ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଲେନି ପୁଲିସ ଅଫିସରଙ୍କ ପତ୍ନୀ,କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବା ଆଳରେ ଲୁଟିନେଲେ ୪୯ ହଜାର
ଭୁବନେଶ୍ୱର:- ରାଜଧାନୀରେ କାମ କରୁଥିବା ରାଜ୍ୟ କ୍ରାଇମ କଂଣ୍ଟ୍ରୋଲ ବ୍ୟୁରୋରେ କାର୍ଯ୍ୟରତ ଜଣେ ସବ୍ଇନ୍ସପେକ୍ଟରଙ୍କ ପତ୍ନୀ ସାଇବର ଠକେଇର ଶୀକାର ହୋଇଛନ୍ତି । ଠକେଇର ଶୀକାର ହୋଇଥିବା ପୁଲିସ ଅଫିସର ବିଜୟ ମହାଳିଙ୍କ ପତ୍ନୀ ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ … Read More










