ଝାରପଡା ଜେଲରେ ଡ୍ରଗ୍ସ ଖାଇ ୭ କଏଦୀ ଅସୁସ୍ଥ, କିଏ ଦେଲା ମାରାତ୍ମକ ନିଶା

ଭୁବନେଶ୍ୱର,୨୪/୬(ବ୍ୟୁରୋ): କଏଦୀଙ୍କୁ ନିଶା ଦ୍ରବ୍ୟ ଖାଇବାକୁ ଦେବାକୁ. ନେଇ ପୁଣି ବିବାଦକୁ ଆସିଛି ଝାରପଡା ଜେଲ  କର୍ତୃପକ୍ଷ l ଜେଲରେ  ଥିବା ୫ ଜଣ କଏଦୀଙ୍କୁ ଅତି ମାରାମତ୍କ ଡ୍ରଗ୍ସ ଖାଇବାକୁ ଦିଆଯାଇଥିବାରୁ ସେମାନେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। … Read More

ଶ୍ରୀୟା ଛକରେ ଆତଙ୍କରାଜ, ବିରିୟାନୀ ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ

ଭୁବନେଶ୍ୱର, ୨୪/୬(ବ୍ୟୁରୋ ): ଖାରବେଳନଗର ଥାନା ଶ୍ରୀୟା ଛକରେ ମଙ୍ଗଳବାର ରାତିରେ ଖଣ୍ଡା ବୁଲିଛି l ବିରିୟାନି ଦୋକାନୀରୁ ପେଟ୍‌ପୁରା ବିରିୟାନି ଖାଇଲେ। ଦୋକାନୀ ଟଙ୍କା ମାଗିବାରୁ ତାଙ୍କୁ ଖଣ୍ଡାରେ ୩ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଖଣ୍ଡା ଚୋଟରେ ଆହତ ହୋଇଥିବା … Read More

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର:- କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ନବନିର୍ବାଚିତ ଛାତ୍ର କ୍ୟାବିନେଟର ଶପଥ ଗ୍ରହଣ ଏବଂ ପ୍ରଖ୍ୟାତ ସାମ୍ବାଦିକ, ସ୍ନାୟୁ ବିବିଧତା ପ୍ରବକ୍ତା ଏବଂ ଲେଖିକା ମୁଗ୍ଧା କାଲରାଙ୍କ ପ୍ରେରଣାଦାୟକ ଅଭିଭାଷଣ ସହିତ ଏକ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ … Read More

ଲୁଟେରାଙ୍କୁ ଧରି ପାରୁନି ପୁଲିସ:ନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ମାରୁଛି ପୁଲିସ।

ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଆପାର୍ଟମେଣ୍ଟ ଲୁଟେରାଙ୍କ ପୋଷ୍ଟର ମାରୁଛି କମିଶନରେଟ୍ ପୁଲିସ। ଯେଉଁମାନେ ଲୁଟେରାଙ୍କ ବିଷୟରେ କୌଣସି ତଥ୍ୟ ବା ସେମାନଙ୍କ ଠିକଣା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ରହିଛି। ଜନଗହଳିପୂର୍ଣ୍ଣ ଛକରେ … Read More

ପାରିବାରିକ କଳହରୁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ବର କୋରଡ଼କଣ୍ଟାରେ ଭଙ୍ଗାଘରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । ଶିବ ମନ୍ଦିର ପାଖରେ ଥିବା ଏକ କଲୋନୀରେ ମହିଳାଙ୍କ ଗଳିତ ମୃତଦେହ ଠାବ କରିଛି ପୋଲିସ । ମୃତ ମହିଳାଙ୍କ ନାଁ ସରିତା ନାୟକ ହୋଇଥିବା ବେଳେ ନୟାଗଡ଼ … Read More

ଦୁଇ ସେବାୟତ ଗୋଷ୍ଠୀ ବିବାଦ,ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର:-ନୂଆବର୍ଷରେ ଦୁଇଦିନ ହେଲା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ଜଣେ ଅଣସେବାୟତ ଭୋଗମଣ୍ଡପରେ ପଶିଯାଇଥିଲେ । ସେ କ୍ଷମା ମାଗିସାରିଥିଲେ ବି ଭୋଗକୁ ନେଇ ଦୁଇ ନିଯୋଗ ମୁହାଁମୁହିଁ ହୋଇଛନ୍ତି । ଫଳରେ ଦୁଇଦିନ ହେଲା ନୀତିକାନ୍ତି ବନ୍ଦ … Read More

ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସର ଗାଇଡଲାଇନ୍,ଶନିବାର ସନ୍ଧ୍ୟାରୁ ଭୁବନେଶ୍ୱରରେ କଡ଼ା ଚେକିଂ

ଭୁବନେଶ୍ୱର:- ଆଉ ୪ ଦିନ ପରେ ବଦଳିବ କ୍ୟାଲେଣ୍ଡର । ବିଦାୟ ନେବ ୨୦୨୨, ଆସିବ ୨୦୨୩ । ନୂଆବର୍ଷକୁ ସେଲିବ୍ରେସନ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ । ତେବେ ଶୃଙ୍ଖଳିତ ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ଜାରି … Read More

ମହିଳା ଟ୍ରାଫିକ୍ କର୍ମଚାରୀ ଦେଖାଇଲେ ମହାନତା,ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଯୋଗାଇଲେ ଚିକିତ୍ସା

ଭୁବନେଶ୍ୱର:- ମହିଳା ଟ୍ରାଫିକ୍ କର୍ମଚାରୀ ଦେଖାଇଲେ ମହାନତା । ଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସଠିକ ସମୟରେ ଯୋଗାଇଲେ ଚିକିତ୍ସା । ଯାହାଫଳରେର ବ୍ୟକ୍ତି ଜଣଙ୍କ ଗୁରୁତର ଆହତରୁ ବର୍ତ୍ତି ଯାଇଛନ୍ତି । ମହିଳା ଟ୍ରାଫିକ୍ କନ୍‌ଷ୍ଟେବଳଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରି … Read More

ଡିସିପିଙ୍କ ବୋପା ମୋ ପକେଟରେ, ମୋର ସେ ଛୋ……

ଭୁବନେଶ୍ୱର:(ବ୍ୟୁରୋ)- ବହୁ ଚର୍ଚ୍ଚିତ ଲଷ୍ମୀସାଗର ଥାନା ଏସିପି ଅଫିସରେ ଥିବା asiଙ୍କ କଳାକରନାମା ପଦାରେ ପଡୁଛି। ହେଲେ ବାବୁ ଜଣଙ୍କର କାହାରୀଙ୍କୁ ଭୟ ନାହିଁ। ନା ଏସିପିଙ୍କୁ ଅଛି, ନା ଡ଼ିସିପିଙ୍କୁ ଅଛି। ତାଙ୍କର ଦ୍ରୁନୀତି ସମ୍ପର୍କରେ ଖବର ନେସନ ବାଇଟରେ … Read More

ଦ୍ରୁନୀତିଗ୍ରସ୍ତ ଏଏସଆଇ ଓ ସ୍ପେଶାଲ ସ୍କ୍ୱାର୍ଡର କନଷ୍ଟେବଳ ପାଇଁ ବଦନାମ ହେଉଛି କମିଶନରେଟ ପୋଲିସ

ଭୁବନେଶ୍ୱର,(ବ୍ୟୁରୋ): କମିଶନରେଟ ପୋଲିସ ନୂଆ ଡିସିପି ଆସିବା ପରେ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ସବୁ ଭୁଲ ସାବ୍ୟସ୍ତ ହୋଇଛି। ଏଠାରେ ସବୁ ଦୁର୍ନୀତି ଗ୍ରସ୍ତ ଅଫିସର ଏଠି ମୁଣ୍ଡି ସାଜିଛନ୍ତି। ଏପରିକି ଥାନା ଅଧିକାରୀ … Read More