ମହିଳା ଟ୍ରାଫିକ୍ କର୍ମଚାରୀ ଦେଖାଇଲେ ମହାନତା,ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଯୋଗାଇଲେ ଚିକିତ୍ସା

ଭୁବନେଶ୍ୱର:- ମହିଳା ଟ୍ରାଫିକ୍ କର୍ମଚାରୀ ଦେଖାଇଲେ ମହାନତା । ଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସଠିକ ସମୟରେ ଯୋଗାଇଲେ ଚିକିତ୍ସା । ଯାହାଫଳରେର ବ୍ୟକ୍ତି ଜଣଙ୍କ ଗୁରୁତର ଆହତରୁ ବର୍ତ୍ତି ଯାଇଛନ୍ତି । ମହିଳା ଟ୍ରାଫିକ୍ କନ୍‌ଷ୍ଟେବଳଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରି … Read More

ବିଏମ୍‌ସି ଠିକା କର୍ମଚାରୀଙ୍କୁ ଆକ୍ରମଣ କରି କଲେ ଲହୁଲୁହାଣ , ଘରେ ପଶି ଫ୍ରିଜ୍‌, ବାଇକ୍ ଭଙ୍ଗାରୁଜା

ଭୁବନେଶ୍ୱର :-  ଗତକାଲି ବିଳମ୍ବିତ ରାତିରେ ବିଏମ୍‌ସିରେ ସୁପରଭାଇଜର କାର୍ଯ୍ୟକରୁଥିବା ଜଣେ ଠିକା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ଠିକା କର୍ମଚାରୀ ଇନ୍ଦ୍ରଜିତ ନାୟକ(୪୦) ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଇନ୍ଦ୍ରଜିତ ଥାନାରେ … Read More

ଉତ୍ତରପ୍ରଦେଶରୁ ଉଦ୍ଧାର ହେଲେ କନ୍ଧମାଳର ଯୁବତୀ

ଭୁବନେଶ୍ବର::-କନ୍ଧମାଳ ଯୁବତୀ ଉତ୍ତରପ୍ରଦେଶରୁ ଉଦ୍ଧାର । ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଦଲାଲ କନ୍ଧମାଳରୁ ଉତ୍ତରପ୍ରଦେଶ ନେଇଗଲା । ସେଠାରେ ଚାକିରୀ କରାଇଦେବା ସହ ଦିନକୁ ୨ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ୨ … Read More

ସ୍ମାର୍ଟ ଯୁଗରେ ବଦଳିଛି ଚିଣ୍ଡଫଣ୍ଡ ଠକଙ୍କ ଠକେଇ ତିରିକା, ସ୍ୱତନ୍ତ୍ର ଆପ୍‌ରେ ଲୋଭନୀୟ ସ୍କିମ୍ କରି ଲୋକଙ୍କୁ ଫସାଉଛନ୍ତି

ଭୁବନେଶ୍ୱର : -ସ୍ମାର୍ଟ ଯୁଗରେ ବଦଳିଛି ଚିଟଫଣ୍ଡ ତରିକା । ଆଉ ଅଫିସ୍ ଖୋଲି ଜଗାକାରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉ ନାହିଁ । ଏବେ ବଦଳିଛି ଚିଟ୍‌ଫଣ୍ଡ ଠକେଇର ତରିକା । ଏଣିକି ସ୍ମାର୍ଟ ଯୁଗରେ ବିଭିନ୍ନ ଆପ୍ଲିକେସ୍‌ସନ(ଆପ୍‌) ମାଧ୍ୟମରେ … Read More

ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କନିଷ୍ଠ ଯନ୍ତ୍ରୀ

ବାରିପଦା:-ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ। ୫ଟି ସ୍କୁଲ କାମର ବିଲ୍ କରାଇଦେବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ସେ ୬୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା … Read More

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା, ଏନଏଚଆରସି ନିୟମ ଅନୁସାରେ ଚାଲିଛି ତଦନ୍ତ: ଜେଲ ଡିଜି

ଭୁବନେଶ୍ୱର: -ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ଜେଲ ଡିଜି ମନୋଜ ଛାବ୍ରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ଘଟଣାରେ ଏକ ଦୁଃଖଦାୟକ ଘଟଣା । ଏନଏଚଆରସି ନିୟମ ମୁତାବିକ ତଦନ୍ତ ଚାଲିଛି । ଯାହାର ଭୁଲ ଥିବା ଦଣ୍ଡିତ ହେବ … Read More

ଅର୍ଚ୍ଚନା ବ୍ଲାକମେଲିଂ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ଡିଜିଟାଲ ରିପୋର୍ଟ ଦେଲା ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌

ଭୁବନେଶ୍ୱର:- ଅର୍ଚ୍ଚନା ବ୍ଲାକ୍‌ମେଲିଂ ମାମଲାରେ ଆସିଲା ଦ୍ୱିତୀୟ ପର୍ଯ୍ୟାୟ ଡିଜିଟାଲ ରିପୋର୍ଟ । ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍ ପକ୍ଷରୁ ଖଣ୍ଡଗିରି ଥାନା ପୁଲିସ, ଡିସିପି, ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳ) ଏବଂ କୋର୍ଟକୁ ରିପୋର୍ଟ ଦେଇଛି । ଏଥିରେ ଅନେକ ତଥ୍ୟ ରହିଛି । … Read More

IAS ଅଫିସର ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: – ବହୁ ଚର୍ଚ୍ଚିିତ ଓଡ଼ିଶା ଗ୍ରାମ୍ୟ କୋଠା ଓ ଉନ୍ନୟନ କର୍ତ୍ତୃପକ୍ଷ(ଓଆର୍‌ଏଚ୍‌ଡିସି)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ମିଳିଛି ଦଣ୍ଡ । । କେବଳ ବିନୋଦ ନୁହେଁ ତାଙ୍କ ସହ ଅନ୍ୟ ୫ଜଣଙ୍କୁ … Read More

ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର,

ବଲାଙ୍ଗିର:-ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର। ନେଇଯାଇଛନ୍ତି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ସହ ଗଡ୍ରେଜ୍‌ରେ ରହିଥିବା ନଗଦ ଟଙ୍କା। ହେଲେ ଛାଡ଼ି ଯାଇଛନ୍ତି ନିଶୁଣୀ। ବଲାଙ୍ଗିର ସହର ଅନ୍ତର୍ଗତ ସତ୍ୟନାରାୟଣପଡାରେ ଘଟିଛି ଘଟଣା। ବ୍ୟାଙ୍କ କର୍ମଚାରୀ ବିଜନ କୁମାର … Read More

ପୁଣି ଚଢିଗଲା ‘ମୋ ବସ୍’ । ଅଳ୍ପକେ ବର୍ତ୍ତିଲା ଛାତ୍ରୀଙ୍କ ଜୀବନ

ଭୁବନେଶ୍ୱର:-ରାଜଧାନୀବାସୀଙ୍କ ପାଇଁ ଧିରେ ଧିରେ ସମସ୍ୟା ପାଲଟୁଛି ମୋ ବସ । ପ୍ରତ୍ୟେକ ଦିନ ମୋ ବସର ଛୋଟ ବଡ ଦୁର୍ଘଟଣା ନଜରକୁ ଆସିବା ପରେ ଏହି ବସ ଚଳାଚଳକୁ ନେଇ ପ୍ରଶ୍ନ ଉଠିଛି । ଆଉ ଶନିବାର ପୁଣି ଏଭଳି … Read More