ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଲେ ଦେବେନ୍ଦ୍ର ଫଡନାଭିସ୍, କହିଲେ ଦାଉଦର ଘର ଭଙ୍ଗାଯାଉ ନାହିଁ ମାତ୍ର କଙ୍ଗନାଙ୍କ ଘର ଭାଙ୍ଗିଦେଲ
ମୁମ୍ବାଇ:- ମହାରାଷ୍ଟ୍ରରେ ଶିବସେନା ଓ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କଙ୍ଗନାଙ୍କ ସପକ୍ଷରେ ବାହାରିଛନ୍ତି। ଅଫିସ୍ ଭାଙ୍ଗିବା ପ୍ରସଙ୍ଗରେ ଉଦ୍ଧବ ଠାକରେଙ୍କୁ ସେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି … Read More










