ବୀରଭୂମି ହିଂସା: ସିବିଆଇ ଏଫଆଇଆରରେ ୨୧ ଜଣଙ୍କ ନାଁ

କୋଲକାତା: ପଶ୍ଚିମବଙ୍ଗର ଭୀରଭୂମି ନରସଂହାର ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ମାର୍ଚ୍ଚ ୨୨ରେ ଜିଲ୍ଲାର ବୋଗଟୁଇ ଗାଁରେ କିଛି ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୮ ଜଣ ଜୀବନ୍ତ ଜଳିଯାଇଥିଲେ। ଏବେ ସିବିଆଇ ତଦନ୍ତ ଦାୟିତ୍ୱ ହାତକୁ … Read More

ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ପିପିଲି: ରାଜରାସ୍ତାରେ କଟାମୁଣ୍ଡ ରଖି ସ୍ଥାନୀୟ ଲୋକ ରାସ୍ତାରୋକ । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି … Read More

କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୩ ଗିରଫ

ଭୁବନେଶ୍ୱର :-ବ୍ରାଉନ୍‌ସୁଗର ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ହଠାତ୍‌ ଚଢ଼ଉ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହିତ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି ଏସ୍‌ଟିଏଫ୍‌। ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଗିଚା ବଜାର … Read More

ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌

ଭୁବନେଶ୍ୱର:-ଅପହୃତ ଯୁବକକୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ଅପହରଣରେ ଶିକାର ହୋଇଥିବା ଯୁବକକୁ କାହିଁକି ଗିରଫ ହେଲା ପୁଲିସ୍‌? ଏହାର କାରଣ ଜାଣିବାକୁ ହେଲେ ପୂରା ଘଟଣାକୁ ଜାଣିବାକୁ ପଡ଼ିବ।ପୂରା ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା … Read More

ବମିଖାଲରେ ଖଣ୍ଡା ବୁଲାଇଲେ ମାମୁଁ-ଭଣଜା, ବାଲି ମାଫିଆ ଚାପରେ ମାମଲାକୁ ରଫାଦଫା କରୁଥିଲେ ଏସ୍‌ଆଇ

ଭୁବନେଶ୍ୱର:-ପୁଲିସ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସଦାବେଳେ ଗୁରୁତ୍ୱ ଦିଆଯାଉଛି । ହେଲେ ଲକ୍ଷ୍ମୀସାଗର ଥାନାରେ ଏହାର ଓଲଗା ଦେଖିବାକୁ ମିଳିଛି । ଜଣେ ବାଲିମାଫିଆଙ୍କ ଚାପରେ ଆସି ଥାନାର ଜଣେ … Read More

ଖଣ୍ଡଗିରିର ପ୍ରଫୁଲ ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ: ରାତିରେ କୃଷ୍ଣ ବେଶରେ ସଜେଇ ହୋଇ ମହିଳାଙ୍କୁ ନିର୍ଯାତନା

ଭୁବନେଶ୍ୱର:-ଖଣ୍ଡଗିରି ସ୍ଥିତ ଜଣେ ବାବାଙ୍କ ନାଁରେ ଆସିଛି ବଳାକ୍ରାର ଅଭିଯୋଗ । ଏହି ବାବାଙ୍କ ନା ହେଉଛି ପ୍ରଫୁଲ କୁମାର ଦାସ । ସେ ତାଙ୍କ ଆଶ୍ରମରେ ବଳାକ୍ରାର କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ଏହି ବାବା ଜଣଙ୍କ … Read More

ଓଡ଼ିଶାରୁ କୋଟି କୋଟି ଟଙ୍କା ଠକି ପଶ୍ଚିମବଙ୍ଗରେ ଛପିଥିଲା, ଗିରଫ କରିଛି EOW

ଭୁବନେଶ୍ୱର:-ଓଡ଼ିଶାରେ କୋଟି କୋଟି ଟଙ୍କା ଠକେଇ କରି ପଶ୍ଚିମବଙ୍ଗରେ ଛପି ରହିଥିଲା ଚିଟ୍‌ଫଣ୍ଡ ଠକ। ଦୀର୍ଘ ଦିନର ଲୁଚକାଳି ପରେ ଜାଲରେ ପଡ଼ିଛି ଚିଟ୍‌ଫଣ୍ଡ ଠକ। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଚିଟ୍‌ଫଣ୍ଡ କମ୍ପାନୀ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ର … Read More

ହୀରାନୀଳା କଲେଜର ପୂର୍ବତନ ଅଧ୍ୟକ୍ଷ ଗିରଫ

ଭବାନୀପାଟଣା:-କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ ଥିବା ହୀରାନୀଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ରମେଶଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। କଳାହାଣ୍ଡି … Read More

ଭୋ ଭୋ ହୋଇ କାନ୍ଦୁଛନ୍ତି ନକଲି ଡାକ୍ତର : ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର: ସାମ୍ନାକୁ ଆସିଲା ରମେଶ ସ୍ୱାଇଁଙ୍କ କାନ୍ଦ ଭିଡିଓ । ଠକେଇ ଶିକାର ହୋଇଥିବା ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କରୁଥିଲା ଅସୁସ୍ଥ ନାଟକ । ରିମାଣ୍ଡରେ ଭୂଆଁ ବୁଲାଥିବା ବେଳେ ମିଛ ଧରିବାକୁ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ … Read More

ମହାକାଳପଡ଼ା ଗୁଳିକାଣ୍ଡ ପଛରେ ପ୍ରେମ ସମ୍ପର୍କ ,ସୁପାରୀ କିଲର ଭୁଲରେ ମାରି ଦେଇଥିବା ଚର୍ଚ୍ଚା

ମହାକାଳପଡା :-ମହାକାଳପଡା ଗୁଳିକାଣ୍ଡ ମାମଲାର ତଦନ୍ତ ଆଗେଇବା ସହ ନୂଆ ନୂଆ କଥା ସାମନାକୁ ଆସୁଛି । ଗୁଳିକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିବା ସୂଚନା ମିଳିଛି । ପୁଅ ଶୁଭକେଶଙ୍କୁ ମାରିବାକୁ ଆସିଥିିବା ସୁପାରୀ କିଲର ଭୁଲରେ ତାଙ୍କ ବାପାଙ୍କୁ … Read More