ଡିମ୍ପଲଙ୍କୁ ଶ୍ୱଶୁର ଘରେ ପ୍ରବେଶ କଲେ ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର: ବାଦ ବିବାଦ ପରେ ଶେଷରେ ଶ୍ୱଶୁର ଘରେ ପ୍ରବେଶ କଲେ ଡିମ୍ପଲ  । ଦିନ ସମୟରେ ତପସ୍ୱିନୀ ଘରେ ରହିବା ପ୍ରସଙ୍ଗ ଠିକଠାକ୍ ଥିବାବେଳେ ଅପରାହ୍ମରେ ବିଗିଡିଯାଇଥିଲା ସ୍ଥିତି । କୋର୍ଟ କେବଳ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିଥିବାବେଳେ … Read More

ସୁନ୍ଦରପଦା ଦୀପୁ ହତ୍ୟାକାଣ୍ଡ ମାମଲା : କୋର୍ଟରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ଭୁବନେଶ୍ବର:- ସୁନ୍ଦରପଦା ଦୀପୁ ହତ୍ୟାକାଣ୍ଡ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ଭିକି ମାଳିଆ ଓ ସୁଜିତ ମଳିଆ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଗତ ଡିସେମ୍ବର ୩୧ ତାରିଖ ରାତିରେ ସୁନ୍ଦରପଦାର ଦୀପକ ରାଉତଙ୍କୁ ଏମାନେ … Read More

ରାଜଧାନୀରେ ଚାଞ୍ଚଲ୍ୟ: ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ

ଭୁବନେଶ୍ବର: -ନୂଆବର୍ଷ ଆରମ୍ଭରୁ ଆତଙ୍କ ଖେଳାଇଛନ୍ତି ଅପରାଧୀ । ରାଜଧାନୀରେ ଲୁଟ୍ ପାଟ, ଆକ୍ରମଣ, ଛିନତାଇ, ରାହାଜାନୀ ମଧ୍ୟ ବଢିବାରେ ଲାଗିଛି । ଅପରାଧୀମାନଙ୍କ ଅପରାଧରେ ଲଗାମ ଲାଗୁନଥିବା ବେଳେ ଅପରାଧ ବି ବଢୁଛି । ଦିନ ଦ୍ୱିପ୍ରହରରେ ଲୁଟ। ଭୁବନେଶ୍ଵର … Read More

ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ୯୫ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

କଟକ: ଇନସ୍ୟୁରାନ୍ସ ଏଜେଣ୍ଟ ବୋନସ ଦେବାକୁ କହି ଠକି ନେଲେ ୯୫ ଲକ୍ଷ ଟଙ୍କା । ଠକେଇର ଶିକାର ହୋଇଛନ୍ତି ଜଣେ ପୂର୍ବତନ ସେନା ଅଧିକାରୀ । ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ସାଇବର ଠକ ନେଇଛନ୍ତି ପ୍ରାୟ ଏକ କୋଟି ଟଙ୍କା । … Read More

ମା’ ସାଜିଲା ହତ୍ୟାକାରୀ : ୨ ମାସର ଶିଶୁକୁ ମାରି କୂଅରେ ଦେଲା ଫିଙ୍ଗି

ମାର୍ଶାଘାଇ  : -ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ । ଜନ୍ମ କଲା ମାଆ ମାରିଦେଲା ଦୁଇ ମାସର ନିଷ୍ପାପ ଶିଶକୁ । ମାରିବା ପରେ ଶିଶୁକୁ ଘର ନିକଟ କୂଅରେ ପକାଇଦେଇଥିଲା ମାଆ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି … Read More

ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଆସିଥିବା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଭୁବନେଶ୍ୱର:-ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରୁ ଅଳ୍ପ ଦୂରରେ ହିଁ ଯୁବତୀଙ୍କ ଘର । ମାସକ ତଳେ ବାପା, ମା ଦାଦନ ଖଟିବାକୁ ବାହାରକୁ … Read More

ସାଇବର ଠକ ଟାର୍ଗେଟରେ କ୍ରାଇମବ୍ରାଞ୍ଚ ଏଡିଜି, ମେସେଜ ପଠାଇ ମାଗିଲେ ଟଙ୍କା

ଭୁବନେଶ୍ୱର:- ସାଇବର ଠକଙ୍କ ଟାର୍ଗେଟରେ ଆଇପିଏସ ଅଫିସର।  ପୂର୍ବରୁ ଆକୁ ତାକୁ ଠକୁଥିଲେ। ଏବେ ସିଧା ଟାର୍ଗେଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ। ଏଡିଜି କ୍ରାଇମବ୍ରାଞ୍ଚ ସଞ୍ଜୀବ ପଣ୍ଡାଙ୍କୁ ମେସେଜ୍‌ ପଠାଇ ମାଗିଛି ଟଙ୍କା। ଓକାକ ସାଇବରଫ୍ରଡ୍‌ ମାମଲାରେ ଫେରାର ଥିବା ଅଭିଯୁକ୍ତ ଏହି … Read More

୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି:- ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।  SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର  । ସବିତା ନାଁରେ … Read More

ବିଦ୍ୟାଭାରତୀଙ୍କ ନିକଟରୁ ସବୁ ସତ ବାହାରିବ:ପୁଲିସ

ପାରଳାଖେମୁଣ୍ଡି :-ଏସିଏଫ୍ ସୌମ୍ୟରଞ୍ଜନଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟଣାରେ ଅଧତ୍କ ତଦନ୍ତ ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୁଲିସ ଟିମ୍ । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସର ୬ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ବାପଘର କପ୍ତିପଦା … Read More

ଓଡ଼ିଶା ପୋଲିସରେ ୪୭୭ SI ପଦବୀ ପାଇଁ ଲକ୍ଷେ ୩୨ ହଜାରରୁ ଅଧିକ ଆବେଦନ

ଭୁବନେଶ୍ୱର: ପ୍ରଥମଥର ପାଇଁ କିନ୍ନର ହେବେ ପୋଲିସ । ଓଡ଼ିଶା ପୋଲିସରେ ୪୭୭ ଏସ୍ଆଇ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ବାହାରିଥିଲା । ଆବେଦନର ଶେଷ ତାରିଖ ସୁଦ୍ଧା ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆପ୍ଲାଏ କରିଛନ୍ତି । ୯୭ … Read More