ଭାରତର ପ୍ରଧାନମନ୍ତ୍ରୀ ଚୀନ୍ରେ ଲୋକପ୍ରିୟ : ୫୧ ପ୍ରତିଶତ ମୋଦିଙ୍କ ପ୍ରଶଂସକ
ନୂଆଦିଲ୍ଲୀ :- ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ହିଂସା ଘଟଣା ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ପ୍ରତିଦିନ ଉଭୟ ଦେଶର ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । କୌଣସି ପରିସ୍ଥିତିରେ କିଛି … Read More










