ସଟ୍‌ଡାଉନ୍ ରାତି ଅଧରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଚାଲିଛି ଖୁଲମଖୁଲା ଦେହ ବେପାର

ଭୁବନେଶ୍ୱର:- କୋଭିଡ଼ ସଂକ୍ରମଣ ପାଇଁ ସହରରେ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଦେହବ୍ୟବସାୟ ଖୁଲମଖୁଲା ଚାଲୁଥିବାର ଦେଖିବାକୁ ମିଳିଛି । ରାତି ୧୨ଟା ହେବାମାତ୍ରେ ଦେହଜୀବୀ ସେଠାରେ ପସରା ମେଲାଇ ଦେଉଛନ୍ତି । ସହିବାଟରେ ଯାଉଥିବା ଗ୍ରାହକମାନେ … Read More

ଅନ୍‌ଲାଇନ୍ ମଦ କାରବାର: ବଢିବ ସାଇବର ଅପରାଧ

ଭୁବନେଶ୍ୱର:- ଅନ୍‌ଲାଇନ୍‌ରେ ମଦ କାରବାର ବଢିବା ପରେ ଏହାକୁ ଆୟୁଧ କରିବେ ସାଇବର ଠକ । ତେଣୁ ଲୋକଙ୍କୁ ବିଭିନ୍ନ ବ୍ରାଣ୍ଡର ମଦ ଶସ୍ତାରେ ବିକ୍ରି କରିବା ଲୋଭ ଦେଖାଇ ଠକେଇ କରିପାରନ୍ତି । ସେମାନେ ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇ … Read More

ଏଣିକି ବିବାହ ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୱେବସାଇଟରେ ଆବେଦନ

ଭୁବନେଶ୍ୱର: କଟକ-ଭୁବନେଶ୍ୱରେ ବିବାହ ଏବଂ ଅନ୍ତେଷ୍ଟି କ୍ରିୟା ପାଇଁ ଆଉ ଯିବାକୁ ପଡିବନି ପୋଲିସ କାର୍ଯ୍ୟାଳୟ । ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି । ବିବାହ ଓ … Read More

ମାଛ ଗାଡିରେ ଚଳାଇଥିଲେ ଧଳାଜହର କାରବାର, ୬୦ଲକ୍ଷ ଟଙ୍କାର ଧଳାଜହର ଜବତ : ଦୁଇ ଗିରଫ

ଭୁବନେଶ୍ୱର :-କରୋନାକୁ ନେଇ ସରକାର ୧୪ ଦିିନିଆ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଚାରିଆଡେ ପୁଲିସର ପଇଁତରା, ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ଏହାର ସୁଯୋଗ ନେଇ ନିଶା ବେପାରୀମାନେ ମାଛ ଗାଡିରେ ଚଳାଇଥିଲେ ଧଳାଜହର … Read More

ଦିନ ଦ୍ୱିପହରେ ଘରୁ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର:- କୋଭିଡ଼କୁ ରୋକିବା ପାଇଁ ଲକ୍‌ଡାଉନ୍ ଓ ସଟଡାଉନ୍ ଜାରି କରାଯାଇଛି । ଘରୁ କେହି ବାହାରୁ ନଥିବାବେଳେ ଯାହାର ଫାଇଦା ନେଉଛନ୍ତି ଚୋର । ଦିନ ବେଳେ ବି ଚୋରମାନେ ନିର୍ଭୟରେ ଚୋରି କରି ଚମ୍ପଟ ମାରୁଛନ୍ତି । ଏଭଳି … Read More

ରୋଷେଇ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ୮ଜଣ ଗୁରୁତର

ଭୁବନେଶ୍ୱର:- ଖଣ୍ଡଗିରି ଥାନା ପାତ୍ରପଡ଼ାରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହୋଇ ଦୁଇଟି ପରିବାରର ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ସେଠାରେ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ … Read More

କଟକ ଏସସିବିରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ହେବ ଆଉ ଶହେ ବେଡ୍

ଭୁବନେଶ୍ୱର: କଟକ ସହରର କୋଭିଡ୍ ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକ ମହାନଗର ନିଗମ ଅଞ୍ଚଳରେ ଏବେ ୩, ୬୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ … Read More

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୪୮ କରୋନା ଆକ୍ରାନ୍ତ,

ଭୁବନେଶ୍ବର:-ଭୁବନେଶ୍ବରରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୧୦୪୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ … Read More

ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଅଟକ

କଟକ:-ଗୁରୁ-ଶିଶ୍ୟ ସମ୍ପର୍କରେ କଳଙ୍କ। ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କଟକ ମହାନଗରରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକକୁ ଅଟକ ରଖି ପଚରାଉଚରା କରୁଛି।ଗତ ୯ ତାରିଖରେ … Read More

ଫେରାର ଦିନ ହାଇଦରକୁ ଭେଟିବାକୁ ତାର ପରିବାର ଓ ସଂପର୍କୀୟ

ଭୁବନେଶ୍ୱର: SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଉଭାନ ହେବା ଘଟଣାକୁ ତିନି ଦିନ ବିତିଛି । କିନ୍ତୁ ଏବେ ବି ହାତ ଖାଲି କରି ବସିଛି ଓଡିଶା ପୋଲିସ । ସେପଟେ ଫେରାର ଦିନ କେବିନରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମହମ୍ମଦ୍ ମୌସିମ … Read More