-ଆରବିଆଇରୁ ୨୦ ହଜାର ଟଙ୍କା ଚୋରି, ଚୋରି ପଛରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ହାତ
ଭୁବନେଶ୍ୱର,୨୧ ।୧୨: ଆରବିଆଇରୁ ୨୦ ହଜାର ଟଙ୍କା ଚୋରି ହୋଇଛି । ଟଙ୍କା ଅନ୍ୟ ବ୍ୟାଙ୍କ୍କୁ ଯିବା ପୂର୍ବରୁ ତାହା ଗଣାଯିବା ସମୟରେ ଏଭଳି ଚୋରି ହୋଇଥିବା ଜଣାପଡିଥିଲା । ଆରବିଆଇର ଆସିଷ୍ଟାଣ୍ଟ ଜିଏମ୍ ତଥା କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠି … Read More










