Category: ଟ୍ୱିନ ସିଟି
ଗାଁ ମେଲଣରୁ ପ୍ରେମ,ରାଜଧାନୀରେ ବଳାତ୍କାର ପରେ ଧୋକା
ଭୁବନେଶ୍ୱର:- ଗାଁ ମେଲଣରୁ ହୋଇଥିଲେ ଚିହ୍ନା। ତା ପରେ ଫେସବୁକରେ ହୋଇଥିଲା ଚାଟିଂ। ଚାଟିଂରୁ ଗଢି ଉଠିଥିଲା ଉଭୟଙ୍କ ମଧ୍ୟରେ ପ୍ରେମ। ଯାହାର ଫାଇଦା ନେଲେ ପ୍ରେମିକ। ଯୁବତୀଙ୍କୁ ରାଜଧାନୀରେ ବିବାହ ଆଳରେ ରଖିଲେ ଶାରିରୀକ ସମ୍ପର୍କ। ଶେଷରେ ଯୁବତୀ ଜଣଙ୍କ … Read More
ପ୍ରେମ-ପ୍ରତାରଣା ଓ ଠକେଇ ମାମଲା,କ୍ୟାପିଟାଲ ଥାନାର ନିଲମ୍ବିତ ସବ-ଇନ୍ସ୍ପେକ୍ଟର ରାକେଶ ସାମଲ ଗିରଫ
ଭୁବନେଶ୍ୱର:-ପ୍ରେମ-ପ୍ରତାରଣା ଓ ଠକେଇ ମାମଲାରେ ଫେରାର ଥିବା କ୍ୟାପିଟାଲ ଥାନାର ନିଲମ୍ବିତ ସବ-ଇନ୍ସ୍ପେକ୍ଟର ରାକେଶ ସାମଲ ଧରା ପଡିଛନ୍ତି । ରାଉରକେଲା ପୁଲିସ ସହାୟତାରେ କମିଶନରେଟ ପୁଲିସ ରାକେଶଙ୍କୁ ଠାବ କରିଛି । ରାଉରକେଲା ରଘୁନାଥପଲ୍ଲୀ ଥାନା ପୁଲିସ ରାକେଶଙ୍କୁ ଅଟକ … Read More
ଜେଲ୍ ଫେରନ୍ତାଙ୍କ ଆତଙ୍କରାଜ : ଯୁବତୀଙ୍କୁ ରୁମ୍ରେ ପଶି ଦୁଷ୍କର୍ମ ଉଦ୍ୟମ,
ଭୁବନେଶ୍ୱର,:-ସହିଦନଗର ଥାନା ଭିଏସ୍ଏସ୍ ନଗର ପୋଷ୍ଟାଲ କଲୋନି ତଳ ଛକରେ ମିଟୁ ନାମକ ଜେଲ୍ ଫେରନ୍ତା ଆତଙ୍କରାଜ ଭିଆଇଛି। ଜଣେ ଯୁବତୀଙ୍କ ରୁମ୍ରେ ପଶି ଦୁଷ୍କର୍ମ ଉଦ୍ୟମ କରିଛି । ଘର ମାଲିକ ପ୍ରତିବାଦ କରିବାକୁ ତାଙ୍କୁ ମଧ୍ୟ ମାଡ଼ ମାରିଛି। … Read More
କ୍ୟାପିଟାଲ ଥାନା ଅଧିକାରୀଙ୍କ ଅଡ଼ିଓ କ୍ଲିପ ଭାଇରାଲ,ଖଣ୍ଡା ଯୋଗାଡ କରିବାକୁ କହୁଛନ୍ତି
ଭୁବନେଶ୍ୱର:-କମିଶନରେଟ ପୁଲିସର କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ଏକ ଅଡ଼ିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି । ଅଡିଓରେ ଥାନା ଅଧିକାରୀ ଶ୍ରୀଚକ୍ରବର୍ତ୍ତୀ ନିଲମ୍ବିତ ସବ-ଇନସ୍ପେକ୍ଟର ରାକେଶ ସାମଲ ସହ ପ୍ରାୟ ୨ମିନିଟ କଥା ହୋଇଛନ୍ତି । … Read More
କ୍ୱାରେନଟାଇନ ସେଂଟର ନାଁ ଗାଇଗୁହାଳ !! ୧୧ କେନ୍ଦ୍ରରେ ତାଲା ଝୁଲୁଛି
ବାଲିଅନ୍ତା:-ବାଲିଅନ୍ତା ବ୍ଲକ ଅଞ୍ଚଳରେ ଥିବା ୧୧ଟି କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ଆଉ କିଛି କେନ୍ଦ୍ର ଗୁହାଳ ଘର ପାଲଟିଛି। କେନ୍ଦ୍ରକୁ ଲାଗି ରହିଥିବା ପରିତ୍ୟକ୍ତ ଶ୍ରେଣୀଗୃହରେ ଗୃହପାଳିତ ପଶୁ ବନ୍ଧା ଯାଉଛନ୍ତି। ଜାଳେଣୀ ରଖାଯାଉଛି। ସଂଗରୋଧ କେନ୍ଦ୍ର ସାମ୍ନାରେ ଗୋବର … Read More
କାଲି ଭୁବନେଶ୍ୱରରୁ ଦିଲ୍ଲୀ ଚାଲିବ ରେଳ: ଟ୍ରେନରେ ଆସୁଥିବା ଲୋକ ଗାଇଡଲାଇନ ମାନିବାକୁ ବାଧ୍ୟ
ଭୁବନେଶ୍ୱର:-ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ ଚଳାଚଳ ପ୍ରସଙ୍ଗରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରସ୍ତୁତ ହେବ ଗାଇଡଲାଇନ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମିଜିକ ଦୂରତା ମାନିବେ । ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ … Read More
ଦୁବେଇରୁ ପ୍ରବାସୀ ଓଡିଆଙ୍କୁ ନେଇ ବିମାନ ସିଧାସଳଖ ଆସିବ ଭୁବନେଶ୍ୱର
ଭୁବନେଶ୍ୱର – ୧୭୯ ଜଣ ଯାତ୍ରଙ୍କୁ ନେ଼ଇ ଦୁବାଇରୁ ବାହାରିବା ସ୍ୱତନ୍ତ୍ର ବିମାନ.ଆସଂନ୍ତା ୧୪ ତାରିଖରେ ଆବୁଧାବି ରୁ ସିଧସଳଖ ଆସି ଭୁବନେଶ୍ୱର ରେ ପହଞ୍ଚିବ. କୋରୋନ ମହାମାରୀ ସମୟରେ ଫସି ଥିବା ଓଡିଆଙ୍କ ପାଇଁ ବନ୍ଦେ ଭାରତ ମିଶନ ଜରୀଆରେ … Read More










