ରାଜଧାନୀରେ ପୁଣି ମାତିଲେ ଲୁଟେରା

ଭୁବନେଶ୍ୱର:-ରାଜଧାନୀରେ ପୁଣି ମାତିଲେ ଲୁଟେରା । ଫୁଲ ତୋଳିବାକୁ ଆସିଥିବା ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଲେ ସୁନା ଚେନ।  ଘଟଣା ଘଟିଛି ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ। ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଅନୁସୟା ବେହେରା। … Read More

ଟାୱାର ବସାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌

ନୂଆପଡ଼ା;-ମୋବାଇଲ ଟାୱାର ବସାଇବା ନାଁରେ ଜମି ମାଲିକଙ୍କଠାରୁ  ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଲୁଟର ଶିକାର ହୋଇଛନ୍ତି ନୂଆପଡା କୋମନା ଥାନା  ଖମାବହି ଗାଁର ସୁବାଷ ଥାପା। ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି ନିଜକୁ ରିଲାଏନ୍ସ ଜିଓ ଅଧିକାରୀ ବୋଲି … Read More

ଯୁବକ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି :-ଘର ଭିତରେ ଯୁବକ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଆରିବା ଗାଁରେ ଏକ ଘର ଭିତରୁ ଏହି ମୃତଦେହ ଠାବ ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ … Read More

ନିଜକୁ ଗୁଳି କରିଦେଲେ ବିଏସଏଫ୍ ଯବାନ୍

କୋରାପୁଟ:-ନିଜକୁ ଗୁଳି କରି ଦେଲେ ଯବାନ୍। ଯାହା ଫଳରେ ଘଟଣାସ୍ଥଳରେ ଯବାନଙ୍କର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜଲାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନରେ। ଯେଉଁଠାରେ ଜଣେ ଯବାନ୍ ନିଜକୁ ନିଜେ ଗୁଳି କରି … Read More

ଏଥର ଜାଗରରେ ଏକାଠି ଦୀପ ଜାଳିବା ମନା

ଭୁବନେଶ୍ୱର:-କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା। ଏଥର କିନ୍ତୁ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୋଲିସ  ଓ … Read More

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ବାଲିଗୁଡ଼ା: ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ସଫଳତା ମିଳିଛି । ବାଲିଗୁଡ଼ା ପୋଲିସ ୨ ଜଣ ନକଲି ପୋଲିସକୁ ଗିରଫ କରିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ୩ ଜଣ ଫେରାର୍ ହୋଇ ଯାଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ … Read More

ଆଉ ୬ ଜଣ ବାଲି ମାଫିଆଙ୍କୁ ବାନ୍ଧିଲା STF

ସୁନ୍ଦରଗଡ଼: ବାଲି ମାଫିଆଙ୍କ ଉପରେ ଜାରି ରହିଛି ଏସଟିଏଫ ପ୍ରହାର । ୨ ଦିନ ମଧ୍ୟରେ ଇବ୍ ନଦୀ ପଠାରେ ଏସଟିଏଫ୍ ଚଢ଼ାଉ କରି ୧୫ ଜଣ ମାଫିଆଙ୍କୁ ଗିରଫ କରିଥିବା ବେଳେ ୧୦ଟି ବାଲି ବୋଝେଇ ହାଇୱା ଜବତ କରିଛି । … Read More

କୁଆଡେ ଗଲା ‘ଉଇ କେୟାର, ଉଇ ଡେୟାର’ ? ରାଜଧାନୀରେ ଗୋଡାଇ ହାଣୁଛନ୍ତି ଅପରାଧି,

ଭୁବନେଶ୍ବର:–କିଛିଦିନ ତଳେ ସାମନ୍ତାରପୁର ମିଠା ବ୍ୟବସାୟୀଙ୍କୁ  ଅପରାଧି ହତ୍ୟା କରିଥିବାବେଳେ ଆଜି ଜନଗହଳୀ ସିଆରପି ଛକରେ ଘଟିଛି ଏହି ଘଟଣାର ପୁନରାବୃତ୍ତି । ସର୍ବ ସମ୍ମୁଖରେ ସାଲିଆସାହିର ଟୁକୁନା ଦାସ ଓରଫ ଜଟିଆକୁ ହତ୍ୟା କରିଛନ୍ତି ଦୁଇ ଭାଇ ସୁଧୀର ଓ … Read More

କୋଭିଡ୍ ଟିକା ନେବା ପରେ ବି ଡାକ୍ତର କରୋନା ସଂକ୍ରମିତ

ରାଉରକେଲା: କରୋନା ଟିକା ନେବା ପରେ ବି କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବା ନିହାତି ଆବଶ୍ୟକ । ଟିକେ ଅବହେଳା କଲେ ଆପଣ ହୋଇପାରନ୍ତି କରୋନା ସଂକ୍ରମିତ । ରାଉରକେଲାରେ ଘଟିଛି ଏଭଳି ଘଟଣା । ଜଣେ ଡାକ୍ତର ଦୁଇ ଥର ଟିକା … Read More

ପୁଲିସ ଗାଡ଼ି ପୋଡି ଦେଲେ ଉତ୍ତ୍ୟକ୍ତ ଲୋକ

ଯାଜପୁର:-ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇଥିବା ପୁଲିସ ଗାଡ଼ି ପୋଡ଼ିଦେଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳେ ଘଟିଛି। ଏବେ ଗାଁରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ … Read More