ଜେଲ୍ ଗଲେ ବାରଙ୍ଗ ତହସିଲଦାର
ଭୁବନେଶ୍ୱର:- ବେଆଇନ ଭାବେ ଟଙ୍କା ଠୁଳ କରିବା ମାମଲାରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ୍ ପଠାଇଛି। ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା ଓ କୋର୍ଟ ତାଙ୍କୁ ୨୦ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ … Read More










