କଲେଜ ଛାତ୍ରଙ୍କୁ ଛୁରାମା

ଭଦ୍ରକ:-ୱେଲକମ ଫଙ୍କସନକୁ ନେଇ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ପୁଣି ଛୁରାମାଡ଼ କରିଛନ୍ତି ଜଣେ ଅଣଛାତ୍ର। ଏହି ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଇଞ୍ଜିନିୟରିଂ କଲେଜୱେଲକମ ଫଙ୍କସନକୁ ନେଇ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ପୁଣି ଛୁରାମାଡ଼ … Read More

ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା,ଟଙ୍କା ଲୁଟ୍‌

ଭୁବନେଶ୍ୱର:-  ନୂଆପଲ୍ଲୀ ଥାନା ଅଞ୍ଚଳରେ ଲୁଟ୍‌ପାଟ ହୋଇଛି । ବନ୍ଧୁକ ଦେଖାଇ ଏକ ଦମ୍ପତ୍ତିଙ୍କ ଠାରୁ ସୁନା ଗହଣା ଏବଂ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ ନୂଆପଲ୍ଲୀ ଥାନା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ … Read More

ପାପୁଲିରେ ‘ଆଇ ଲଭ ୟୁ ମଞ୍ଜୁ ଲେଖି ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ବରଗଡ଼ :- ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଆଉ ହାତରେ ଲେଖିଛନ୍ତି ଆଇ ଲଭ ୟୁ ମଞ୍ଜୁ । ମୃତ କଏଦୀ ଜଣଙ୍କ ସୋହେଲା ଥାନା ପେଟୁପାଲି ଗାଁରେ ୩୫ ବର୍ଷୀୟ ମୋହିତ ରାଉତ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା … Read More

ମଡେଲ୍‌ ସୌମ୍ୟ ଆତ୍ମହତ୍ୟା ମାମଲା: ଡିସିପିଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର :- ସୌମ୍ୟ ଆତ୍ମହତ୍ୟା ଘଟଣାକୁ ତିନିମାସ ପୁରିଲାଣି । ହେଲେ ସୌମ୍ୟ ଯାହାପାଇଁ ଆତ୍ମହତ୍ୟା କରିଛି ସେ ଆଜି ପର୍ଯ୍ୟନ୍ତ ଆଇନର କାଠଗଡାକୁ କାହିଁକି ଆସିନାହିଁ । ଏ ସମ୍ପର୍କରେ ସୌମ୍ୟଙ୍କ ପରିବାର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା … Read More

ବିବାହର ଦୁଇ ଦିନ ପୂର୍ବରୁ ମିଳିଲା ଶିକ୍ଷକଙ୍କ ମୃତଦେହ,

ବରଗଡ଼,:- ଗତକାଲି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା ଗ୍ରାମ ରାଞ୍ଜ ଜୋର ପୋଲ ତଳୁ ଜଣେ ଯୁବତୀଙ୍କ ଶବ ମିଳିଥିଲା । ତେବେ ଉକ୍ତ ଯୁବତୀ ଜଣକ ବରପାଲି ବ୍ଲକ ରକସା ପଞ୍ଚାୟତ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି … Read More

ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବନସଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ସଦର ମହକୁମାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ … Read More

ବାଟରେ ଜଗିଥିଲା ଟ୍ରକ୍, ଧକ୍କାରେ ନନ୍ଦିନୀଙ୍କ ମୃତ୍ୟୁ

ନିମାପଡ଼ା:-ସକାଳୁ ସ୍କୁଲକୁ ଯାଇଥିବା ଝିଅର ଫେରିବା ବାଟକୁ ଚାହିଁରହିଥିଲେ ପରିବାର ଲୋକ  । କିନ୍ତୁ ବିଧାତାର ବିଧାନ କିଛି ଅଲଗା ଥିଲା  । କିଏ ଜାଣିଥିଲା ଝିଅ ଆଉ ଫେରିବନି ବୋଲି ? ଖୁସି ମିଜାଜର ନନ୍ଦିନୀ ଯେ, ଆଜି ସ୍କୁଲରୁ … Read More

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ,

କଟକ:-ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ପ୍ରଶାନ୍ତଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ୭ ଦିନ ପରେ ପୁଣି ଅଦାଲତରେ ହାଜର … Read More

ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା

ଭୁବନେଶ୍ୱର:-ରାତିର ଅନ୍ଧକାରରେ ରାଜଧାନୀରେ ମାତିଲେ ଲୁଟେରା। ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏପରି ଘଟଣା ଶତାବ୍ବୀ ନଗରରେ ଘଟିଥିବା ବେଳେ ଜଣେ ଜୁଏଲରୀ ମାଲିକଙ୍କ ନିକଟରୁ ପ୍ରାୟ ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର … Read More

ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର:-ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ମେଡିକାଲ୍ କଲେଜ ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ନାଁ … Read More