ପୋଲିସିଆ ସ୍ତ୍ରୀ ପାଇଁ ଅପରାଧ କରି ଖସି ଯାଉଛନ୍ତି ଟୁନା ଏବଂ ତାର ଗ୍ୟାଙ୍ଗ

ଭୁବନେଶ୍ୱର,(ମୁଖ୍ୟ):-ମହିଳା ପୁଲିସ ବାହୁତଳେ ଲୁଚି ରହି ବମିଖାଲର ଅପରାଧି ଟୁନା ଜେନା ତାର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି। କେବଳ ଟୁନା ନୁହେଁ ତାର ସହଯୋଗୀ ବିଶ୍ବଜିତ ପୁହାଣ, ଅନିଲ ପୁହାଣ ବମିଖାଲରେ ଅପରାଧିକ କାୟା ମେଲାଇ ଚାଲିଛନ୍ତି। ସେମାନେ … Read More

ପୋଲିସ ମିତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ମହିଳା ସମେତ ୫ ଗିରଫ

ଭୁବନେଶ୍ୱର(ମୁଖ୍ୟ):- ପୋଲିସ ମିତ୍ର ସହଦେଵ ନାୟକ ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ମିଳିଛି ସଫଳତା| ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା 2 ମହିଳାଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ପ୍ରାଥମିକ … Read More

କମିଶନରେଟ ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ, ଖଣ୍ଡାରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲେ

ଭୁବନେଶ୍ୱର(ମୁଖ୍ୟ):-ରାଜଧାନୀରେ ଭୁଶୁଡି ଗଲାଣି ଆଇନଶୁଙ୍ଖଳା ବିଗିଡି ଗଲାଣି l କମିଶନରେଟ ପୋଲିସକୁ ଅପରାଧୀଙ୍କ ଭୟ ନାହିଁ| ଯାହାକୁ ପାଇଲେ ହାଣିଲେ,ଯାହାକୁ ପାଇଲେ ହତ୍ୟା କଲେ| ଆଜିଠୁ ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ … Read More

ବମିଖାଲରେ ଅପରାଧିଙ୍କ ମୁହଁ ଫୁଟାଣି: ପୋଲ୍ ଖୋଲିବାରୁ ସାମ୍ବାଦିକଙ୍କୁ କଲେ ଆକ୍ରମଣ

ଭୁବନେଶ୍ବର(ମୁଖ୍ୟ):-ବମିଖାଲରେ ଏବେ ତାଲିବାନୀ ଶାସନ ଚଲାଉଛନ୍ତି କିଛି ପେଶାଦାର ଅପରାଧି। ସେମାନଙ୍କ ନାମରେ ଏକାଧିକ ମାମଲା ରହିଛି। ଉକ୍ତ ଅଞ୍ଚଳରେ ଏକ ଗ୍ୟାଙ୍ଗ୍ କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସରକାରୀ ଜମି ବିକ୍ରି କରିବା, ଜୁଆ ଖେଳିବା, ଡ୍ରଗ୍ସ … Read More

କଇଁଛ ମାରି ରୋଷେଇ କରି ଖାଇଲେ ଫୁଡ ବ୍ଲଗର , ଖୁବ ଶୀଘ୍ର ଗିରଫ ହେବେ

ଭୁବନେଶ୍ୱର(ମୁଖ୍ୟ): ଭିୟୁ ପାଇବା ପାଇଁ ବ୍ଲଗରମାନେ ଆଇନକୁ ହାତକୁ ନେଉଛନ୍ତି l କଇଁଛ ମାରି ଏହାକୁ କାଟି ରୋଷେଇ କରି ଖାଇଲେ l କାଟିଆ ଠାରୁ ଆରମ୍ଭ କରି ଖାଇବା ପ୍ରଯ୍ୟନ୍ତ ପୁରା ଭିଡିଓ କରି ସୋସିଆଲ ମିଡ଼ିଆରେ ଛାଡିଲେ l … Read More

ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା ବ୍ୟବସ୍ତା ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର(ମୁଖ୍ୟ):-ଆଉ ଦୁଇ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ 2025 । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜିପି … Read More

ବରିଷ୍ଠ ଆଇପିଏସ କୁଟ୍ଟେଙ୍କ ଉପରୁ ହଟିଲା ନିଳମ୍ବନ,ଆଶିଷ ସିଂ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର -(ବ୍ୟୁରୋ ):-ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ପ୍ରଭାବଶାଳୀ ଆଇପିଏସ ଡିଏସ୍‌ କୁଟ୍ଟେଙ୍କ ନିଲମ୍ବନକୁ ନିର୍ବାଚନ କମିଶନ ସର୍ତ୍ତମୂଳକ ଭାବେ ହଟାଇ ଦେଇଛନ୍ତି। ଏହାସହିତ ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ … Read More

ହାଇଟେକ୍‌ ବିସ୍ଫୋରଣ ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ କଲା ଛାତ୍ର କଂଗ୍ରେସ

ହାଇଟେକ୍‌ ବିସ୍ଫୋରଣ ଘଟଣାକୁ ନେଇ ଆଜି ରାଜରାସ୍ତାରେ ଗର୍ଜିଲା ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସର କର୍ମୀମାନେ ଏକ ବିଶାଳ ରାଲିରେ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି … Read More

ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି

ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି । ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ । ଡ୍ରାଇଭରଙ୍କ ଅକାଳ ବିରୋଗ ହେଲେ ଅନୁକମ୍ପା ରାଶି ଦିଆଯିବାର … Read More