ନନ୍ଦନକାନନରେ ପାଳନ ହେଲା ବିଶ୍ୱ ହସ୍ତୀ ଦିବସ : ହାତୀଙ୍କୁ ଫଳ ଖୁଆଇ ଉତ୍ସବ ମନେଇଲେ ଅଧିକାରୀ
ଭୁବନେଶ୍ୱର:-୧୨ ଅଗଷ୍ଟ ବିଶ୍ୱ ହସ୍ତି ଦିବସ । କରୋନା କଟକଣା ଭିତରେ ନନ୍ଦନକାନରରେ ଏହି ଦିବସକୁ ପାଳନ କରାଯାଇଛି । ଅନ୍ୟ ବର୍ଷ ଭଳି ଏବର୍ଷ ହାତୀ ଦିବସରେ ନନ୍ଦନକାନନରେ ନା ଥିଲେ ପର୍ଯ୍ୟଟକ, ନା ଥିଲା ସ୍କୁଲ ଛାତ୍ରଛାତ୍ରୀ ଭିଡ … Read More










