ହିଂସା ଉସୁକାଇବା ଅଭିଯୋଗ, ବିଜେପିର ମିଥୁନ ଚକ୍ରବର୍ତ୍ତୀ ଓ ଦିଲୀପ ଘୋଷଙ୍କ ବିରୋଧରେ FIR ରୁଜୁ

କୋଲକାତା:-କୋଲକାତା ପୋଲିସ ତୃଣମୂଳ କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଓ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ୨ ଦିନ ପୂର୍ବେ ଟିଏମସି କାର୍ଯ୍ୟକର୍ତ୍ତା ମୃତ୍ୟୁଞ୍ଜୟ ପାଲ୍ ଅଭିଯୋଗ କରିଥିଲେ … Read More

ବନ୍ଦ କକ୍ଷରେ ସିଗାରେଟ୍ ଧୂଆଁ ଭଳି ବ୍ୟାପୁଛି କରୋନା

ୱାସିଂଟନ:- ଭାରତରେ କରୋନା ଭାଇରସ ମହମାରୀ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଭାରତରେ ବ୍ୟାପୁଥିବା ସଂକ୍ରମଣ ବାୟୁଜନିତ ବୋଲି କହଛନ୍ତି। ତେବେ ଏହାର ଅର୍ଥ ନୁହେଁ ଭୂତାଣୁ ନିଶ୍ୱାସରେ ଲୋକଙ୍କୁ ଆକ୍ରାନ୍ତ କରିବ। ଏ ନେଇ ୟୁଏସ୍‌ … Read More

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ ଭ୍ୟାକ୍‌ସିନ୍

ନୂଆଦିଲ୍ଲୀ,:-କରୋନା ଭାଇରସ୍‌ ମହାମାରୀ ଉପରେ ରୋକ୍‌ ଲାଗିଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପିତ୍ତି ନେଇଛନ୍ତି । ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଭ୍ୟାକ୍‌ସିନ୍‌ ଡୋଜ୍‌ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ … Read More

ମମତାଙ୍କ ପ୍ରଚାର ଉପରେ ଲାଗିଲା ବ୍ୟାନ୍, ଆସନ୍ତାକାଲି ସନ୍ଧ୍ୟା ୮ଟା ଯାଏଁ କରିପାରିବେନି ପ୍ରଚାର

କୋଲକାତା: :-ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ । ୨୪ ଘଣ୍ଟା ପ୍ରଚାର କରିପାରିବେନି ମମତା । ନିର୍ବାଚନ କମିସନ ମମତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି  । ସୋମବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି … Read More

କମାଣ୍ଡରଙ୍କ ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ ଘଟିଗଲା ଛତିଶଗଡ଼ ବିଜାପୁରର ନରସଂହାର

ଦିଲ୍ଲୀ:-ଲାଲ୍ ବର୍ବରତାର ଏହି ସବୁ ଛାତିଥରା ଚିତ୍ର, ଯେତେବେଳେ ସାମ୍ନାକୁ ଆସିଥିଲା, ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଲାଲ୍ଗଡ଼ରେ ନଜର ରଖିଥିବା ଯବାନ, ମାଓବାଦୀଙ୍କ ଚକ୍ରବ୍ୟୁହକୁ ଚାଲି ଆସିଥିଲେ । ଆଉ କିଛି ଘଂଣା … Read More

ବନ୍ଦୀ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ: କହିଲେ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କର

ମାଓବାଦୀଙ୍କ କବଜାରେ ଥିବା କୋବ୍ରା ଯବାନ ରାଜେଶ୍ୱର ସିଂହଙ୍କ ଫଟୋ ଆସିଛି । ମାଓବାଦୀ ତାଙ୍କୁ ବନ୍ଧକ ରଖିଥିବା ବେଳେ ଆଜି ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଏହାସହ ତାଙ୍କୁ ଛାଡ଼ିବା ପାଇଁ ସରକାର ମଧ୍ୟସ୍ଥଙ୍କ ନାଁ ଘୋଷଣା କରିବାକୁ … Read More

ଦିଲ୍ଲୀ ହାଇକୋର୍ଟଙ୍କ ରାୟ,ଏକୁଟିଆ କାର ଚଲାଉଥିବା ବେଳେ ବି ମାସ୍କ ଜରୁରୀ

ନୂଆଦିଲ୍ଲୀ: ଏକୁଟିଆ କାର ଚଳାଉଥିଲା ବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଏକୁଟିଆ କାର ଚଳାଇ ଯାଉଥିବା ବେଳେ ଚାଳକ ମାସ୍କ ପିନ୍ଧିବାକୁ ବାଧ୍ୟ କି ନାହିଁ ଏହା ଉପରେ ରାୟ ଦେଇ ଦିଲ୍ଲୀ ହାଇକୋର୍ଟ ମହତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । … Read More

ଛତିଶଗଡ଼ ନକ୍ସଲ ଆକ୍ରମଣରେ କଳାହାଣ୍ଡିର ଯବାନ ସହିଦ,

କୋକସରା:-ଛତିଶଗଡ଼ ବିଜାପୁର ନକ୍ସଲଙ୍କ ବର୍ବରୋଚିତ ହାମଲାରେ ୨୨ ବୀର ଯବାନ ସହିଦ ହୋଇଛନ୍ତି। ସହିଦ ଯୁବକଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ଧନସରା ଗ୍ରାମର ଯବାନ ସୁବାସ ନାୟକ ମଧ୍ୟ ସହିଦ ହୋଇଛନ୍ତି। ସୁବାସଙ୍କ ବାପା ସ୍ଵର୍ଗତ ସୀତାରାମ … Read More

ଏପ୍ରିଲ ୨୪ରେ ଦେଶର ୪୮ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି.ରମନ୍ନା

ନୂଆଦିଲ୍ଲୀ:-ଦେଶର ୪୮ତମ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଏନ.ଭି. ରମନ୍ନା। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ନିଯୁକ୍ତିରେ ମୋହର ବାଜି ସାରିଛି। ଜଷ୍ଟିସ୍‌ ରମନ୍ନା ଏପ୍ରିଲ ୨୪ ତାରିଖ ଦିନ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିବେ ବୋଲି … Read More

ମହାରାଷ୍ଟ୍ରରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ ସଂକ୍ରମିତ

ମୁମ୍ବାଇ:-ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାର ନାଁ ଧରୁନି। କିଛି ଦିନ ଭିତରେ ସପ୍ତାହନ୍ତ ଲକ୍‌ଡାଉନ୍‌, ନାଇଟ କର୍ଫ୍ୟୁ ସମେତ ଅନେକ କଟକଣା ଲଗାଇବା ପରେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ ଲାଗୁନାହିଁ। ରାଜ୍ୟରେ ପୁଣି ଥରେ ୫୫ … Read More