କରୋନା ପାଇଁ ଛଟେଇ କରିଦେଲା କମ୍ପାନୀ, ହାର୍ ନମାନି ପରିବାର ପାଇଁ ପରିବା ବିକିଲେ ଇଞ୍ଜିନିୟର ଯୁବତୀ,ଯୁବତୀଙ୍କ ସଙ୍ଘର୍ଷ ଦେଖି ସୋନୁ ସୁଦ୍ ଦେଲେ ଚାକିରି
ନୂଆଦିଲ୍ଲୀ,:- ପରିବା ବିକାଳୀଙ୍କୁ ଚାକିରି ଦେଇ ପୁଣି ପ୍ରଶଂସା ସାଉଟିଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଚାକିରି ଦେଇ ସାହାଯ୍ୟ କରିଛନ୍ତି ସୋନୁ । ଜଣେ ଯୁବତୀ ରାସ୍ତାକଡରେ ପରିବା ବିକୁଥିବା ନେଇ ସୋସିଆଲ … Read More










