ଲିଫ୍ଟରୁ ପଡ଼ି ବୃଦ୍ଧ ମୃତ

ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ । ଲିଫ୍ଟରୁ ଖସି ପଡି ବୃଦ୍ଧ ମୃତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ । ଲିଫ୍ଟରୁ ପଡ଼ି ମୃତ୍ୟୁ ବରଣ କରିଥିବା ବୃଦ୍ଧଜଣଙ୍କ ସେଇ … Read More

ATMରୁ ଲୁଟ କରୁଥିଲେ ବାପ-ପୁଅ ଯୋଡି, ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ଭୁବନେଶ୍ୱରରେ ATM ଲୁଟ ପଣ୍ଡ । ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ । ୟୁନିଟ-୮ ଡିଏଭି ଛକ ନିକଟରେ ଥିବା ଏକ ATMରୁ ଲୁଟ କରିବାକୁ ଉଦ୍ୟମ କରୁଥିଲେ । ଲୁଟ୍ କରିବା ସମୟରେ ୨ ଜଣଙ୍କୁ … Read More

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ମୁତାବକ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ … Read More

ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର,ନିଆଁ ଲଗାଇଦେଲେ ଧରମ ଭାଇ

ଭୁବନେଶ୍ବର:- ବାଲିପାଟଣା ପଦ୍ମପୁରରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର । ଗୁରୁତର ମହିଳା ହେଉଛନ୍ତି ପଦ୍ମପୁର ଗାଁର ମାମୁନୀ ମାଣିଆ । ଗୁରୁତର ଅବସ୍ଥାରେ ମାମୁନୀଙ୍କୁ ପ୍ରଥମେ ନିମାପଡ଼ା ଓ ପରେ … Read More

ପୋଲିସ ହାତରେ ହାଇପ୍ରୋଫାଇଲ ଠକ, ଅଧିକ ସୁଧର ଲୋଭ ଦେଖାଇ ଠକିଛି ୪କୋଟି

ଭୁବନେଶ୍ବର:- ଲୋକଙ୍କ ସଞ୍ଚିତ ଅର୍ଥକୁ ହଡପ କରି ଦେଢ ବର୍ଷ ଧରି ଫେରାର ଥିବା ପ୍ରଭାକର ଜେନାଙ୍କୁ ସାମନ୍ତରାପୁରରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । କମ୍ ଦିନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ୪ କୋଟିର ଚୂନ ଲଗାଇ ଦେଇଛି … Read More

ରାଜଧାନୀରେ ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା

ଭୁବନେଶ୍ଵର:-ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ । ତେବେ କେକ୍ ଖାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ପ୍ରେସ ଛକ … Read More

ବାଲିପାଟଣାରେ ନାବାଳିକାକୁ ଦୁଷ୍କର୍ମ,

ବାଲିପାଟଣା :-ବାଲିପାଟଣା ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ସହ ଦୁଷ୍କର୍ମର । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି । ଘଟଣା ବିଷୟରେ ସୂଚନା ପାଇ ବାଲିପାଟଣା ପୋଲିସ୍ ଗୁରୁତର ଅବସ୍ଥାରେ  ନାବାଳିକାକୁ ଉଦ୍ଧାର କରି … Read More

ରାଜଧାନୀରେ ପୁଣି ମାତିଲେ ଲୁଟେରା,ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି

ଭୁବନେଶ୍ୱର:  ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି। ନୟାପଲୀ ଥାନାଠୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି କଳିଙ୍ଗ ଟିଭି ସାମ୍ବାଦିକ ସୌମ୍ୟ ରଞ୍ଜନ ସେଠୀ । ଗତକାଲି ରାତି … Read More

ବିଏମସିର ତିନିଟି ଜୋନରେ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର:-ଭୁବନେଶ୍ୱରରେ ପୁଣି ବଢିଲା କଣ୍ଟେନମେଣ୍ଟ ଜୋନ। ବିଏମସିର ତିନିଟି ଜୋନରେ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସାଉଥ ଇଷ୍ଟ ଜୋନରେ ୟୁନିଟ ୯ର ୨ଟି କ୍ୱାର୍ଟର, ସତ୍ୟନଗରର ଗୋଟିଏ ଫ୍ଲାଟ, ଲକ୍ଷ୍ମୀସାଗର ୨ଟି ପ୍ଲଟ ଓ ଶ୍ରୀରାମ ନଗରର … Read More

ସୁରେଖା ପଲେଇଙ୍କୁ ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ

ଭୁବନେଶ୍ୱର:- ଭରତପୁର ତରିଣୀ ବସ୍ତି ସୁରେଖା ପଲେଇ ହତ୍ୟାକାଣ୍ଡ ମାମଲା । ସୁରେଖା ପଲେଇ ହତ୍ୟାକାଣ୍ଡ ମାମଲାରେ ନୂଆ ଖୁଲାସା । ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା । ପୁରୁଷ ବନ୍ଧୁ ବିବାହ ପାଇଁ ରାଜି ନ ହେବାରୁ ସୁରେଖା … Read More