନରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମହମ୍ମଦ୍ ମୌସିମ … Read More

କଟକରୁ ଠାବ ହୋଇଛି ସେକ୍ସ ରାକେଟ,ଘର ଭିତରେ ଚାଲିଥିଲା ଦେହ ବେପାର

କଟକ:- ଗୁରୁବାର କଟକରୁ ଠାବ ହୋଇଛି ସେକ୍ସ ରାକେଟ। କମିଶନରେଟ୍‌ ପୁଲିସ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ଏଠାରେ କେତେଦିନ ଧରି ଦେହବେପାର ଚାଲିଥିଲା, ପୁଲିସ ତାହା ଉପରେ ତଦନ୍ତ ଚଳାଉଛି। ରାଣୀହାଟ … Read More

୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ଘର ଆଗରେ ଧାରଣାରେ ବସିଲେ ଯୁବକ

ଭୁବନେଶ୍ୱର:- ସାମନ୍ତ ବିହାରରେ ଜଣେ ବ୍ୟକ୍ତିଙ୍କ ଠାରୁ ୭୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସାମନ୍ତ ବିହାରର ଦିଲ୍ଲୀପ ଚୌଧୁରୀ ୭୫ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ ଦୀପକ ଚୌଧୁରୀ । ଅଭିଯୋଗ କରି ଦିଲ୍ଲୀପଙ୍କ … Read More

ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି

ଭୁବନେଶ୍ୱର:– ରାଜସ୍ବ ଆଦାୟ କ୍ଷେତ୍ରରେ ବିଏମସିର ବଡ଼ ସଫଳତା । ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି । କେବଳ ହୋଲ୍ଡିଂ ଟ୍ୟାକ୍ସରୁ ଆଦାୟ ହୋଇଛି ୫୦କୋଟିରୁ ଅଧିକ ରେକର୍ଡ ପରିମାଣର ଅର୍ଥ … Read More