ଅର୍ଚ୍ଚନାଙ୍କ ଦସ୍ତଖତ ଆଣିଲା ଖଣ୍ଡଗିରି ପୁଲିସ

ଭୁବନେଶ୍ୱର:-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପୁଲିସକୁ ଦେଲେ ସ୍ପେସିମେନ ସିଗ୍ନେଚର । ଝାରପଡା ଜେଲରୁ କମିସନରେଟ ପୁଲିସ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କରିଛି । ଅର୍ଚ୍ଚନା ନାଗଙ୍କୁ ଗିରଫ ପରେ ତାଙ୍କ ଘରୁ ଜବତ ହୋଇଥିବା ଡାଏରୀରେ ଥିବା ହାତଲେଖା କାହାର, … Read More

ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ମାଗିବା ମାମଲା, ଅର୍ଚ୍ଚନାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୁଲିସ

ଭୁବନେଶ୍ୱର :- ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରି ୩କୋଟି ମାମଲା ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ୫୦୧ ପୃଷ୍ଠାର ଚାର୍ଜସିଟ୍ ପୁଲିସ ଜେଏମ୍‌ଏଫସି-୩କୋର୍ଟରେ ପୁଲିସ ଦାଖଲ କରିଛି । ଦଫା ୩୮୪, ୩୮୫, … Read More

ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ !

ବଲାଙ୍ଗିର :- କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ। ସେ କହିଛନ୍ତି, … Read More

୫ ଘଣ୍ଟାର ହାଇଡ୍ରାମା ପରେ ହୋର୍ଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରାଯାଇଛି

ଭୁବନେଶ୍ୱର:- ଶିଶୁ ଭବନ ଛକ ନିକଟସ୍ଥ ଏକ ହୋର୍ଡିଂ ଉପରୁ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ ନିଆଯାଇଛି। ସେଠାରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।bମୁଖ୍ୟମନ୍ତ୍ରୀ ନବୀନ … Read More

ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା,ଭିଜିଲାନ୍ସ ଇତିହାସରେ ଗୟା ହେଉଛନ୍ତି ଚତୁର୍ଥ ବ୍ୟକ୍ତି

ଭୁବନେଶ୍ୱର:-ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍‌କଲ୍‌ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ … Read More

ଫରେଷ୍ଟ ରେଞ୍ଜ ଅଫିସରଙ୍କ ୨.୪୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର :-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ବୁଧବାର କଳାହାଣ୍ଡି ଜିଲ୍ଲା କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ମୋଟ ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ୨.୪୫ … Read More

-୩ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍ ଦଣ୍ଡ,-ଇନ୍ଦ୍ରlବତୀ ପକଳ୍ପ ନାଁରେ ମିଥ୍ୟ ବିଲ୍ କରି ଟଙ୍କା ହଡପ କରିଥିଲେ

ଭୁବନେଶ୍ୱର:- ଅପର ଇନ୍ଦ୍ରାବତୀ ପ୍ରକଳ୍ପରେ ଜାଲିଆତି କରିବା ମାମଲାରେ ୩ଅଧିକାରୀଙ୍କୁ ଜୟପୁର ଭିଜିଲାନ୍ସ କୋର୍ଟ ସଜା ଶୁଣାଇଛନ୍ତି । ସେମାନଙ୍କୁ ୩ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରୀମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ … Read More

-ଆରବିଆଇରୁ ୨୦ ହଜାର ଟଙ୍କା ଚୋରି, ଚୋରି ପଛରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ହାତ

ଭୁବନେଶ୍ୱର,୨୧ ।୧୨:  ଆରବିଆଇରୁ ୨୦ ହଜାର ଟଙ୍କା ଚୋରି ହୋଇଛି । ଟଙ୍କା ଅନ୍ୟ ବ୍ୟାଙ୍କ୍‌କୁ ଯିବା ପୂର୍ବରୁ ତାହା ଗଣାଯିବା ସମୟରେ ଏଭଳି ଚୋରି ହୋଇଥିବା ଜଣାପଡିଥିଲା । ଆରବିଆଇର ଆସିଷ୍ଟାଣ୍ଟ ଜିଏମ୍ ତଥା କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠି … Read More

ସାଵଧାନ ଷ୍ଟେସନବଜାର ମଦ ମାଫିଆ, ବୁଲୁଛି ଥାନା ଅଧିକାରୀଙ୍କ ଖଣ୍ଡା, ଦୁଇ ବେପାରୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର:(ଆମ ପ୍ରତିନିଧି)-ସାଵଧାନ ଷ୍ଟେସନ ବଜାର ମଦ ମାଫିଆ। ବୁଲୁଛି ଲଷ୍ମୀସାଗର ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ ଖଣ୍ଡା। ଆଉ ବରଦାସ୍ତ କରାଯିବନି। ଯେତିକି ବିକିଲ ବହୁତ ହୋଇଗଲା। ଚୋରା ମଦ ବିକିଲେ ଝାରପଡା ଜେଲକୁ ଯିବାକୁ ପଡ଼ିବ। ଏଭଳି ଭାବରେ … Read More

ଡିସିପିଙ୍କ ବୋପା ମୋ ପକେଟରେ, ମୋର ସେ ଛୋ……

ଭୁବନେଶ୍ୱର:(ବ୍ୟୁରୋ)- ବହୁ ଚର୍ଚ୍ଚିତ ଲଷ୍ମୀସାଗର ଥାନା ଏସିପି ଅଫିସରେ ଥିବା asiଙ୍କ କଳାକରନାମା ପଦାରେ ପଡୁଛି। ହେଲେ ବାବୁ ଜଣଙ୍କର କାହାରୀଙ୍କୁ ଭୟ ନାହିଁ। ନା ଏସିପିଙ୍କୁ ଅଛି, ନା ଡ଼ିସିପିଙ୍କୁ ଅଛି। ତାଙ୍କର ଦ୍ରୁନୀତି ସମ୍ପର୍କରେ ଖବର ନେସନ ବାଇଟରେ … Read More