ବନ୍ଦ କକ୍ଷରେ ସିଗାରେଟ୍ ଧୂଆଁ ଭଳି ବ୍ୟାପୁଛି କରୋନା
ୱାସିଂଟନ:- ଭାରତରେ କରୋନା ଭାଇରସ ମହମାରୀ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଭାରତରେ ବ୍ୟାପୁଥିବା ସଂକ୍ରମଣ ବାୟୁଜନିତ ବୋଲି କହଛନ୍ତି। ତେବେ ଏହାର ଅର୍ଥ ନୁହେଁ ଭୂତାଣୁ ନିଶ୍ୱାସରେ ଲୋକଙ୍କୁ ଆକ୍ରାନ୍ତ କରିବ। ଏ ନେଇ ୟୁଏସ୍ … Read More