ଭାଇରାଲ ଅଡିଓ ଘଟଣା, ଗିରଫ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନି

ଭୁବନେଶ୍ୱର:-ଭାଇରାଲ ଅଡିଓ ଘଟଣାରେ  ଗିରଫ ବ୨ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ବହେରା ଓ ବିଶ୍ବଜିତ ମହାନ୍ତିଙ୍କୁ ମିଳିଲା ଜାମିନ। ଉଭୟଙ୍କ ଜାମିନ ମଞ୍ଜୁର କଲେ ଭୁବନେଶ୍ବର SDJM କୋର୍ଟ,। ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ କୋଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମଙ୍ଗଳବାର କ୍ୟାପିଟାଲ ପୋଲିସ ଉଭୟଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲେ। ମାତ୍ର ଗୋଟିଏ ଦିନ ପରେ କୋର୍ଟରେ ହାଜର କଲା ପୋଲିସ। ଯାହାଫଳରେ  କୋଟ ମାମଲା ଭର୍ତ୍ତିହୀନ ବୋଲି ଜାଣିବା ଉଭୟଙ୍କୁ ଜାମିନ ମଂଜୁର କରିଛନ୍ତି

 

Leave a Reply

Your email address will not be published. Required fields are marked *