ଡିସିିପିଙ୍କ ପଲିସ୍‌କୁ ପୁଲିସ ଡିଜିଙ୍କ ପ୍ରଶଂସା,ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲାରେ ଲାଗୁ ପାଇଁ ପ୍ରସ୍ତାବ

ଭୁବନେଶ୍ୱର :-ଗତ କିଛି ମାସ ହେବ କମିସନରେଟ ପୁଲିସର ବିଭିନ୍ନ ଥାନାରେ ଥିବା ସ୍ପେଶାଲ ସ୍କ୍ୱାଡ୍ ଟିମ୍ ଉତ୍ତମ ପ୍ରଦର୍ଶନ କରିଛି । ଯେଉଁଥି ପାଇଁ ଡିଜିପି ଅଭୟ ସ୍ପେଶାଲ ସ୍କ୍ୱାଡ୍ ଟିମ୍‌କୁ ପ୍ରଶଂସା କରିଛନ୍ତି । ଶନିବାର ଡିଜିପି କ୍ୟାମ୍ପ … Read More

ଚଞ୍ଚକତା କରି ବିବାହ କଲେ ଯୁବତୀ,ସଂଗୀତ ପ୍ରମୋଟ କରିବା ଆଳରେ କରାଇ ନେଲେ ଦସ୍ତଖତ

ଭୁବନେଶ୍ୱର:- ସଂଗୀତ ପ୍ରମୋଟ ଆଳରେ ଜଣେ ଏମ୍‌ବିଏ ଛାତ୍ରଙ୍କୁ ବାଲେଶ୍ୱରର ଜଣେ ଯୁବତୀ ଚଞ୍ଚକତା କରି ବିବାହ କରିଛନ୍ତି । ଭୁବନେଶ୍ୱର ସବ୍‌-ରେଜିଷ୍ଟେସନ ଅଫିସରେ ପହଞ୍ଚିବା ପରେ ଯୁବକ ଜଣଙ୍କ ବିବାହ ସଂମ୍ପର୍କରେ ଜାଣି ଚକିତ ହୋଇଯାଇଥିଲେ । କିନ୍ତୁ ସେତବେଳକୁ … Read More

କରୋନା କାଳରେ ସାଇବର କ୍ରିମିନାଲ୍‌ ମାତିଛନ୍ତି

ଭୁବନେଶ୍ୱର:-ମହାମାରୀ କରୋନା କାଳରେ ସାଇବର କ୍ରିମିନାଲ୍‌ ମାତିଛନ୍ତି। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି ସାଇବର କ୍ରିମିନାଲ। ସେମାନଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଡିଜିପି ଅଭୟ। ସେ କହିଛନ୍ତି-“ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ … Read More

ଅସହ୍ୟ ହେଲା ସ୍ୱାମୀର ଅତ୍ୟାଚାର, ୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିଦେଲା ମାଆ

ଭଦ୍ରକ: ସହି ପାରିଲେନି ସ୍ୱାମୀର ଅତ୍ୟାଚାର, ଗାଡ଼ି ଆଗକୁ କଅଁଳ ଛୁଆକୁ ଫିଙ୍ଗିଦେଲା ମାଆ । ଏଭଳି ଏଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ବିଳମ୍ବିତ ରାତିରେ ଚାରିଘରିଆ ନିକଟ ମୁଣ୍ଡାସାହି ରାସ୍ତାରେ ଜଣେ ମହିଳା ସ୍ୱାମୀଙ୍କ ସହ ମନୋମାଳିନ୍ୟକୁ ନେଇ … Read More

ପୁରୀ ମଙ୍ଗଳାଘାଟରେ ଛୁରାମାଡରେ ନାବାଳିକା ଗୁରୁତର

ପୁରୀ  :- ପୁରୀ ମଙ୍ଗଳାଘାଟରେ ଅଭାବନୀୟ ଘଟଣା । ଜଣେ ନାବାଳିକାକୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭଡାଟିଆକୁ ଘରଭଡା ମାଗିବାରୁ ଭଡାଟିଆ ଆକ୍ରମଣ କରିଥିବା … Read More

ଶୋଇଥିବା ବେଳେ ଯୁବକଙ୍କ ଗଳା କାଟିଲେ ଦୁର୍ବୃତ୍ତ

କଳାହାଣ୍ଡି: ଅଭାବନୀୟ ଘଟଣା । ଯୁବକଙ୍କ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା  ଅଭିଯୋଗ । ଘର ସାମ୍ନାରେ ରାତିରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ଅତି ନିର୍ମମ ଭାବେ ମୁଣ୍ଡ ଗଣ୍ଠି ଅଲଗା … Read More

ପୁରୀ ପୁଲିସର ଗୁଣ୍ଡାରାଜ: ଧରିତ୍ରୀର ସାମ୍ବାଦିକଙ୍କୁ ପିଟିଲେ

ଭୁବନେଶ୍ୱର:- ଏଭଳି ମହାମାରୀ ସମୟରେ ପୁଲିସ ଲୋକଙ୍କୁ ସେବା ଯୋଗାଇ ପ୍ରଶଂସିତ ହେଉଛନ୍ତି । ଏପରିକି ଗରିବଙ୍କୁ ଖାଇବାକୁ ଦେବା ସହ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଛି । କିନ୍ତୁ ପୁଲିସ ବିଭାଗର କେତେକ ହାତ ଗଣତି … Read More

ବିଲେଇ ଛୁଆକୁ କୁକୁର ମୁହଁକୁ ଫିଙ୍ଗିବା ମହଙ୍ଗା ପଡ଼ିଲା: ବ୍ୟାଙ୍କ୍ କର୍ମଚାରୀଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର: ଛୁଆ ବିଲେଇକୁ ମାରି କୁକୁର ମୁହଁକୁ ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ବର ପ୍ରଶାନ୍ତ ବିହାର ଅଂଚଳର ମୁରଲୀଧର ବେହେରା । ଗତ ୧୩ ତାରିଖରେ ଛୁଆ ବିଲେଇକୁ ମାଡ଼ ମାରିବା ସହ ବୁଲା କୁକୁରଙ୍କ ମୁହଁକୁ ଫିଙ୍ଗିଥିଲେ ମୁରଲୀ । … Read More

ଅପରାଧୀଙ୍କ ପାଇଁ ବ୍ଲକିଂ ହେଉଛି କାଳ, ଯାଞ୍ଚ ବେଳେ ଧରାପଡ଼ିଲେ ୩ଅପରାଧୀ, ବନ୍ଧୁକ, ଗୁଳି ଜବତ

ଭୁବନେଶ୍ୱର :- ଅପରାଧୀଙ୍କ ପାଇଁ ନାଇଟ୍ ବ୍ଲକିଂ କାଳ ସାଜିଛି । ଦିନରେ ଲକ୍‌ଡାଉନ୍ ପାଇଁ ସହରରେ ପୁଲିସର ଗହଳି ରହୁଛି । ତେଣୁ ଅପରାଧୀ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । କିନ୍ତୁ ରାତିରେ ସେମାନେ ଅପରାଧ ଘଟାଇବା ପାଇଁ … Read More

ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କୁ ଟୀକାକରଣ,୧୧ଶହ କଏଦୀଙ୍କୁ ଡବଲ ଡୋଜ, ୭୨୮ କଏଦୀଙ୍କୁ ସିଙ୍ଗିଲ ଡୋଜ

ଭୁବନେଶ୍ୱର,:-ଦ୍ରୁତ ଗତିରେ ବଢୁଥିବା କୋଭିଡ଼ ସଂକ୍ରମଣକୁ ରୋକି ହେବ ସେଥିଲାଗି ଜେଲ ବିଭାଗ ବିଭିନ୍ନ ବ୍ୟବସ୍ଥା କରୁଛି । ସୁପ୍ରିମ୍‌କୋଟ;ଙ୍କ ନିର୍ଦ୍ଦେଶକ୍ରମେ ୨୨୬ଜଣ କଏଦୀଙ୍କୁ ତୁରନ୍ତ ପାରେଲୋରେ ଛଡ଼ାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଖୁବ୍ ଶୀଘ୍ର ଅନ୍ୟ କଏଦୀମାନଙ୍କୁ … Read More