ରାସ୍ତାକଡ଼ରୁ କ୍ଷତାକ୍ତ ଗାଡଭାଲୁ ଉଦ୍ଧାର
ପାଟଣା: -କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ୍ ଦାସରଥିପୁର ଗାଁରୁ ଏକ ଗାଡ଼ଭାଲୁକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ରାସ୍ତାକଡ଼ରେ ବୁଲୁଥିବା ଅବସ୍ଥାରେ ଗାଡ଼ ଭାଲୁଟିକୁ ଲୋକେ ପ୍ରଥମେ ଦେଖିଥିଲେ । ପରେ ଏନେଇ ବନ ବିଭାଗକୁ ଖବର … Read More










