ପରିବା ବାଡ଼ି ଜଗିଥିବା ବ୍ୟକ୍ତିଙ୍କୁ ଦଳିଦେଲା ହାତୀ
ଢେଙ୍କାନାଳ:-ପରିବା ବାଡ଼ି ଜଗିଥିବା ବ୍ୟକ୍ତିଙ୍କୁ ଦଳିଦେଲା ହାତୀ। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ସଦର ରେଞ୍ଜରେ ଗତକାଲି ଘଟିଛି। ମୃତକ ହେଲେ ଗହମଖୁଣ୍ଟିଗାଁର ରମେଶ ସାହୁ। ରମେଶ ଗତକାଲି ରାତିରେ ନିଜ ପରିବା ବାଡି ଜଗିଥିଲେ। ମାତ୍ର ବିଳମ୍ବିତ ରାତିରେ ଏକ … Read More










