ମୋଦି-ନବୀନଙ୍କ ଆଲୋଚନା: ସ୍ୱାସ୍ଥ୍ୟକର୍ମୀ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମେ ମିଳିବ ଟିକା

ଭୁବନେଶ୍ୱର:-ସାରା ଦେଶରେ କରୋନା ବିପକ୍ଷରେ ଟିକା କରଣ କାର୍ଯ୍ୟ ଆରମ୍ଭ କରାଯିବ। ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି। ଟିକାର କରଣ ପାଇଁ କୋଲ୍ଡ ଷ୍ଟୋରେଜ୍‌ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରାଜ୍ୟମାନେ ତ୍ୱରିତ ପଦକ୍ଷେପ … Read More

ଆରପାରିରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

ଆସାମ:-ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ମୃତ୍ୟୁ । ଏନେଇ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତା ବିଶ୍ୱାଶର୍ମା ସୂଚନା ଦେଇଛନ୍ତି । ଗୋଗୋଇଙ୍କୁ ମୃତ୍ୟୁ ବେଳକୁ ୮୪ ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ … Read More

କରୋନା ପଜିଟିଭ ଥିଲେ ମହାରାଷ୍ଟ୍ରକୁ ପ୍ରବେଶ ମନା

ମହାରାଷ୍ଟ୍ର:–କରୋନା ପଜିଟିଭ ଥିଲେ ମହାରାଷ୍ଟ୍ରକୁ ପ୍ରବେଶ ଉପରେ କଟକଣା । ରିପୋର୍ଟ ନେଗେଟିଭ ଥିଲେ ଯାଇପାରିବେ ମହାରାଷ୍ଟ୍ର । ବାହାରୁ ଆସୁଥିବା ଲୋକଙ୍କ ପାଇଁ କଟକଣା ଲଗାଇଲେ ଉଦ୍ଧବ ସରକାର । ନଭେମ୍ବର ୨୫ରୁ ମହାରାଷ୍ଟ୍ର ଯାଉଥିଲେ କରୋନା ରିପୋର୍ଟ ବାଧ୍ୟତାମୂଳକ … Read More

କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ଭାଙ୍ଗିବା ଘଟଣା: ଆସନ୍ତା ୨୬ରେ ରାୟ ପ୍ରକାଶ କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ:-ମୁମ୍ବାଇ ମହାନଗର ନିଗମ (ବିଏମସି) ସେପ୍ଟେମ୍ବର ୯ ରେ ବାନ୍ଦ୍ରାରେ ଥିବା  କଙ୍ଗନା ରଣାଓ୍ବତଙ୍କ ଘରକୁ ବେଆଇନ ଦର୍ଶାଇ ଭାଙ୍ଗିଥିଲା । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ବମ୍ବେ ହାଇକୋର୍ଟ ଏହି ଉଚ୍ଛେଦ ଉପରେ ରହିତାଦେଶ ଦେଇଥିଲେ । ନଭେମ୍ବର ୨୬ ତାରିଖରେ … Read More

TRP ମାମଲା: କେନ୍ଦ୍ର ସୂଚନ ଓ ପ୍ରସାରଣ ମନ୍ତ୍ରୀ କହିଲେ ୫୦ ହଜାର ଘରୁ ନେଇ ପାରିବାନି ୨୨ କୋଟିଙ୍କ ରାୟ

ନୂଆଦିଲ୍ଲୀ:-କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ଟିଆରପି କେନ୍ଦ୍ରିତ ପତ୍ରକାରିତା ଝିନଝଟ୍‌ରେ ନ ଫଶିବାକୁ ପରାମର୍ଶ ଦେଇ ଛନ୍ତି। ଟେଲିଭିଜନ କାର୍ଯ୍ୟକ୍ରମରେ ଟିଆରପି ମିଟର ୫୦ ହଜାର ଘରେ ଲାଗିଛି। ସେଥିରୁ ଆମେ ୨୨ କୋଟି … Read More

ମୌଲାନା ମୁଫତି ଅନସଙ୍କୁ ବିବାହ କଲେ ବଲିଉଡ ଅଭିନେତ୍ରୀ ସାନା ଖାନ୍

ମୁମ୍ବାଇ:- ବଲିଉଡ ଅଭିନେତ୍ରୀ ସାନା ଖାନ୍, ମୌଲାନା ମୁଫତି ଅନସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଲାଲ ଲେହେଙ୍ଗାରେ ଫଟୋ ପୋଷ୍ଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏପରିକି ଇନଷ୍ଟାଗ୍ରାମ୍ ପ୍ରୋଫାଇଲରେ ସାନା … Read More

ଭାରତ-ପାକିସ୍ତାନୀ ସୀମାରେ ସୁଡଙ୍ଗ ଠାବ, ବିଏସଏଫ ଆଇଜି କହିଲେ- ନାଗରୋଟାରେ ନିହତ ଆତଙ୍କୀ ଏହି ରାସ୍ତା ଦେଇ ଆସିଥିଲେ

ଜାମ୍ମୁ:-ଜାମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ପାକିସ୍ତାନ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ(ବିଏସଏଫ)ର ଯବାନ ଏକ ସୁଡଙ୍ଗ ଚିହ୍ନଟ କରିଛନ୍ତି। ବିଏସଏଫର ଆଇଜି ଏନଏସ ଜାମବାଲ କହିଛନ୍ତି, ଲାଗୁଛି ନାଗରୋଟ ଏନକାଉଣ୍ଟରରେ ପ୍ରାଣ  ହରାଇଥିବା ଚାରି ଆତଙ୍କୀ ଏହି ସୁଡଙ୍ଗ … Read More

ମଧ୍ୟ ପ୍ରଦେଶରେ ଲାଗିପାରେ ଗୋମାତା ଟ୍ୟାକ୍ସ

ଭୋପାଳ:-ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି, ବିଜେପି ସରକାର ରାଜ୍ୟରେ ଗୋବଂଶ କଲ୍ୟାଣ ପାଇଁ ଅର୍ଥ ଯୋଗାଡ ପାଇଁ କିଛି ଟ୍ୟାକ୍ସ ଲଗାଇବାକୁ ଯୋଜନା କରୁଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଭୋପାଳରେ ନିଜ ବାସଭବନରେ ଅନଲାଇନ୍‌ ମାଧ୍ୟମରେ ରାଜ୍ୟର ନବଗଠିତ … Read More

ପୋଲିସ ଏନକାଉଣ୍ଟରରେ ୩ ନକ୍ସଲ ନିହତ: କୁଖ୍ୟାତ ନକ୍ସଲ କମାଣ୍ଡର ଉପରେ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର

ପାଟନା:-ବିହାର ଗୟାରେ ପୋଲିସ ଏନକାଉଣ୍ଟର ୩ ନକ୍ସଲ ପ୍ରାଣ ହରାଇଛନ୍ତି। ୩ ନକ୍ସଲଙ୍କ ମଧ୍ୟରେ ଜଣେ କୁଖ୍ୟାତ ନକ୍ସଲ ମଧ୍ୟ ସାମିଲ ଅଛି। ଏହି କୁଖ୍ୟାତ ନକ୍ସଲ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ନକ୍ସଲମାନେ ଏକ ବଡ ଘଟଣାକ୍ରମରେ … Read More

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ଲିଙ୍କ୍ ଥିବା ଅଭିଯୋଗରେ ୨୭ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌‌

ଲକ୍ଷ୍ମୌ :-ୟୁପିରେ ପୁଲିସ ଏନନକାଉଣ୍ଟରରେ ପ୍ରାଣ ହରାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ଲିଙ୍କ୍‌ ଥିବା ଅଭିଯୋଗରେ ରାଜ୍ୟ ସରକାର ୨୭ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଯେଉଁମାନଙ୍କ ବିରୋଧରେ ଏପରି ପଦକ୍ଷେପ … Read More