ଜହ୍ନରୁ ଆସିବ ମାଟି: ଚନ୍ଦ୍ରରୁ ଶୀଳା ଆଣିବାକୁ ମାନବବିହୀନ ମହାକାଶ ଯାନ ପଠାଇଲା ଚୀନ,
ନୂଆଦିଲ୍ଲୀ :-ଚନ୍ଦ୍ରକୁ ପ୍ରଥମ ମାନବବିହୀନ ମହାକାଶଯାନ ପ୍ରେରଣ କରିଛି ଚାଇନା । ଚନ୍ଦ୍ରରୁ ପୃଥିବୀକୁ ଲୁନର ରକର ସାମ୍ପୁଲ ଆଣିବାକୁ ଏହି ମହାକାଶଯାନ ପ୍ରେରଣ କରାଯାଇଥିବା ସୂଚନା ମିଳିଛି । ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ଚାଇନା ପ୍ରଥମ ଦେଶ ଭାବେ … Read More










