ମୁରବି ବିହିନ ରାଜଧାନୀରରେ ତିନି ଥାନା

ଭୁବନେଶ୍ୱର,:-ରାଜଧାନୀର ୩ଟି ଥାନାରେ ମୁରବି ଅର୍ଥାତ୍‌ ଥାନା ଅଧିକାରୀ ନାହାନ୍ତି । ସେଠାରେଏସ୍‌ଆଇମାନେ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଯେଉଁଠି ୫୦ ପୁଲିସ୍‌ କର୍ମଚାରୀ ରହିବା କଥା ସେଠି ଏବେ ୨୫ କାର୍ଯ୍ୟ କରୁଛନ୍ତି । ଫଳରେ ଏପଟେ ଅପରାଧୀମାନେ ଯାହା କଲେଣି … Read More

କାଲିଠୁ ପୁଣି ଚାଲିବ ‘ମୋ ବସ୍’, ୮ଟି ରୁଟ୍‌ରେ କରିବ ଚଳାଚଳ

ଭୁବନେଶ୍ବର:– କାଲିଠୁ ପୁଣି ଚଳାଚଳ କରିବ ନନ୍ ଏସି  ‘ମୋ ବସ୍’ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ । ୮ଟି ରୁଟ୍ ରେ ଏହି ବସ୍ ଚଳାଚଳ କରିବାକୁ ଅମୁମତି ମିଳିଛି । ଏହି ୮ଟି ରୁଟ୍ … Read More

ଭୁବନେଶ୍ୱରରେ ଖୋଲିବ ସମସ୍ତ ସପିଂ ମଲ୍, ବନ୍ଦ ରହିବ ଫୁଡ୍ କୋର୍ଟ ଓ ସିନେମା ହଲ୍

ଭୁବନେଶ୍ୱର,:-ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍ । କରୋନା ଗାଇଡଲାଇନ୍ ପାଳନ ସହ ମଲ୍ ଖୋଲିବ ବୋଲି ସୂଚନା ଦେଇଛି ବିଏମସି । ବିଏମସିର କହିବାନୁସାରେ ମଲ୍ ଖୋଲିବା ନେଇ ଏସଓପି ଜାରି କରାଯାଇଛି । ଏସଓପି ଅନୁସାରେ, କରୋନା କଟକଣାକୁ … Read More

ବରମୁଣ୍ଡା ଓଭରବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର:- ବରମୁଣ୍ଡା ଓଭର ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ପୋଲିସର ତଦନ୍ତ ଜାରି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭର ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି … Read More

ଜାତୀୟ ରାଜପଥ ମଝି ରାସ୍ତାରେ ଲାଗିଥିବା ଡିଭାଇଡର ରେଲିଂ ପାଲଟିଛି ମରଣଯନ୍ତା,କରେଣ୍ଟ ଲାଗି ପୁଣି ଜଣେ ଯୁବକ ଗୁରୁତର

ଭୁବନେଶ୍ୱର:-ଜାତୀୟ ରାଜପଥ ରେ ମଝି ରାସ୍ତାରେ ଲାଗିଥିବା ଡିଭାଇଡର ରେଲିଂ ପାଲଟିଛି ମରଣଯନ୍ତା। ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଗୁରୁତର ଆହତ ହେଉଛନ୍ତି। ପଳାଶୁଣି ହାଟ ସମ୍ମୁଖସ୍ଥ ଜାତୀୟ ରାଜପଥରେ ମଝିରାସ୍ତାରେ ଲାଗିଥିବା ଲୁହା ବାଡ଼ ବର୍ତ୍ତମାନ ସ୍ଥାନୀୟ … Read More

ସଫେଇ ରଖିଲେ ଅଭିନେତା ପିଂଟୁ ନନ୍ଦ : କହିଲେ ସେ ମହିଳା କିଏ ମୁଁ ଜାଣିନି । ଫିଲ୍ମରେ ଅଭିନୟ ସୁଯୋଗ ନମିଳିବାରୁ ଆଣିଥାଇପାରନ୍ତି ଅଭିଯୋଗ

ଭୁବନେଶ୍ୱର:- ଫିଟୁଙ୍କ ନାଁରେ ଭୁବନେଶ୍ୱରରେ ନୟାପଲ୍ଲୀ ଥାନାରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ସଫେଇ ରଖିଛନ୍ତି ଅଭିନେତା ।  ଆଜି ସେ କହିଛନ୍ତି,  ସଂପୃକ୍ତ ମହିଳା ଏହିି ଅଭିଯୋଗ କାହିଁକି ଆଣିଲେ ସେ ଜାଣିନାହାନ୍ତି ।  ତାଙ୍କୁ ସୁଟିଂ … Read More

ଆଦିତ୍ୟ ମାମଲାରେ ଜିଆରପି ଫେଲ ମାରିଲା, ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ସ୍ପଟ୍‌ରେ ଛାନଭିନ୍ ସହ ଆଦିତ୍ୟର 3ସାଙ୍ଗଙ୍କୁ ପଚରାଉଚରା

ଭୁବନେଶ୍ୱର:- ଆଦିତ୍ୟ ଦାସ ମୃତ୍ୟୁର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚ ନେବା ପରେ ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି ।  ଗୁରୁବାର ତଦନ୍ତକାରୀ ଟିମ୍ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ, ପ୍ରୀତମଙ୍କୁ ଜେରା କରିଛି। ଆଶ୍ରମରେ ହୋଇଥିବା … Read More

ରଶି ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା: ମୃତଦେହ ପାଖରୁ ମିଳିଲା ସୁଇସାଇଡ୍‌ ନୋଟ୍

କଟକ:- କଟକ ବୟାଳିଶ ମୌଜା ଝିଙ୍କିରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାଟି ବିଣ୍ଡା ଦେଇ ବେକରେ ରଶି ଲଗାଇ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ବୃଦ୍ଧ ଦମ୍ପତି କଟକ ବୟାଳିଶ ମୌଜା ଝିଙ୍କିରିଆ ଗ୍ରାମରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ … Read More

ପିଣ୍ଟୁନନ୍ଦ କଳାକାରଙ୍କ କଳା କାରନାମା,ଲକଡାଉନରେ ଯୁବତୀଙ୍କୁ ଫିଲ୍ମ ସୁଟିଂ ଆଳରେ ହୋଟେଲକୁ ଡାକି କାଷ୍ଟିଂକାଉଚ୍

ଭୁବନେଶ୍ୱର:-ପୁଣି ଓଲିଉଡର କଳାକାରଙ୍କ  କଳା କାରନାମା ପଦାକୁ ଆସିଛି। ଲକଡାଉନରେ ବେଆଇନ ଭାବେ ଏକ ହୋଟେଲରେ ଯୁବତୀଙ୍କୁ ଫିଲ୍ମ ସୁଟିଂ ଆଳରେ ଡାକି ମଙ୍ଗଳବାର ବିଳମ୍ବିତ ରାତିରେ କରିଛନ୍ତି କାଷ୍ଟିଂ କାଉଚ୍।  ଏହି କଳାକାର ଜଣଙ୍କ ହେଲେ ଓଲିଉଡ ନାମିଦାମି କଳାକାର … Read More

ଆଇପିଏସ୍‌ଙ୍କ ପିଏକୁ କରୋନା, ଏକାଧିକ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ

ଭୁବନେଶ୍ୱର,:- କମିଶରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସ୍‌ରଙ୍କ ପିଏ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ଜଣାପଡ଼ିବା ପରେ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ଚହଳ ପଡ଼ିଛି । ଉକ୍ତ ଆଇପିଏସ୍‌ଙ୍କ ସହ ଏକାଧିକ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି । … Read More