ସବ୍ ରେଜିଷ୍ଟ୍ରାର ଅଫିସରେ ତାଲା ପକାଇଲେ ଓକିଲ

ଭୁବନେଶ୍ୱର:- ଖୋର୍ଦ୍ଧା-ଭୁବନେଶ୍ୱର ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ବା ସବ୍ ରେଜିଷ୍ଟ୍ରାର ଅଫିରେ ତାଲା । କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି ଭୁବନେଶ୍ୱର ବାର ଆସୋସିଏସନର ଓକିଲମାନେ । ଓକିଲମାନେ କହିଛନ୍ତି ଯେ, ଜଣେ ଜମି ମାଲିକ ଚାହିଁଲେ … Read More

ପାଠକ ବାପ-ପୁଅଙ୍କୁ ଆଶ୍ବସ୍ତି, ଟ୍ରାଭେଲ୍ସ୍ ବିଲ୍ ଠକେଇ ମାମଲାରେ ମିଳିଲା ଜାମିନ୍‌

ଭୁବନେଶ୍ବର :-ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ । ଆଇଏଫ୍ଏସ୍‌ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଟ୍ରାଭେଲ୍ସ୍ ବିଲ୍‌ ଠକେଇ ମାମଲା​‌ରେ ଉଭୟ ବାପ-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । … Read More

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଡାକ୍ତର,

ସମ୍ବଲପୁର:-ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର । ରୋଗୀଙ୍କଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରପଡିଲେ ଡା. ବିପିନ ବିହାରୀ ସାହୁ । ହାଇଡ୍ରୋସିଲ ଅପରେସନ ଓ ଡିସଚାର୍ଜ କରାଇବା ପାଇଁ ନେଉଥିଲେ ଟଙ୍କା ।ସୂଚନାଯୋଗ୍ୟ ଯେ, … Read More

କୋଭାକ୍ସିନ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଲେ ଆଜି ଏଭି ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ଡିସ୍‌ପେନ୍‌ସାରିରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । … Read More

ପଡିଲା ହାତଗଣ୍ଠି: ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ

ଜଗତସିଂହପୁର :– ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶାର ଛପାକ୍ ଗାର୍ଲ ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ। ୨୦୦୯ ମସିହାରେ ଯୁକ୍ତ ଦୁଇ … Read More

ଖାକି ପୋଷାକକୁ ଅଲବିଦା କଲେ IPS ସତ୍ୟଜିତ,OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ

କଟକ:-ପୁଲିସ୍‌ ବିଭାଗରେ ୩୩ ବର୍ଷ କାମ କରି ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା IPS ସତ୍ୟଜିତ ମହାନ୍ତି ଆଜି OPSC ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁଲିସ୍‌ … Read More

କଟକଣା ଭିତରେ ହେବ ଜାଗର ଯାତ୍ରା,

ଭୁବନେଶ୍ୱର: ଆସନ୍ତା ୧୧ତାରିଖରେ ମହା ଶିବରାତ୍ରୀ। କୋଭିଡ ଯୋଗୁଁ ଜାଗର ଯାତ୍ରା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କରୋନା କଟକଣା ମଧ୍ୟରେ ଜାଗର ଯାତ୍ରା ଆୟୋଜନ ନେଇ ସହମତି ହୋଇଛି। ୬୦ବର୍ଷରୁ ଅଧିକ … Read More

ରାଜଧାନୀରେ ଲୁଟ୍‌ର ନୂଆ ଫଣ୍ଡା, ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର

ଭୁବନେଶ୍ୱର: ରାଜଧାନୀରେ ଲୁଟର ନୂଆ ଫଣ୍ଡା। ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର। ସହରର ଗଳିକନ୍ଦିରେ ଲୁଚିଛପି ନୁହେଁ, ଆଖି ଆଗରେ କରୁଛି ଲୁଟ୍। ଓଏଲଏକ୍ସରୁ ଆଡ୍ ଦେଖି ଖୋଜୁଥିଲା ଶିକାର। ବିଶ୍ବାସ ଜନ୍ମେଇବା ପାଇଁ ଦେଉଥିଲା ଆଡଭାନ୍ସ । ଟେଷ୍ଟ … Read More

ମୋବାଇଲ୍‌ ଟାୱାରରେ ଚଢ଼ିଗଲା ୪ ବର୍ଷର ଶିଶୁ

ନିଆଳି:-୪ ବର୍ଷର ଶିଶୁ ମୋବାଇଲ୍‌ ଟାୱାରରେ ଚଢ଼ିଗଲା। ଦୀର୍ଘ ଘଣ୍ଟାଏରୁ ଅଧିକ ସମୟର ଅପରେଶନ୍‌ ପରେ ଶିଶୁଟିକୁ ଟାୱାରରୁ ଉଦ୍ଧାର କରାଯାଇଛି। ଆଜି ଏପରି ଘଟଣା କଟକ ଜିଲ୍ଲା ପାଟସୁନ୍ଦରପୁର ଗାଁରେ ଘଟିଛି। କଣ୍ଟାପଡ଼ା ବ୍ଲକ ନୂଆ ପାଟସୁନ୍ଦରପୁର ଗାଁର ୪ … Read More

ମାର୍ଚ୍ଚ ରୁ ମେ’ ଅସହ୍ୟ ହେବ ତାତି,

ଭୁବନେଶ୍ୱର: ଏବେଠୁ ଅସହ୍ୟ ହେଲାଣି ତାତି । ପିଟିଲାଣି ଝାଞ୍ଜି । ଖରାରେ ଆଉଟୁ ପାଉଟୁ ହେଲେଣି ଲୋକେ । ଫେବୃଆରୀ ଶେଷ ନହେଉଣୁ ଏଥର ଆରମ୍ଭ ହୋଇଯାଇଛି ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ … Read More