କମିଶନରେଟ ପୋଲିସର ବଦଳି ଭେଳିକି,ନୂଆ ବୋତଲରେ ପୁରୁଣା ମଦ,କାହା ଚାପରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ବଦଳି ବାତିଲ !
ରିପୋର୍ଟ-ଚନ୍ଦନ ଜେନା ଭୁବନେଶ୍ୱର:- ସୋମବାରରେ କମିଶନରେଟ ପୋଲିସରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜଧାନୀର ଏକାଧିକ ଥାନା ଅଧିକାରୀଙ୍କୁ ଅନ୍ୟ ଥାନାକୁ ବଦଳି କରାଯାଇଛି। ହେଲେ ଏହି ବଦଳି କମିଶନରେଟ ପୋଲିସର ଏକପ୍ରକାର ଭେଳିକି ପରି ଲାଗୁଛି। କାରଣ ପୂରୁଣା … Read More










