ଯୁବତୀ ପ୍ରେମ କଲା ବାୟା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେଲେ 20 ଲକ୍ଷ ସାଇବର ଠକେଇ

–ଚାଟିଂ ଏବଂ ଭିଡ଼ିଓ କଲକୁ ଭାଇରାଲ କରିବାର ଧମକ ଦେଇଥିଲେ ଭୁବନେଶ୍ବର,(ମୁଖ୍ୟ ):-ଯୁବତୀ ପ୍ରେମରେ ବାୟା ହୋଇ କଟକ ଜିଲ୍ଲା କୃଷି ଅଧିକାରୀ 20 ଲକ୍ଷ ସାଇବର ଠକାମୀର ଶିକାର ହୋଇଛନ୍ତି l ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ … Read More

ପୁଲିସର ବେତାର ବିଭାଗ ଭୂତ କୋଠି ପାଲଟିଲାଣି

–ନାହାନ୍ତି ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ବରିଷ୍ଠ ଅଧିକାରୀ -ଏଏସ୍ଆଇ ସାଜିଛନ୍ତି ଅଫିସିର ମାମଲତକାରୀ -ବିଧାନସଭାକୁ ଦିଆଯାଇଥିଲା ମିଥ୍ୟା ତଥ୍ୟ ଭୁବନେଶ୍ବର,(ମୁଖ୍ୟ ):- ରାଜ୍ୟ ପୁଲିସର ବେତାର ବିଭାଗ(କମୁନିକେସନ୍) ଏବେ ଅଚଳ ହୋଇପଡିଛି। କାରଣ ଏଠାରେ କୌଣସି ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ଆଇପିଏସଙ୍କୁ … Read More

ସ୍ଲାଇଡର ଝରକା ଥିବା ଘରକୁ ଟାର୍ଗଟେ କରୁଥିଲା ସ୍ପାଇଡର ଶକ୍ତି

ଭୁବନେଶ୍ୱର:(ମୁଖ୍ୟ)-ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି କଳାକନା ବୁଲାଇଥିଲା ସ୍ପାଇଡର୍ ମ୍ୟାନ୍। ସ୍ପାଇଡର ଭଳି ସେ ଘର ଉପରକୁ ଆଖି ପୁଛୁଳାକେ ଚଢି ଯାଉଥିଲା। ଫିଲ୍ମର ସ୍ପାଇଡର ମ୍ୟାନ୍ ଲୋକଙ୍କୁ ସହଯୋଗ କରୁଥିବା ବେଳେ ଗିରଫ ସ୍ପାଇଡର ଶକ୍ତି … Read More

ମୋ ବସକୁ ଦେଖିଲେ ଡର ଲାଗୁଛି

ଭୁବନେଶ୍ୱର:-ରାଜଧାନୀ ଭୁବନେଶ୍ବରରେ ସିରିଜ ଦୁର୍ଘଟଣା। ଦୁର୍ଘଟଣାଟି ରାଜମହଲ ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍ ଛକ ମଝିରେ ଘଟିଛି। ମୋ ବସ୍ ଧକ୍କାରେ ୪ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ୨ଟି ମୋ-ବସ୍ ଓ ୨ଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଥମେ ଏକ ଏସି … Read More

ପତ୍ନୀଙ୍କୁ ହତ୍ୟା କରି ପ୍ରେସର କୁକୁରରେ ସିଝାଇଲା ରାକ୍ଷସ ସ୍ୱାମୀ

ହାଇଦ୍ରାବାଦ:-ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ। ମୀରପେଟ୍‌ ଥାନା ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀ ଘଟାଇଛନ୍ତି ଏହି ବୀଭତ୍ସ କାଣ୍ଡ। ବଚସାରୁ ସ୍ତ୍ରୀକୁ ମାରି ଖଣ୍ଡଖଣ୍ଡ କରି କୁକର୍‌ରେ ରାନ୍ଧିଲା। ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ଜାନୁଆରୀ … Read More

ସହଦେବ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ମାଆ, ପୁଅ ଗଲେ କୁଆଡେ

ଭୁବନେଶ୍ୱର,(ମୁଖ୍ୟ):-ପୁଲିସ ମିତ୍ର ସହଦେବ ନାୟକ ହତ୍ୟା ଘଟଣାକୁ 14 ଦିନ ବିତିଛି। ଏହି ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ମାତ୍ର ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ ଛତ୍ରଛାୟାରେ ବସ୍ତିରେ ପତିଆରା ଜାହିର କରୁଥିବା ଖଳନାୟିକା ରମା ନାୟକ ଓ … Read More

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ,(ମୁଖ୍ୟ):-ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦୀଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍ । ଛୁରାମାଡ଼ରେ ଆହତ ହୋଇ ଲୀଳାବତିରେ ଚିକିତ୍ସିତ ହେଉଛନ୍ତି ସୈଫ୍ ।ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ … Read More

ପୋଲିସିଆ ସ୍ତ୍ରୀ ପାଇଁ ଅପରାଧ କରି ଖସି ଯାଉଛନ୍ତି ଟୁନା ଏବଂ ତାର ଗ୍ୟାଙ୍ଗ

ଭୁବନେଶ୍ୱର,(ମୁଖ୍ୟ):-ମହିଳା ପୁଲିସ ବାହୁତଳେ ଲୁଚି ରହି ବମିଖାଲର ଅପରାଧି ଟୁନା ଜେନା ତାର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି। କେବଳ ଟୁନା ନୁହେଁ ତାର ସହଯୋଗୀ ବିଶ୍ବଜିତ ପୁହାଣ, ଅନିଲ ପୁହାଣ ବମିଖାଲରେ ଅପରାଧିକ କାୟା ମେଲାଇ ଚାଲିଛନ୍ତି। ସେମାନେ … Read More

ପୋଲିସ ମିତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ମହିଳା ସମେତ ୫ ଗିରଫ

ଭୁବନେଶ୍ୱର(ମୁଖ୍ୟ):- ପୋଲିସ ମିତ୍ର ସହଦେଵ ନାୟକ ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ମିଳିଛି ସଫଳତା| ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା 2 ମହିଳାଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ପ୍ରାଥମିକ … Read More

କମିଶନରେଟ ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ, ଖଣ୍ଡାରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲେ

ଭୁବନେଶ୍ୱର(ମୁଖ୍ୟ):-ରାଜଧାନୀରେ ଭୁଶୁଡି ଗଲାଣି ଆଇନଶୁଙ୍ଖଳା ବିଗିଡି ଗଲାଣି l କମିଶନରେଟ ପୋଲିସକୁ ଅପରାଧୀଙ୍କ ଭୟ ନାହିଁ| ଯାହାକୁ ପାଇଲେ ହାଣିଲେ,ଯାହାକୁ ପାଇଲେ ହତ୍ୟା କଲେ| ଆଜିଠୁ ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ … Read More