ଆପାର୍ଟମେଣ୍ଟରେ ଜୁଆ ଆଡ୍ଡା, ୮ ଗିରଫ
ବ୍ରହ୍ମପୁର: ସହରରେ ଜମୁଛି ଜୁଆ ଖେଳ । ଆଗରୁ ନିଛାଟିଆ ଘରେ ଜୁଆ ଖେଳ ହେଉଥିବା ବେଳେ ଏବେ ଆପାର୍ଟମେଣ୍ଟରେ ଚାଲିଛି ଜୁଆ ଆଡ୍ଡା । ଏନେଇ ଗୋଷାଣୀ ନୂଆଗାଁ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏସପିଙ୍କ ନିର୍ଦ୍ଦେଶରେ ଗୋଷାଣୀ … Read More
VOICE OF PEOPLE
ବ୍ରହ୍ମପୁର: ସହରରେ ଜମୁଛି ଜୁଆ ଖେଳ । ଆଗରୁ ନିଛାଟିଆ ଘରେ ଜୁଆ ଖେଳ ହେଉଥିବା ବେଳେ ଏବେ ଆପାର୍ଟମେଣ୍ଟରେ ଚାଲିଛି ଜୁଆ ଆଡ୍ଡା । ଏନେଇ ଗୋଷାଣୀ ନୂଆଗାଁ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏସପିଙ୍କ ନିର୍ଦ୍ଦେଶରେ ଗୋଷାଣୀ … Read More
ଫୁଲବାଣୀ :-ଚୋରି କରିବାକୁ ଯାଇ ଦୁଇ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ। ପରେ ସେମାନଙ୍କୁ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଆଉ ତା’ପରେ ଗାଁ ଲୋକେ ସେମାନଙ୍କୁ ପିଛା କରି ଜଣେ ଦୁଷ୍କର୍ମକାରୀକୁ ମାରି ଜଙ୍ଗଲରେ ପୋତି ଦେଇଥିଲେ। ଏପରି ଘଟଣା କନ୍ଧମାଳ … Read More
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ପାଳନ ହେଉଛି । ସମାବର୍ତ୍ତନ ଉତ୍ସବର ପ୍ରଥମ ଦିବସରେ ୨୦୧୭-୨୦୧୯ ବର୍ଷରେ ପତ୍ୟେକ ବିଭାଗରେ ଉତ୍କର୍ଷତା ଲାଭ କରିଥିବା ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ ସହ ପି.ଏଚ.ଡି ଏବଂ ଡି.ଲିଟ୍ ଉପାଧି ପ୍ରଦାନ … Read More
ମାହାଙ୍ଗା: କରୋନା ସଂକ୍ରମିତଙ୍କ ମୃତ୍ୟ ପରେ ଶେଷକୃତ୍ୟ ଲାଗି ପୁଅ ଓ ଝିଅଙ୍କୁ ଛାଡି ଭୟରେ କେହି ଆସିନଥିଲେ । କିନ୍ତୁ ସାହସର ସହ କୋଭିଡ ନିୟମ ଅନୁଯାୟୀ ମୃତକଙ୍କ ଶେଷକୃତ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ମାହାଙ୍ଗା ବ୍ଲକ ଅଧ୍ୟକ୍ଷ । … Read More
ଭୁବନେଶ୍ୱର: ଦେଶର ୩୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ଓଡ଼ିଆ ଝିଅ । ଦିଲ୍ଲୀର ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ନେଷ୍ଟ ଟପ୍ ମଡେଲ୍ ସିଜିନ୍-୩ର ଟାଇଟଲ୍ ଜିତିଛନ୍ତି ଓଡ଼ିଆ ଝିଅ ଦିଗଦର୍ଶୀ ମିଶ୍ର । … Read More
ଭୁବନେଶ୍ୱର: ଦେଶର ବୃହତ୍ତ ଶକ୍ତି କମ୍ପାନୀ ଟାଟା ପାୱାର ନେସ୍କୋ ଠାରୁ ପରିଚାଳନା ଭାର ଗ୍ରହଣ କରିଛି । ଏଣିକି ନେସ୍କୋ ଟିପି ନର୍ଥନ ଓଡ଼ିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍ (TPNODL) ଅଧୀନରେ ପରିଚାଳିତ ହେବ । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC) … Read More
ପାରାଦୀପ:-ମୋବାଇଲ୍ ଗେମ୍ ନିଶାରେ ପଡ଼ି ନିଜ ଘରେ କଳାକନା ବୁଲାଇଲା ଷଷ୍ଠ ଶ୍ରେଣୀ ଛାତ୍ର। ଦୁଇ ସପ୍ତାହ ମଧ୍ୟରେ ନଗଦ ୧୩ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ପଡୋଶୀଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ଏପରି … Read More
କଟକ:- ଗୁରୁବାର କଟକରୁ ଠାବ ହୋଇଛି ସେକ୍ସ ରାକେଟ। କମିଶନରେଟ୍ ପୁଲିସ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ଏଠାରେ କେତେଦିନ ଧରି ଦେହବେପାର ଚାଲିଥିଲା, ପୁଲିସ ତାହା ଉପରେ ତଦନ୍ତ ଚଳାଉଛି। ରାଣୀହାଟ … Read More
ଭୁବନେଶ୍ୱର:-ଆର୍ଥିକ ବର୍ଷର ପ୍ରଥମ ଦିନରେ ‘କାଳିଆ’ ଯୋଜନାରେ ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ୬୯୩.୯୪ କୋଟି ଟଙ୍କା ଜମା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ପ୍ରଦାନରୁ ତାଙ୍କର ନୂଆ ଆର୍ଥିକ ବର୍ଷର ଆରମ୍ଭ କରିଛନ୍ତି … Read More
ଭୁବନେଶ୍ୱର:- ସାମନ୍ତ ବିହାରରେ ଜଣେ ବ୍ୟକ୍ତିଙ୍କ ଠାରୁ ୭୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସାମନ୍ତ ବିହାରର ଦିଲ୍ଲୀପ ଚୌଧୁରୀ ୭୫ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ ଦୀପକ ଚୌଧୁରୀ । ଅଭିଯୋଗ କରି ଦିଲ୍ଲୀପଙ୍କ … Read More