ପତ୍ନୀଙ୍କୁ ହତ୍ୟା କରି ପ୍ରେସର କୁକୁରରେ ସିଝାଇଲା ରାକ୍ଷସ ସ୍ୱାମୀ
ହାଇଦ୍ରାବାଦ:-ସ୍ତ୍ରୀକୁ ମାରି କୁକର୍ରେ ରାନ୍ଧିଲା ସଇତାନ ସ୍ବାମୀ। ମୀରପେଟ୍ ଥାନା ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀ ଘଟାଇଛନ୍ତି ଏହି ବୀଭତ୍ସ କାଣ୍ଡ। ବଚସାରୁ ସ୍ତ୍ରୀକୁ ମାରି ଖଣ୍ଡଖଣ୍ଡ କରି କୁକର୍ରେ ରାନ୍ଧିଲା। ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ଜାନୁଆରୀ … Read More










