୬ ହାତୀ ମୃତ୍ୟୁ ପରେ ଚେତିଲା ବିଭାଗ, ଆରମ୍ଭ ହେଲା ଟିକାକରଣ

କଳାହାଣ୍ଡି: : କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୬ ହାତୀ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ହାତୀ ମୃତ୍ୟୁର କାରଣ । ସାହାଣ ଜୀବାଣୁ ଜନିତ ସଂକ୍ରମଣ ଯୋଗୁଁ ହାତୀଙ୍କ ମୃତ୍ୟୁବରଣ ହେଉଛି । ଲାବ୍ରୋଟରୀ ରିପୋର୍ଟ ଅନୁଯାୟୀ ହାତୀ ମୃତ୍ୟୁର … Read More

ପୁଲିସ୍‌ର ଚେତାବନୀ: ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ

ଭୁବନେଶ୍ୱର:-ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଏହା ଆଗରେ ଆତ୍ମଦାହ ଉଦ୍ୟମ କରିବା କୌଣସି ଅପରାଧଠୁ କମ୍‌ ନୁହେଁ। ତେଣୁ ଯିଏ ଏପରି ଉଦ୍ୟମ କରିବ ତଥା ପ୍ରରୋଚନା ଦେବ ବନ୍ଧା ହେବ। ଏହାକୁ ଏକ ଅପରାଧିକ କାର୍ଯ୍ୟ ବୋଲି ବିବେଚନା କରାଯାଇ … Read More

କଇଁ ଫୁଲରେ ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର

ଟାଙ୍ଗି: ବନ୍ୟପ୍ରାଣୀ ବିଭାଗର ତମାମ୍ ପଦକ୍ଷେପ ସତ୍ତ୍ୱେ ଚିଲିକାରେ ଥମୁନି ପକ୍ଷୀ ଶିକାର । କଟକଣା ସତ୍ତ୍ୱେ ମାତିଛନ୍ତି ଶିକାରୀ, ମାରୁଛନ୍ତି ପକ୍ଷୀ । କଇଁ ଫୁଲରେ ବିଷ ଦେଇ ଚିଲିକାରେ ପକ୍ଷୀ ଶିକାର ବେଳେ ବନ୍ୟପ୍ରାଣୀ ବିଭାଗ ଶିକାରୀକୁ ଗିରଫ କରିଛି … Read More

ନାଳରୁ ମିଳୁଛି ଗୋଟିଏ ପରେ ଗୋଟିଏ ଘୁଷୁରୀ ମୃତଦେହ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘୁଷୁରୀ ମଡ଼କ । ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆଜି ୪ଗୋଟି ଘୁଷୁରୀର ମୃତଦେହ ଜବତ କରାଯାଇଛି । ମୃତଦେହ ଗୁଡ଼ିକୁ ସହରର ଶେଷ ପାଖ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ପୋତି ଦିଆଯାଇଛି … Read More

ଗୋ’ ଚାଲାଣ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:-ବାଲେଶ୍ୱରରେ ଗୋରୁ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଫଳରେ ୨୮ ଗୋରୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଗୋ’ ଚାଲାଣ ରୋକିବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। … Read More

ବାର୍ଷିକ ସମ୍ପତ୍ତି ତାଲିକା ଦେଲେନି ୨୦ ଆଇଏଏସ୍ ଓ ୧୫ ଆଇପିଏସ୍

ଭୁବନେଶ୍ୱର:-ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଡ଼ା ନିୟମ ସତ୍ତ୍ୱେ ସର୍ବଭାରତୀୟ ସେବାର ଅଧିକାରୀମାନେ ସେଥିପ୍ରତି ସାମାନ୍ୟ ଗୁରୁତ୍ୱ ଦେଉନାହାନ୍ତି। ଯେଉଁ ଅଫିସର ଜାନୁୟାରୀ ୩୧ତାରିଖ ସୁଦ୍ଧା ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବେ ନାହିଁ … Read More

ପୁଣି ନିରଞ୍ଜନଙ୍କ ବିରୋଧରେ ଏକାଠି ହେଲେ ଅସନ୍ତୁଷ୍ଟ

ଭୁବନେଶ୍ୱର:- କଂଗ୍ରେସରେ ପୁଣି ଉଠିଲା ନେତୃତ୍ୱ ପରିବର୍ତ୍ତନ ଦାବି । ପିସିସି ସଭାପତିଙ୍କ ବିରୋଧରେ ଏକାଠି ହେଲେ ଅସନ୍ତୁଷ୍ଟ । ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନିକଟରେ ସେମାନେ ନିଜ ଅସନ୍ତୋଷ ଜାହିର କରିଛନ୍ତି । କଂଗ୍ରେସର ପୁନରୁଦ୍ଧାର ପାଇଁ … Read More

ରାଜଧାନୀରେ ଯୁବତୀଙ୍କୁ ଲୁଟ୍‌,

ଭୁବନେଶ୍ୱର:- ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କଠାରୁ ଲୁଟ୍‌ ହୋଇଛି। ସହିଦନଗର ଫ୍ଲାଏଓଭର ଉପରେ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଟିରେ ଯାଉଥିବା ବେଳେ ଯୁବତୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଇଥିଲେ ଦୁର୍ବୃତ୍ତ। ଯୁବତୀ ଜଣକ ଗାଡ଼ିରୁ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ … Read More

ଜାଲ୍ ସାର୍ଟିଫିକେଟ୍ ଦେଇ ୬ ବର୍ଷ ହେଲା କରିଥିଲେ ଚାକିରି,ବନ୍ଧା ହେଲେ ଶିକ୍ଷକ

ନବରଙ୍ଗପୁର: —ଧରାପଡ଼ିଲା ଶିକ୍ଷକଙ୍କ ସାର୍ଟିଫିକେଟ୍ ଜାଲିଆତି । ବନ୍ଧାହେଲେ ଜେଲ୍ ଗଲେ । ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୋଲିସ । ଅଭିଯୋଗ ଅନୁସାରେ ଶ୍ରୀକାନ୍ତ ଜାଲ୍ ସାର୍ଟିଫିକେଟ୍ … Read More

ବିଧାନସଭା ସମ୍ମୁଖରେ ଫଳ ବେପାରୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର;-ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତି। ପାରିବାରିକ କଳିକୁ ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ କିଛି ନଶୁଣିବାରୁ ସେ ଆଜି ପେଟ୍ରୋଲ ଧରି ଆତ୍ମାହୁତି … Read More