ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଲେନି ପୁଲିସ ଅଫିସରଙ୍କ ପତ୍ନୀ,କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବା ଆଳରେ ଲୁଟିନେଲେ ୪୯ ହଜାର

ଭୁବନେଶ୍ୱର:- ରାଜଧାନୀରେ କାମ କରୁଥିବା ରାଜ୍ୟ କ୍ରାଇମ କଂଣ୍ଟ୍ରୋଲ ବ୍ୟୁରୋରେ କାର୍ଯ୍ୟରତ ଜଣେ ସବ୍‌ଇନ୍ସପେକ୍ଟରଙ୍କ ପତ୍ନୀ ସାଇବର ଠକେଇର ଶୀକାର ହୋଇଛନ୍ତି । ଠକେଇର ଶୀକାର ହୋଇଥିବା ପୁଲିସ ଅଫିସର ବିଜୟ ମହାଳିଙ୍କ ପତ୍ନୀ ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ … Read More

ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବାରୁ ରାସ୍ତାରୋକ୍

ଭୁବନେଶ୍ୱର,:–ସହିଦନଗର ଥାନା ପ୍ରେସ୍‌ଛକରେ ଘଟିଥିବା ନିରଞ୍ଜନ ପରିଡ଼ା ଓରଫ ଚିଣ୍ଟୁ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟଅଭିଯୁକ୍ତ ମିଲୁକୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ଯାହାକୁ ନେଇ ଗାଡ଼କଣ ଗ୍ରାମବାସୀ ତାତିଥିଲେ । ସେମାନେ … Read More

ସୌତାନ ସାଜିଲା ପୁଅ, ମା’କୁ ହତ୍ୟା କରି ପୋଡିଦେଲା

ଭୁବନେଶ୍ୱର,(ରିପୋର୍ଟ-ସୁଶାନ୍ତ ପାତ୍ର):-ରାଜଧାନୀର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଜନ୍ମକଲା ମାଆକୁ ପିଟିପିଟି ହତ୍ୟା କରିବା ପରେ ପୋଡି ଦେଲା ଜହ୍ଲାଦ ପୁଅ । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ … Read More

ଲିଫ୍ଟରୁ ପଡ଼ି ବୃଦ୍ଧ ମୃତ

ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ । ଲିଫ୍ଟରୁ ଖସି ପଡି ବୃଦ୍ଧ ମୃତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ । ଲିଫ୍ଟରୁ ପଡ଼ି ମୃତ୍ୟୁ ବରଣ କରିଥିବା ବୃଦ୍ଧଜଣଙ୍କ ସେଇ … Read More

ATMରୁ ଲୁଟ କରୁଥିଲେ ବାପ-ପୁଅ ଯୋଡି, ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ଭୁବନେଶ୍ୱରରେ ATM ଲୁଟ ପଣ୍ଡ । ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ । ୟୁନିଟ-୮ ଡିଏଭି ଛକ ନିକଟରେ ଥିବା ଏକ ATMରୁ ଲୁଟ କରିବାକୁ ଉଦ୍ୟମ କରୁଥିଲେ । ଲୁଟ୍ କରିବା ସମୟରେ ୨ ଜଣଙ୍କୁ … Read More

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ମୁତାବକ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ … Read More

ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର,ନିଆଁ ଲଗାଇଦେଲେ ଧରମ ଭାଇ

ଭୁବନେଶ୍ବର:- ବାଲିପାଟଣା ପଦ୍ମପୁରରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର । ଗୁରୁତର ମହିଳା ହେଉଛନ୍ତି ପଦ୍ମପୁର ଗାଁର ମାମୁନୀ ମାଣିଆ । ଗୁରୁତର ଅବସ୍ଥାରେ ମାମୁନୀଙ୍କୁ ପ୍ରଥମେ ନିମାପଡ଼ା ଓ ପରେ … Read More

ପୋଲିସ ହାତରେ ହାଇପ୍ରୋଫାଇଲ ଠକ, ଅଧିକ ସୁଧର ଲୋଭ ଦେଖାଇ ଠକିଛି ୪କୋଟି

ଭୁବନେଶ୍ବର:- ଲୋକଙ୍କ ସଞ୍ଚିତ ଅର୍ଥକୁ ହଡପ କରି ଦେଢ ବର୍ଷ ଧରି ଫେରାର ଥିବା ପ୍ରଭାକର ଜେନାଙ୍କୁ ସାମନ୍ତରାପୁରରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । କମ୍ ଦିନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ୪ କୋଟିର ଚୂନ ଲଗାଇ ଦେଇଛି … Read More

ରାଜଧାନୀରେ ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା

ଭୁବନେଶ୍ଵର:-ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ । ତେବେ କେକ୍ ଖାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ପ୍ରେସ ଛକ … Read More

ବାଲିପାଟଣାରେ ନାବାଳିକାକୁ ଦୁଷ୍କର୍ମ,

ବାଲିପାଟଣା :-ବାଲିପାଟଣା ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ସହ ଦୁଷ୍କର୍ମର । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି । ଘଟଣା ବିଷୟରେ ସୂଚନା ପାଇ ବାଲିପାଟଣା ପୋଲିସ୍ ଗୁରୁତର ଅବସ୍ଥାରେ  ନାବାଳିକାକୁ ଉଦ୍ଧାର କରି … Read More